Odia News Portal

ଜନ୍ମଦିନରେ ପାନ ମସଲା ବ୍ରାଣ୍ଡ ସହ ଚୁକ୍ତି ବାତିଲ କଲେ ଅମିତାଭ

ମୁମ୍ବାଇ: ବେଶ କିଛିଦିନ ଧରି କମଳା ପସନ୍ଦ ନାମକ ଏକ ପାନ ମସଲା ବ୍ରାଣ୍ଡର ବିଜ୍ଞାପନରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଫଟୋ ସାମ୍ନାକୁ ଆସିଥିଲା । ପାନ ମସଲାର ବ୍ରାଣ୍ଡିଂ କରିବା ଘଟଣା ମେଗାଷ୍ଟାରଙ୍କ ଅଗଣିତ ଫ୍ୟାନଙ୍କୁ ଦୁଃଖିତ କରିଥିଲା । ସୋସିଆଲ୍ ମିଡିଆରେ ଏ ନେଇ ବିଭିନ୍ନ ପ୍ରକାର

୧୪ରେ ମୁକ୍ତି ଲାଭ କରୁଛି “ମନ ମୋ ନେଇ ଗଲୁରେ’

ଭୁବନେଶ୍ୱର : ଦଶହରା ସିନେ ବଜାରରେ ଧମାକା କରିବାକୁ ପ୍ରେକ୍ଷାଳୟକୁ ଆସୁଛି ଓଡ଼ ିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁ ରେ’ । ସୁମା ରିଅଲ୍ ମିଡିଆର ଦ୍ୱତୀୟ ଅବଦାନରେ ପ୍ରସ୍ତୁ ତ ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ରାଜ୍ୟର ବିଭିନ୍ନ ହଲ୍ରେ ଆସନ୍ତା ୧୪ରେ ମୁ

ଦଶହରାରେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ପୁରୀ: ଆସିଲା ନୂଆ ଏସଓପି । କରୋନା କଟକଣାକୁ ଦୃଷ୍ଟିରେ ରଖି ଆଜି ଛତିଶା ନିଯୋଗ ବୈଠକରେ ନିଆ ଯାଇଛି ନୂଆ ନିଷ୍ପତ୍ତି । କାର୍ତ୍ତିକ ମାସ ଲାଗି ନୂଆ ଏସଓପି ଆସିଥିବା ବେଳେ କରୋନା କଟକରଶକୁ ଦୃଷ୍ଟିରେ ରଖି ଦଶହରାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି । ଶ୍ରୀମନ୍ଦିର ମୁଖ୍ୟ

ବନ୍ଧାହେଲେ ଲୁଟେରା, ସାହାଯ୍ୟ ନାଁରେ ଚୋରୀ କରୁଥିଲେ

ସୁବର୍ଣ୍ଣପୁର: ବନ୍ଧା ହେଲେ ଚୋର । ସାହାଯ୍ୟ କରିବା ବାହାନାରେ ଏଟିଏମରୁ ଚୋରୀ କରୁଥିବା ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ସୁବର୍ଣ୍ଣପୁର ପୋଲିସ୍। ଗିରଫ ଅଭିଯୁକ୍ତ ଜିଲ୍ଲାର ବୀରମହାରାଜପୁର ବ୍ଲକ ସଦେଇପୁର ଗାଁର ୪୪ବର୍ଷିୟ ସୂର୍ୟ୍ୟନାରାୟଣ ବିଶ୍ୱାଳ। ଗତ କିଛି ଦିନତଳେ

ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ଅର୍ଥନୀତିରେ ଡେଭିଡ କାର୍ଡ, ଜୋଶୁଆ ଡି ଅଙ୍ଗ୍ରିଷ୍ଟ, ଗୁଇଡୋ ଡବ୍ଲ୍ୟୁ ଇମ୍ବେନ୍ସଙ୍କୁ ମିଳିତ ଭାବେ ୨୦୨୧ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଜଣ ଅର୍ଥନୀତିଜ୍ଞ ମିଳିତ ଭାବେ ନୋବେଲ ପୁରସ୍କାର ପାଇବେ। ନୋବେଲ କମିଟି ଡେଭିଡ କାର୍ଡଙ୍କୁ ଶ୍ରମ ଅର୍ଥନୀତିରେ ତାଙ୍କର

ଠିକା କର୍ମଚାରୀଙ୍କ ଲାଗି ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧୀନରେ କାର୍ୟ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ଏଣିକି ଚୁକ୍ତିଭିତ୍ତିକ ନୁହେଁ, ଇନିସିଆଲ ଆପଏଂଟିଜ୍ ଭାବେ ନିଯୁକ୍ତି ପାଇବେ । ଏବେ ସେମାନେ ବର୍ତ୍ତମାନ ପାଉଥିବା ଦରମାର ୫୦ ପ୍ରତିଶତ ଅଧିକ ଦରମା ପାଇବେ । ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ

ଆତଙ୍କୀ ଆକ୍ରମଣରେ ୫ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ସୋମବାର ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ଜେସିଓ(ଜୁନିୟର କମିଶନ୍‌ଡ ଅଫିସର)ଙ୍କ ସମେତ ୫ ଯବାନ ଶହୀଦ ହୋଇଛନ୍ତି। ସୂଚନା ଅନୁସାରେ, ଚମରେର ଜଙ୍ଗଲରେ ସୁରକ୍ଷାବାହିନୀ ଆତଙ୍କବାଦୀ ବିରୋଧୀ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଗୁଳି

ଆଜିଠୁ ଷ୍ଟାର ପ୍ଲସରେ ପ୍ରସାରିତ ହେବ ‘ବିଦ୍ରୋହୀ’

ଭୁବନେଶ୍ୱର: ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେବ ଓଡ଼ିଆ ବୀରତ୍ୱର କାହାଣୀ । ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର କାହାଣୀକୁ ନେଇ ନିର୍ମାଣ ହୋଇଥିବା ସିରିଏଲ ଆଜିଠୁ ଷ୍ଟାର ପ୍ଲସରେ ପ୍ରସାରିତ ହେବାକୁ ଯାଉଛି । ଦେଶ ଦେଖିବ ପାଇକ ବିଦ୍ରୋହର କାହାଣୀ । ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଆ ପୁଅ ବକ୍ସି

ଆଜି ଆରସିବି-କେକେଆର ମୁକାବିଲା

ଦୁବାଇ: ଆଇପିଏଲ ମହାସମରରେ ଆଜି ଏଲୁମିନେଟର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । ବିରାଟ କୋହଲିଙ୍କ ନେତୃତ୍ୱ ଦକ୍ଷତାର ଏହା ଆଉ ଏକ ପରୀକ୍ଷା ହେବ । ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ପରିଚିତ କୋହଲିଙ୍କ ଆଗରେ ଅଛନ୍ତି କ୍ୟାପଟେନ କୁଲ୍ ମୋର୍ଗାନ ।

ସରିଲା ଛତିଶା ନିଯୋଗ ବୈଠକ, ଜାଣନ୍ତୁ କଣ ହେଲା ଆଲୋଚନା

ପୁରୀ: ଆସୁଛି ଧର୍ମ କର୍ମର ମାସ କାର୍ତ୍ତିମ ମାସ । ଧର୍ମ ମାସରେ ଶ୍ରୀକ୍ଷେତ୍ରରେ ଲାଗିଥାଏ ହବିଷ୍ୟାଳୀଙ୍କ ଭିଡ଼ । ଏହାକୁ ଦୃଷ୍ଟିରେ ରଖି କାର୍ତ୍ତିକ ମାସ ଆରମ୍ଭ ହେବା ପୂର୍ବରୁ ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ଲାଗି ଆସିଛି ଏସଓପି । ଆସନ୍ତା ୧୬ ତାରିଖରୁ ୧୯ ନଭେମ୍ବର ଯାଏ