ମୁଖ୍ୟମନ୍ତ୍ରୀଙ୍କ ଦୀପାବଳୀ ଭେଟି, ରାଜ୍ୟରେ ପେଟ୍ରୋଲ,ଡିଜେଲ ଉପରୁ ଭାଟ୍ ହ୍ରାସ
ଭୁବନେଶ୍ୱର : ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଉପହାର। ତେଲରୁ ୩ ଟଙ୍କା ଭାଟ୍ ହ୍ରାସ କଲେ ରାଜ୍ୟ ସରକାର। ତେଲ ଦର ୩ ଟଙ୍କା କମିଲା। ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପେଟ୍ରୋଲ ଓ ଡିଜେଲ୍ରୁ ୩ ଟଙ୍କା ଭାଟ୍ କମାଇଲେ ସରକାର। ୫ ତାରିଖ ମଧ୍ୟରାତ୍ରିରୁ ଲାଗୁହେବ!-->…
