Odia News Portal

ଆଜି ମାଲକାନଗିରିରୁ ସ୍ମାର୍ଟ ହେଲଥ କାର୍ଡ ବଂଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହେବ ନବକଳେବର । ଏହି ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଆଜି ଶୁଭାରମ୍ଭ ମାଲକାନଗିରିରୁ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଆଜି ମାଲକାନଗିରି ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସକାଳା ସାଢେ ୧୧ଟାରେ ସ୍ୱତନ୍ତ୍ର

ବିଜେଡିରୁ ବହିଷ୍କୃତ ହେଲେ ଧରଣୀଧର ଘଡେଇ

ଭୁବନେଶ୍ୱର: ତୁରନ୍ତ ପ୍ରଭାବ ଯୋଗୁଁ କୋରେଇ ନିର୍ବାଚନ ମଣ୍ଡଳୀର କୋରେଇର ଜିଲ୍ଲା ପରିଷଦ ସଦସ୍ୟ ଧରଣୀଧର ଘଡେଇଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି । ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଥିଲେ ଧରଣୀଧର । ତେବେ ତାଙ୍କର ବିରୋଧରେ ଅଭିଯୋଗ ଆସିବା ପରେ ଦଳର ସଭାପତିଙ୍କ ନିର୍ଦ୍ଦେଶକ୍ରମେ

ଭାରତକୁ ଆମଦାନୀ-ରପ୍ତାନୀ ବନ୍ଦ କଲା ତାଲିବାନ

ନୂଆଦିଲ୍ଲୀ: ଭାରତ ସହ ଆମଦାନୀ, ରପ୍ତାନୀ ବନ୍ଦ କଲା ତାଲିବାନ। ଆଫଗାନିସ୍ତାନ ଦଖଲ କରିବା ପରେ ଗୋଟିଏ ଗୋଟିଏ ନିଷ୍ପତ୍ତି ବଦଳାଉଛି ତାଲିବାନ। ଏବେ ଭାରତର ସହ ଆମଦାନୀ ଓ ରପ୍ତାନୀ କାରବାର ତାଲିବାନ ବନ୍ଦ କରିଦେଇଛି। ଫେଡେରସନ ଅଫ ଇଣ୍ଡିଆ ଏକ୍ସପର୍ଟ ଅର୍ଗାନାଇଜେସନ ପକ୍ଷରୁ ଏହି ସୂଚନା

କୋଟିଆରେ ପ୍ରକଳ୍ପ ଭିତ୍ତି ପକାଇଲା ଆନ୍ଧ୍ର

କୋରାପୁଟ: କୋଟିଆରେ ଆନ୍ଧ୍ର ସରକାର ପୁଣି ଅନୁପ୍ରବେଶ କରିଛନ୍ତି । କୋଟିଆର ବିଭିନ୍ନ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଫଟୁସିନେରୀ ପଂଚାୟତ ଗୃହ, ସ୍ୱାସ୍ଥ୍ୟ ଓ ଅଙ୍ଗନବାଡି କେନ୍ଦ୍ର ଭିତ୍ତି ସ୍ଥାପନ କରାଯାଇଛି । ଫଗୁ ସିନେରୀରେ ଏକ କୃଷକ ବନ୍ଧୁ କେନ୍ଦ୍ରର

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ୧୧,୦୦୬ ନର୍ସିଂ ପଦବୀ ସୃଷ୍ଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବାପାଇଁ ୧୧,୦୦୬ଟି ନୂତନ ନର୍ସିଂ ଅଫିସର ପଦବୀ ସୃଷ୍ଟି କରାଯାଇଛି । ଏହି ପଦବୀ ଗୁଡିକ ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସହିତ ଗୋଷ୍ଠୀ

ପାରା ଅଲିମ୍ପିକ୍ସରେ ଭାଗ ନେଇ ପାରିବେନି ଆଫଗାନିସ୍ତାନ ଆଥଲେଟ୍

କାବୁଲ: ଆଫାଗନିସ୍ତାନରେ ଚାଲିଛି ତାଲିବାନି ଶାସନ । ସଙ୍କଟରେ ଦେଶବାସୀ । ଜୀବନ ବଞ୍ଚାଇବା ଲାଗି ଦେଶ ଛାଡୁଛନ୍ତି ଅନେକ ଲୋକ । ସେପଟେ ତାଲିବାନିଙ୍କ ଗୁଳିରେ ମଧ୍ୟ ଅନେକଙ୍କ ଜୀବନ ଗଲାଣି । ଏଭଳି ଏକ ସମୟରେ ଅନୁଷ୍ଠିତ ହେବାକୁ ଥିବା ପାରା ଅଲିମ୍ପିକ୍ସରେ ଭାଗ ନେବେନି ଆଫଗାନିସ୍ତାନ ଆଥଲେଟ୍

ସଙ୍କଟରେ ଭର୍ତ୍ତୃହରିଙ୍କ ରାଜନୈତିକ ଭବିଷ୍ୟତ !

ଭୁବନେଶ୍ୱର: ବଢ଼ୁଛି ଭର୍ତ୍ତୃହରିଙ୍କ ବିବାଦ । ବୋହୂ ସାକ୍ଷୀ ଅଭିଯୋଗ କରିବା ପରେ ରାଜ୍ୟ ରାଜନୀତିରେ ହଟ୍ଟଚମଟ ସୃଷ୍ଟି ହେବାରେ ଲାଗିଛି । ଏପରିକି ବିଜେଡିରୁ ବହିଷ୍କାର ହୋଇ ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ରଘୁନାଥ ମହାନ୍ତି ଯେଭଳି ବୋହୂ ବର୍ଷା

କଣ୍ଟାବାଞ୍ଝି ଗସ୍ତରେ ଯିବେ କେନ୍ଦ୍ର ରେଳମନ୍ତ୍ରୀ, ଉନ୍ନତି ଆଶାରେ ଅଞ୍ଚଳବାସୀ

ବଲାଙ୍ଗୀର : ଜିଲ୍ଲା ଗରିବ ଦଳିତ ବହୁଳ ଏବଂ ଶିଳ୍ପବିହୀନ ଜିଲ୍ଲା ହୋଇ ଥିବାରୁ ଏହି ଜିଲ୍ଲାରୁ ଲକ୍ଷ ଲକ୍ଷ ଲୋକ ପ୍ରତିବର୍ଷ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଇଥାନ୍ତି । ଜିଲ୍ଲାର କଣ୍ଟାବାଞ୍ଜି ଅଂଚଳକୁ ଦାଦନ ରାଜଧାନୀ ମଧ୍ୟ ଲୋକେ କହିଥାନ୍ତି । କଣ୍ଟାବାଞ୍ଜି ସହରରେ ବ୍ରିଟିଶ ଅମଳରୁ

ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ବଲାଙ୍ଗୀର: ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ସେପଟେମ୍ବର 11 ତାରିଖ ଶନିବାର ଦିନ ନୂଆଖାଇ ଏଠି ପାଳନ କରାଯିବ । ତେବେ ବଲାଙ୍ଗୀର ଜିଲ୍ଲାର ନୂଆଖାଇ ନିର୍ଣ୍ଣାୟକ କମିଟି ନୂଆଖାଇ ଲଗ୍ନ ଧାର୍ଯ୍ୟ କରିଛି। ବଲାଙ୍ଗୀର: ପଶ୍ଚିମ ଓଡିଶାର

ନିମ୍ନମାନର କାମ, ନିର୍ମାଣ ଶେଷ ହେବା ପୂର୍ବରୁ ଭୁଶୁଡ଼ିଲା କେନାଲ

ବଲାଙ୍ଗୀର: ଚାଷୀଙ୍କୁ ପ୍ରତାରଣା । ନିମ୍ନମାନର କାମ ଯୋଗୁଁ ନିର୍ମାଣଧୀନ କେନାଲ ଭୁଶୁଡ଼ିଲା । କ୍ଷେତକୁ ପାଣି ଯୋଗାଇବା ପୂର୍ବରୁ ଚାଷୀଙ୍କ ଆଶା, ଆଶାରେ ରହିଗଲା । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଝାଙ୍କିରିପାଲି ଗ୍ରାମରୁ।ଏଠି ଥିବା ଗଞ୍ଜାଧାର ଜୋରରେ ପ୍ରାୟ ସାତ