Odia News Portal

ଗଞ୍ଜାମ ଜିଲ୍ଲାର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ କମିଟି ସହ ଆଲୋଚନା କଲେ ୫-ଟି ସଚିବ

ଭୁବନେଶ୍ୱର: ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ଏହାକୁ କେବଳ ସରକାରୀ କାର୍ଯ୍ୟକ୍ରମ ବୋଲି ଗ୍ରହଣ ନକରି ବରଂ ସାମାଜିକ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ସ୍ଲୋଗାନ ସ୍କୁଲ ଯିବା ଭଲ ପଢ଼ିବା, ବାପା ମା’ଙ୍କ ସୁନାମ ଆଣିବା…

ସିଗାରେଟ୍ ଅଭ୍ୟାସକୁ ଛଡାଇବ ଏହି ସାଧାରଣ ଜୁସ୍

ଭୁବନେଶ୍ୱର : ବିଭିନ୍ନ ରୋଗର ଘର ହେଉଛି ସିଗାରେଟ୍ ସେବନ । ଏହା ଶରୀରକୁ କ୍ଷତି ପହଁଚାଇ ଥାଏ । ଏହା ଜାଣିବା ପରେ ବି ଲୋକେ ଏହି ଅଭ୍ୟାସରୁ ବାହାରକୁ ବାହାରି ପାରୁ ନାହାଁନ୍ତି । କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣା ପଡିଛି କି ଯଦି ଆପଣ ଧୁମ୍ରପାନ ଅଭ୍ୟାସକୁ ଛଡାଇବାକୁ…

୨୦୧୯ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର: ୨୦୧୯ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଖୁସି ଚଳଚ୍ଚିତ୍ରରେ ଅଭିନୟ କରିଥିବା ସରୋଜ ପରିଡ଼ା ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ ହୋଇଛନ୍ତି । ଖୁସି ଚଳଚ୍ଚିତ୍ରରେ ଅଭିନୟ କରିଥିବା କାବ୍ୟ କିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି ।…

ସମ୍ କୋଭିଡ୍ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର, ସୁସ୍ଥ ହେଲେ ୧୧ ବର୍ଷର ବାଳିକା

ଭୁବନେଶ୍ୱର: କୋଭିଡ୍ ସଂକ୍ରମିତ ଜଣେ ୧୧ ବର୍ଷୀୟ ବାଳିକାଙ୍କର ସମ୍ କୋଭିଡ୍ ହସ୍ପିଟାଲ୍ରେ ସଫଳ ଅସ୍ତ୍ରୋପଚାର କରାଯାଇଛି । ଆପେଣ୍ଡିସାଇଟିସ୍ ସମସ୍ୟା ଥିବା ଏହି ବାଳିକାଙ୍କର ଅସ୍ତ୍ରୋପଚାର କରି ତାଙ୍କୁ ସୁସ୍ଥ କରିଛନ୍ତି ସମ୍ ଶିଶୁରୋଗ ଅସ୍ତ୍ରୋପଚାର ବିଭାଗର ଡାକ୍ତର । ଭୁବନେଶ୍ୱ ର ପଟିଆ…

ବିରାଟ କୋହଲିଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସଂଘର୍ଷମୟ ଜୀବନୀ ବିଷୟରେ ଜଣାଇବୁ । ଗଲିବୟ ଚିକୁରୁ କିପରି ବନିନେ ରନ ମେସିନ । ପିଲାଦିନରୁ ଆରମ୍ଭ କରି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପର୍ଯ୍ୟନ୍ତ କେମିତି ରହିଛି ବିରଟଙ୍କ କ୍ରିକେଟ ଯାତ୍ରା ସେସମ୍ପର୍କରେ ଦେବୁ ସମ୍ପୂର୍ଣ୍ଣ ବିରରଣୀ ।…

ଆସନ୍ତାକାଲି ବିଜେଡିରେ ଯୋଗଦେବେ ପ୍ରଦୀପ ମାଝି

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ପ୍ରଦୀପ ମାଝି ଆସନ୍ତାକାଲି ବିଜେଡିରେ ଯୋଗଦେବେ । ନବରଙ୍ଗପୁର ଜିଲ୍ଲାରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଗଦେବେ । …

ପୁରୀ ନାଁ ପରିବର୍ତ୍ତନକୁ ନେଇ ଏମିତି କହିଲେ ଧମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପୁରୀ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ତେବେ ପୁରୀର ନାଁ ପରିବର୍ତ୍ତନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ‘ପୁରୀ’ ବଦଳରେ ‘ଜଗନ୍ନାଥ ପୁରୀ’ ହେଲେ ଭଲ ହୁଅନ୍ତା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ…

ଲୁଟ୍ କରିବାକୁ ଆସି ଛେଚା ଖାଇଲେ

ଭୁବନେଶ୍ୱର:ୠାଇ ଗୋରୁ ଭଳି ମାଡ଼ । ଲୁଟ କରିବାକୁ ଆସିଥିବା ଦୁର୍ବୁତ୍ତଙ୍କୁ ଧରି କୁଟିଲେ ଲୋକେ । ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏଭଳି ଘଟଣା । ଫେଲ୍ ହେଲା ଲୁଟ୍ କରି ଫେରାର୍ ପ୍ଲାନ୍ । ଲୁଟେରାକୁ ନିସ୍ତୁକ ଛେଚି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦନଗର…

କେଦାରନାଥରେ ମୋଦି

ଉତ୍ତରାଖଣ୍ଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳେ କେଦାରନାଥରେ ପହଞ୍ଚି ସେଠାରେ ଥିବା ଶିବ ମନ୍ଦିରରେ ପ୍ରାର୍ଥନା କରିଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ୧୨ ଫୁଟର ଏକ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ, ଯାହା ୨୦୧୩ ଉତ୍ତରାଖଣ୍ଡ ବନ୍ୟାରେ…

ପୁଣି ନାଦିବ ବର୍ଷା

ଭୁବନେଶ୍ୱର: ପୁଣି ଫେରୁଛି ବର୍ଷା । ଲଘୁଚାପ ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ରହିଛି । ଆସନ୍ତା ୯ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । GFS ମୋଡେଲ…