Odia News Portal

ଦ୍ରାବିଡ୍ ହେଲେ ଟିମ୍ ଇଣ୍ଡିଆର ନୂଆ କୋଚ୍

ନୂଆଦିଲ୍ଲୀ: ଭାରତୀୟ ଦଳକୁ ମିଳିଲା ନୂଆ କୋଚ୍ । ବୁଧବାର ବିସିସିଆଇ ରବି ଶାସ୍ତ୍ରୀଙ୍କ ସ୍ଥାନରେ ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡଙ୍କୁ ଏହି ପବଦୀ ଦେଇଛି । ଟି-୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ସେ ଦାୟିତ୍ୱ ଗ୍ରହଣ କରିବେ । ନଭେମ୍ବର ୧୭ରୁ ଆରମ୍ଭ ହେଉଥିବା…

ଆଜି ଆଲୋକର ପର୍ବ ଦୀପାବଳି

ଭୁବନେଶ୍ୱର: ବଡ଼ ବଡ଼ୁଆ ହୋ ଅନ୍ଧାରରେ ଆସି ଆଲୁଅରେ ଯାଅ । ଏହି ଡାକ ପଡ଼ିଲେ ମନେ ପଡ଼ିଯାଏ ଗାଁର ସେହି କଥା । ଦୀପାବଳିରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଟେକାଯାଇଥାଏ ବଡ଼ବଡ଼ୁଆ । ତେବେ ଆଜି ହେଉଛି ସେହି ପବିତ୍ର ଆଲୋକର ପର୍ବ ଦୀପାବଳି । ଉତ୍ତର ଭାରତରେ ଏହାକୁ ଲକ୍ଷ୍ମୀଙ୍କ ଜନ୍ମୋତ୍ସଵ ଭାବେ…

ତକିଆ ସହ ଜଡିତ କିଛି ବିଶେଷ କଥା

ରାତିରେ ନିଦ ନହେବା, ବାରମ୍ବାର ନିଦ ଭାଙ୍ଗିବା, ସକାଳୁ ଉଠିବା ପରେ ସତେଜ ଅନୁଭବ ନହେବା, ମୁଣ୍ଡ, ବେକ ଓ କାନ୍ଧରେ କଷ୍ଟ ଅନୁଭବ ହେବା ଭଳି ସମସ୍ୟା କିଛି ଲୋକଙ୍କ ନିକଟରେ ଦେଖିବାକୁ ମିଳେ । ଯଦି ଏଭଳି ସମସ୍ୟା ଆପଣଙ୍କ ନିକଟରେ ଦେଖିବାକୁ ମିଳୁଛି, ତେବେ ପ୍ରଥମେ ତକିଆ ଯାଞ୍ଚ କରି…

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

ପୂୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଅନୁଗୁଳସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ‌ସେ ଏହି ଘୋଷଣା କରିଛନ୍ତି। ନିଜର ଇସ୍ତଫା ପତ୍ରକୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ଶ୍ରୀ ସାହୁ ବିଜେଡି ଛାଡିବା…

କୋଭାକ୍ସିନକୁ WHOର ଅନୁମତି

ନୂଆଦିଲ୍ଲୀ: ଭାରତୀୟ କରୋନା ଟିକା କୋଭାକ୍ସିନକୁ ଶେଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମାନ୍ୟତା ମିଳିଛି । କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ‘ହୁ’ ପକ୍ଷରୁ ମଞ୍ଜୁରି ପ୍ରଦାନ କରାଯାଇଛି । ଆଇସିଏମଆର ସହଯୋଗରେ ସ୍ୱଦେଶୀ କମ୍ପାନୀ ଭରତ ବାୟୋଟେକ୍ ଏହି ଟିକା ପ୍ରସ୍ତୁତ କରିଛି। …

ଆଇନଜୀବୀ ଆଦିତ୍ୟ ମହାପାତ୍ର ହେବେ ହାଇକୋର୍ଟ ବିଚାରପତି

କଟକ: ଆଇନଜୀବୀ ଆଦିତ୍ୟ ମହାପାତ୍ର ହେବେ ଓଡିଶା ହାଇକୋର୍ଟ ବିଚାରପତି । ହାଇକୋର୍ଟ ଜଜ ଭାବେ ଆଦିତ୍ୟ ମହାପାତ୍ରଙ୍କ ନିଯୁକ୍ତିକୁ ରାଷ୍ଟ୍ରପତିଙ୍କ ମୋହର ବାଜିଛି । ଏନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଭାରତର ସମ୍ବିଧାନର ଧାରା 217 ର ଧାରା (1) ଦ୍ୱାରା ପ୍ରଦାନ…

ରାଜଧାନୀ ଡବଲ ମର୍ଡର ଘଟଣା, ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର: କଳିଙ୍ଗନଗର ଡବଲ ମର୍ଡର ଗୁମର ଯେତେ ଖୋଲୁଛି, ସଇତାନ ସ୍ୱାମୀ ଅବନ୍ତି ବିଜୟା ମଙ୍ଗାରଜଙ୍କ କାରନାମା ସେତେ ସେତେ ପଦାକୁ ଆସିବାରେ ଲାଗିଛି । ହତ୍ୟା ପଛର ସତ କହିଛନ୍ତି ଅବନ୍ତିଙ୍କ ଶଳା ସୁମନ୍ତ ପ୍ରଧାନ । ହତ୍ୟା ପଛର କାରଣ ସେୟାର ବଜାର କାରବାରରେ କ୍ଷତି ବୋଲି କହିଛନ୍ତି…

ଆସିଲା ଛଟ୍ ପୂଜା ପାଇଁ ସିଏମସିରେ ଗାଇଡଲାଇନ୍

କଟକ: ବିହାର ଲୋକଙ୍କ ପ୍ରସିଦ୍ଧ ପର୍ବ ଛଟ୍ ପାଇଁ ଗାଇଡଲାଇନ ଜାରି କରିଛି କଟକ ମହାନଗର ନିଗମ । କୋଭିଡ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଛଟ୍ ପୂଜା ପାଇଁ କଟକଣା ଜାରି କରାଯାଇଛି । ପୂଜା ବେଳେ ନଦୀ ଶଯ୍ୟାରେ ଏକାଠି ନ ହେବାକୁ ବାରଣ କରିଛି ସିଏମସି । ଛଟ୍ ପୂଜା ପାଇଁ କଟକର ବିଭିନ୍ନ ନଦୀଶଯ୍ୟାରେ…

ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ୱର : ପିପିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ ହୋଇପଡିଛନ୍ତି । ଅସୁସ୍ଥତା କାରଣରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତି କରାଯାଇଛି । ଏ ନେଇ ପିସିସି ଉପସଭାପତି ଶ୍ରୀ ଗଣେଶ୍ୱର ବେହେରା ସୂଚନା ପ୍ରଦାନ କରିଛନ୍ତି। ଗତକାଲି କଂଗ୍ରେସର…

ଲିଫ୍ଟରେ ଫସିଲେ ୮ ଆଇନଜୀବୀ

ପୁରୀ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଘଟଣ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲାଗିଥିବା ଲିପ୍ଟରେ ଫସିଲେ ୮ ଜଣ ଆଇନଜୀବୀ । ଏନେଇ ଜଣାପଡ଼ିବାର ୨୦ ମିନିଟ ପରେ ସେମାନଙ୍କୁ ଲିପ୍ଟରୁ ବାହାର କରାଯାଇଥିବା ଜଣାପଡ଼ିଛି । ଲିପ୍ଟ ଅଚଳ ହେବା ଯୋଗୁଁ ଏହି ଅଘଟଣ ଘଟିଥିବା ସାମ୍ନାକୁ ଆସିଛି। ସୂଚନା…