ରୋହିତ ଶର୍ମା ହୋଇପାରନ୍ତି ଟିମ୍ ଇଣ୍ଡିଆ କ୍ୟପଟେନ
ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି ଟିମ୍ ଇଣ୍ଡିଆ । ପ୍ରଥମେ ପାକିସ୍ତାନ ଓ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜିତ ହେବା ପରେ ଏବେ ଟିମ୍ ଇଣ୍ଡିଆ ପାଇଁ ସେମିଫାଇନାଲ ରାସ୍ତା ଆଉ ସହଜ ହୋଇନାହିଁ । ଏଭଳି ସ୍ଥଳେ ଅନ୍ୟ ମ୍ୟାଚର ଫଳାଫଳ ଉପରେ ଟିମ୍ ଇଣ୍ଡିଆର ସେମିଫାଇନାଲ!-->…
