ଦିନେ ଭିକାରୀଙ୍କ ସହ ଶୋଉଥିଲେ, ଗାର୍ଲଫ୍ରେଣ୍ଡର ଗୋଟିଏ ସର୍ତ୍ତ ବନେଇ ଦେଲା ଆଇପିଏସ ଅଫିସର
ଭୁବନେଶ୍ୱର: କଥାରେ ଅଛି ପ୍ରତ୍ୟେକ ସଫଳ ପୁରୁଷଙ୍କ ପଛରେ ଜଣେ ନାରୀଙ୍କ ହାତ ରହିଥାଏ । ଆଉ ପ୍ରେମ ମଣିଷକୁ ବରବାଦ କରିପାରେ ଆଉ ପ୍ରେମ ମଧ୍ୟ ନୂଆ ଦିଗଦର୍ଶନ ଦେଇଥାଏ । ଯାହାର ଏକ ଜ୍ୱଳନ୍ତ ଉଦାରଣ ଆଜି ଆମେ ଆମର ଲେଖା ମାଧ୍ୟମରେ ଆପଣଙ୍କୁ ଜଣାଇବୁ । ଆମେ ଆଜି ଜଣେ ଏଭଳି ବ୍ୟକ୍ତିତ୍ୱଙ୍କ!-->…
