Odia News Portal

ଦଶହରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

କଟକ: ଦଶହରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସହରର ବିଭିନ୍ନ ସ୍ଥାନରେ ମୁତୟନ ହେବେ ୩୨ ପ୍ଲାଟୁନ ପୋଲିସ ଫୋର୍ସ। ଏହାର ତଦାରଖ କରିବେ ୧୦୦ ଅଧିକାରୀ। ସେହିପରି ୨୦ଟି ଏଡ୍‍ ପୋଷ୍ଟର ବ୍ୟବସ୍ଥା କରାଯାଇଛି। କୋଭିଡ଼୍‍ କଟକଣା

ପ୍ରଥମଥର ଲାଗି ଟି-୨୦ ବିଶ୍ୱକପରେ ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ: ଚଳିତ ବର୍ଷ ପୁରୁଷ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ଡିସିସନ୍ ରିଭ୍ୟୁ ସିଷ୍ଟମ (ଡିଆରଏସ୍) ବ୍ୟବହାର କରିବାକୁ ଆଇସିସି ନିଷ୍ପତ୍ତି ନେଇଛି। ଆଇସିସିର ବିବୃତ୍ତି ଅନୁଯାୟୀ, ପ୍ରତ୍ୟେକ ଇନିଂସରେ ଉଭୟ ଦଳକୁ ଡିଆରଏସ୍ ଅଧୀନରେ ଦୁଇଟି ରିଭ୍ୟୁ ସୁଯୋଗ ମିଳିବ।

ବଲାଙ୍ଗୀର ପୋଲିସକୁ ବଡ଼ ସଫଳତା

ବଲାଙ୍ଗିର: ବଲାଙ୍ଗିର ସଦର ପୁଲିସକୁ ବଡ଼ ସଫଳତା ମିଳିଛି । ଚୋରି, ଡକାୟତି, ଗାଡ଼ି ଡିକି ଭାଙ୍ଗି ଲୁଟ୍ ଭଳି ଘଟଣାରେ ୩ ଜଣ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କରିଛି ବଲାଙ୍ଗିର ସଦର ପୁଲିସ । ଏନେଇ ସଦର ଏସଡିପିଓ ତୋଫାନ ବାଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା୩

ଏହି ୭ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରୁ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସ୍ଥିତିରେ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍ ପ୍ରବାହ ଏବେ ବି ଜାରି ରହିଛି। ଏହା ବର୍ତ୍ତମାନ ସମୁଦ୍ର ପତ୍ତନଠାରୁ ୫.୮

ରୁଷରେ ବିମାନ ଦୁର୍ଘଟଣାଗ୍ରସ୍ତ, ୧୬ ମୃତ

ମସ୍କୋ: ରବିବାର ଦିନ ରୁଷର ତାତରସ୍ତାନ ଅଞ୍ଚଳରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଇମର୍ଜେନ୍ସି ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣଙ୍କୁ ବିମାନର ଧ୍ୱଂସାବଶେଷରୁ ଜୀବନ୍ତ ଉଦ୍ଧାର କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର

ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ ମୂଷାକୀ

ଫୁଲବାଣୀ : ନକ୍ସଲ ରାହୁଲ ମୂଷାକୀ ଓରଫ ପିଣ୍ଟୁ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ଜିଲ୍ଲା ଏସପି ବିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମୂଷାକୀ । ଛତିଶଗଡ ସୁକମା ଜିଲ୍ଲାରେ ମୂଷାକୀଙ୍କ ଘର । ମୂଷାକୀ ୨୦୧୫ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ । ସେ ବଂଶଧାରା ଘୁମୁସର

ଗମ୍ଭୀର ହେଉଛି ବିଦ୍ୟୁତ ସଙ୍କଟ

ନୂଆଦିଲ୍ଲୀ: ଭାରତରେ କୋଇଲା ଅଭାବ ହେତୁ ବିଦ୍ୟୁତ୍ ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି। କରୋନା ମହାମାରୀ ପରେ ବର୍ତ୍ତମାନ ଅର୍ଥନୀତି ପୂର୍ବ ଅବସ୍ଥାକୁ ଫେରିବାରେ ଲାଗିଛି। ଫଳସ୍ୱରୂପ, କୋଇଲାରୁ ଉତ୍ପାଦିତ ବିଦ୍ୟୁତର ଚାହିଦା ବୃଦ୍ଧି ପାଇଛି। ଅନ୍ୟପଟେ କୋଇଲା ଭିତ୍ତିକ ତାପଜ

ମୋଦିଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖରିଫ ଧାନ ସଂଗ୍ରହ ନେଇ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ କେନ୍ଦ୍ର ବଳକାଚାଉଳ ଉଠାଇନଥିବା ବେଳେ ଏବେ ଖରିଫ ଋତୁ ଧାନକୁ କିପରି ସୂଚାରୁ ରୂପେ କେନ୍ଦ୍ର ନେବ ସେନେଇ ଚିଠିରେ

ପୋଖରୀରୁ ଉଦ୍ଧାର ହେଲା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅର ମୃତଦେହ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ସନ୍ଦେହଜନକ ମୃତ୍ୟୁ । ପାତ୍ରପଡ଼ା ଗାଁ ନିକଟରେ ଥିବା ପୋଖରୀରୁ ଉଦ୍ଧାର ହୋଇଛି ମୃତଦେହ । ତେବେ ତାଙ୍କୁ କେହି ଦୁବୃତ୍ତ୍ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ତେବେ ନବୀନ ଦାସ ସୋସିଆଲ ମିଡିଆରେ ଏକ ଭାବବିହ୍ୱଳ ପୋଷ୍ଟ

ଭାଇରାଲ ହେଉଛି ସଲମାନ ଖାନ ଗାଇଥିବା ‘ମାନିକେ ମାଗେ ହିତେ’

ମୁମ୍ବାଇ: ଇଣ୍ଟରନେଟ୍ ସେନ୍ସେସନ ପାଲଟିଛି ଗୀତ 'ମାନିକେ ମାଗେ ହିତେ'। ବିଗ୍ ବସ୍ ୧୫'ର ପ୍ରଥମ ଓ୍ବିକେଣ୍ଡ୍ କା ବାର ଏପିସୋଡରେ ମାନିକେ ମାଗେ ହିତେ 'ଗାୟକ ୟୋହାନି ଦିଲେକା ଦେ ସିଲ୍ଭା ନବରାତ୍ରୀ ସ୍ପେଶାଲ୍ରେ ସ୍ବତନ୍ତ୍ର ଅତିଥି ହେବାକୁ ଯାଉଛନ୍ତି। ଚର୍ଚ୍ଚାରେ ଥିବା ଏହି ଗୀତକୁ ଏବେ