ନଦୀରେ ଭାସିଗଲେ ବୃଦ୍ଧ
ଖୋର୍ଦ୍ଧା: ରାଜଧାନୀରେ ଡ୍ରେନରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ଖବର ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଢଷ୍ଟି କରିଥିବାବେଳେ ପୁଣି ଏକ ଦୁଃଖଦ ଖବର ନଜରକୁ ଆସିଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଆଜି ଜଣେ ବୟସ୍କ ବ୍ୟକ୍ତି ଶୌଚ ପାଇଁ ନଈକୁ ଯାଇଥିବା ସମୟରେ ପାଣିର ପ୍ରଖର ସ୍ରୋତରେ ଭାସିଯାଇ!-->…
