Odia News Portal

ବବିଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଲେ ଶତାଧିକ ବିଜେପି କର୍ମୀ

ଭୁବନେଶ୍ୱର: ବଢୁଛି ବବିଙ୍କ କ୍ରେଜ୍। ପଂଚାୟତ ନିର୍ବାଚନ ପୂର୍ବରୁ ବବିଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି ଶତାଧିକ ବିଜେପି କର୍ମୀ। ଯାଜପୁର ବିଧାୟକ ତଥା ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରଣବ ପ୍ରକାଶ ଦାସଙ୍କୁ ନିଜର ରାଜନୈତିକ ଆଦର୍ଶ ଭାବେ ଗ୍ରହଣ କରିଛନ୍ତି ଶତାଧିକ

ଓଡିଶା ଆଦର୍ଶ ବିଦ୍ୟାଳୟ ଦେଶ ପାଇଁ ରୋଲ ମଡେଲ ହେଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଲୋକସେବା ଭବନର କନ୍ଭେନସନ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକରେ …ଚାରି ଶହ…ତେୟାଳଶୀ. ଶିକ୍ଷକ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ଅବସରରେ ନବନିଯୁକ୍ତ ଶିକ୍ଷକ ମାନଙ୍କୁ ସ୍ବାଗତ

ଭିନୁ ମଙ୍କଡ଼ ଅଣ୍ଡର-୧୯ ଟ୍ରଫି ଲାଗି ଦଳ ଘୋଷଣା କଲା ଓଡ଼ିଶା

କଟକ:୨୦୨୧-୨୨ ଭିନୁ ମଙ୍କଡ ଟ୍ରଫି ପାଇଁ ଦଳ ଘୋଷଣା କଲା ଓଡ଼ିଶା କ୍ରିକେଟ ଆସୋସିଏସନ୍। ୨୮ ତାରିଖରୁ ଆରମ୍ଭ ହେବ ଏହି ଘରୋଇ କ୍ରିକେଟ ମହାକୁମ୍ଭ। ଏଥିପାଇଁ ୨୨ ଜଣିଆ ଟିମ୍‌ ଘୋଷଣା କରିଛି ଓସିଏ। ସୂର୍ଯ୍ୟ ମହାପାତ୍ରଙ୍କୁ ଦଳରା ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ଆଶୀର୍ବାଦ ସ୍ବାଇଁଙ୍କୁ

ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେପଟେମ୍ବର ୬ରୁ ୭ ତାରିଖ ମଧ୍ୟରେ

ଓଡିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଓଡିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଆଦର୍ଶ ବିଦ୍ୟାଳୟ ଭୁବନେଶ୍ୱର ଉପକଣ୍ଠରେ ଥିବା ଅନ୍ଧାରୁଆରେ 25 ଏକର ଜମିରେ ନିର୍ମାଣ ହେବାକୁ ଯାଉଛି । ଯେଉଁଥିରେ ୧୩

ରବି ଶାସ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ

ଓଭାଲ: ଭାରତୀୟ କ୍ରିକେଟ ଦଳର କୋଚ ରବି ଶାସ୍ତ୍ରୀ କରୋନାରେ ଆକ୍ରାନ୍ତ । ଗତକାଲି ସନ୍ଧ୍ୟାରେ କୋଚ୍ ରବି ଶାସ୍ତ୍ରୀଙ୍କ ଲାଟେରାଲ୍ ଫ୍ଲୋ ଟେଷ୍ଟ ପଜିଟିଭ୍ ଆସିବା ଟିମ ଇଣ୍ଡିଆର ଅନ୍ୟ ସଦସ୍ୟମାନଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି । କୋଚ ରବି ଶାସ୍ତ୍ରୀ ପଜିଟିଭ ହେବା ପରେ ବୋଲିଂ କୋଚ୍

ପରଦାକୁ ଆସିବ ରାନୁ ମଣ୍ଡଲଙ୍କ ବାୟୋପିକ୍, ଜାଣନ୍ତୁ ଫିଲ୍ମକୁ ନେଇ କଣ ଚାଲିଛି ପ୍ରସ୍ତୁତି

ମୁମ୍ବାଇ: ଭାଇରାଲ ଭିଡିଓ ବଦଳେଇଥିଲା ଭାଗ୍ୟ । ରାତା ରାତି ସୋସିଆଲ ମିଡିଆରେ ବନିଥିଲେ ସେନ୍ସେସନାଲ କୁଇନ୍ । ଆଉ ରେଲୱେ ଷ୍ଟେସନରୁ ସିଧା ବଲିଉଡରେ ମାରିଥିଲେ ଏଣ୍ଟ୍ରିି । ତେବେ ରେଲୱେ ଷ୍ଟସନରେ ଭିକ ମାଗି ଚଳୁଥିବା ରାନୁ ମଣ୍ଡଲ ଏବେ ଘରେ ଘରେ ପରିଚିତ ଚେହେରା । ତେବେ ରାନୁ ମଣ୍ଡଲଙ୍କ

ପଢ଼ନ୍ତୁ ଟୋକିଓ ପାରାଲିମ୍ପିକ୍ସରେ କେଉଁ ଦେଶ କୋତୋଟି ପଦକ ଜିତଛନ୍ତି

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଟୋକିଓ ପାରାଲିମ୍ପିକ୍ସ । ପଦକ ଜିତିବା ଲାଗି ସବୁ ଦେଶ ମଧ୍ୟରେ ଦେଖିବାକୁ ମିଳିଥିଲା କଡ଼ା ଟକ୍କର । ତେବେ ପାରାଲିମ୍ପିକ୍ସରେ ମଧ୍ୟ ଚୀନ ପଦକ ତାଲିବାରେ ଟପରେ ରହିଛି । ସେପଟେ ଭାରତ ପଦକ ତାଲିକାରେ ୧୯ଟି ପଦକ ଜିତି ୨୪ ନମ୍ବର ସ୍ଥାନରେ ରହିଛି ।

ମା’କୁ ରକ୍ତାକ୍ତ, ଝିଅକୁ ଦୁଷ୍କର୍ମ

ନବରଙ୍ଗପୁର: ରାଜ୍ୟରେ ଥମିବାର ନାଁ ଧରୁନି ଲଜ୍ଜା । ବିଲରୁ କାମ ସାରି ଫେରୁଥିଲେ ମା ଝିଅ । ରାସ୍ତାରେ ଛକି ବସିଥିଲା ନରରାକ୍ଷସ । ଯୌନ ସୁଖ ଲାଗି ମଣିଷରୁ ପଶୁ ପାଲଟିଥିଲା । ପ୍ରଥମେ ମା’ର ମୁହଁକୁ ପଥରରେ ମାରି ରକ୍ତାକ୍ତ କରିଥିଲା । ଆଉ ପରେ ୧୫ ବର୍ଷୀୟା ନାବାଳିକାକୁ ମକାବାରି ଭିତରୁ

ଗୁଳି ମାଡ଼ରେ ବରଦାର ଆହତ

କାବୁଲ :ଆଫଗାନିସ୍ତାନରେ ସତ୍ତାକୁ ନେଇ ଘମାଘୋଟ ଲଢେଇ ଆରମ୍ଭ ହୋଇଛି । ତାଲିବାନ ଓ ହକ୍କାନୀ ନେଟ୍ୱାର୍କ ମଧ୍ୟରେ ଗୁଳିମାଡ ଆରମ୍ଭ ହୋଇଯାଇଛି । ଏହି ଗୁଳିମାଡରେ ଆହତ ହୋଇଛନ୍ତି ତାଲିବାନ ସଂଗଠନର ମୁଖ୍ୟ ମୁଲ୍ଲା ଅବଦୁଲ୍ଲ ବରଦାର । ସୂଚନା ଅନୁଯାୟୀ ତାଲିବାନ ଆଫଗାନିସ୍ତାନକୁ ଜବରଦଖଲ କରିବା