ଏୟାର ଇଣ୍ଡିଆକୁ ୧୮ ହଜାର କୋଟି ଟଙ୍କାରେ କିଣିଲା ଟାଟା
ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି କ୍ଷତିରେ ଚାଲି ଆସୁଥିବା ରାଷ୍ଟ୍ରାୟତ୍ତ ଉଦ୍ଯୋଗ ଏୟାର ଇଣ୍ଡିଆ ବିକ୍ରି ହୋଇଯାଇଛି। ସବୁଠୁ ଅଧିକ ନିଲାମ ଲଗାଇ ଏୟାର ଇଣ୍ଡିଆକୁ କେନ୍ଦ୍ର ସରକାରଙ୍କ ପାଖରୁ କିଣି ନେଇଛି ଟାଟା ସନ୍ସ । ସର୍ବାଧିକ ୧୮ହଜାର କୋଟି ବିଡିଂ ଡାକି ମାଲିକାନା ପାଇଛି ଟାଟା । ଏୟାର!-->…
