ଢେଙ୍କାନାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ଗାଁ ରୁ ଗାଁ ବୁଲି ଆଇନ୍ ସଚେତନତା କାର୍ଯ୍ୟକ୍ରମ
ଢେଙ୍କାନାଳ : ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଢେଙ୍କାନାଳ , ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ଦେହୁରୀଙ୍କ ଦ୍ବାରା ଉଦ୍ଘାଟନ ହୋଇଥିବା ଗାଁ ରୁ ଗାଁ ବୁଲି ଆଇନ୍ ସଚେତନତା କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ ଗ୍ରାମ ଆଇନ ସହାୟତ , ମଙ୍ଗଳପୁର ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ!-->…
