ଏଥର ଦୀପାବଳିରେ ଫୁଟିବ ବାଣ
ଭୁବନେଶ୍ୱର: ରାଜ୍ୟରେ ଏଥର ଦୀପାବଳିରେ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ପୂର୍ବ ବର୍ଷ କରୋନା ମହାମାରୀ ସମୟରେ ବାଣ ବିକ୍ରି ଓ ଫୁଟାଇବାକୁ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଥିବା ବେଳେ ଚଳିତ ବର୍ଷ କେବଳ ସବୁଜ ବାଣ ବ୍ୟବସାୟ ଓ ଫୁଟାଇବା ପାଇଁ ଅଲ ଓଡ଼ିଶା ଫାୟାର ୱାର୍କର!-->…
