ଟ୍ୱିନସିଟିରେ ନିଶାକାରକୁ ନେଇ ଏମିତି କହିଲେ ସିପି
ଭୁବନେଶ୍ୱର: ଦୈତନଗରୀରେ ବଢ଼ିବାରେ ଲାଗିଛି ନିଶା କାରବାର । ପ୍ରତିଦିନ ଧରା ହେଉଛନ୍ତି ବେପାରୀ । ଏହାରି ଭିତରେ ୨୦୨୧ରେ ଟୁଇନସିଟିରେ ନିଶା କାରବାରକୁ ନେଇ ବଡ଼ ଖୁଲାସା କରିଛନ୍ତି ସିପି । ୨୦୨୧ ବର୍ଷରେ ବର୍ତ୍ତମାନ ସୁଦ୍ଧା ଟ୍ଵିନସିଟିରେ ଜବତ ହେଲାଣି ୧୦କିଲୋ ବ୍ରାଉନ ସୁଗାର। ଗିରଫ ହେଲେଣି!-->…
