Odia News Portal

ଆରପିଏଲ୍-୪ରେ ଆମ୍ରି ଓ ସିସିସି ବିଜୟୀ

ଭୁବନେଶ୍ୱର : ପ୍ରଗତିବାଦୀ ଓ ସୁପରହିଟ୍ସ ୯୩.୫ ରେଡ୍ ଏଫଏମ୍ ଆନୁ୍କୂଲ୍ୟରେ ଇନ୍ଦିରା ମୈଦାନରେ ଚାଲିଥିବା ରେଡ୍ ପ୍ରିମିଅର ଲିଗ୍ ସିଜନ-୪ର ଆଜି ଦ୍ୱିତୀୟ ଦିବସ ଖେଳରେ ଆମ୍ରି ଓ ସିସିସି ବିଜୟୀ ହୋଇଛି । ମ୍ୟାଚ ନମ୍ବର-୮ରେ ଆମ୍ରି ୩୨ ରନରେ ଡିଏସୱାଇଏସକୁ ପରାସ୍ତ କରିଛି । ଏହି ମ୍ୟାଚରେ…

ଟିକାଯୋଗାଣ ନେଇ ରାଜ୍ୟକୁ କେନ୍ଦ୍ରର ଜବାବ୍

ଭୁବନେଶ୍ଵର: ଟିକାଯୋଗାଣକୁ ନେଇ ପାତର ଅନ୍ତର ଅଭିଯୋଗ ପରେ କେନ୍ଦ୍ରର ଜବାବ୍ । ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଜଣାଇଥିଲେ, ଟିକା ଯୋଗାଣରେ ରାଜ୍ୟ ରାଜ୍ୟ ଭିତରେ ପାତର ଅନ୍ତର କରାନଯାଉ । ରାଜ୍ୟକୁ ଯଥେଷ୍ଟ ପରିମାଣରେ ଟିକା ପ୍ରଦାନ କରାଯାଉ,…

କୃଷି ଏବଂ ଖଣି କ୍ଷେତ୍ରରେ ସହଯୋଗ ନିମନ୍ତେ ବୁରୁଣ୍ଡି ରାଷ୍ଟ୍ରଦୂତଙ୍କ ଅନୁରୋଧ

ଭୁବନେଶ୍ଵର: ଭାରତରେ ଅବସ୍ଥାପିତ ରିପବ୍ଲିକ୍ ଅଫ୍ ବୁରୁଣ୍ଡିର ରାଷ୍ଟ୍ରଦୂତ ଶ୍ରୀମତି ଷ୍ଟେଲା ବୁଡିରିଗାନ୍ୟା ଭାରତ ଏବଂ ତାଙ୍କ ଦେଶ ମଧ୍ୟରେ ଖଣି, କୃଷି ଓ ଖାଦ୍ୟ ପ୍ରକ୍ରିୟା ମଧ୍ୟରେ ସହଯୋଗ ବୃଦ୍ଧି ନିମନ୍ତେ ଶନିବାର ଅନୁରୋଧ କରିଛନ୍ତି ।ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀମତି…

କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସହ ଆଇୟୁସିଏନର ଚୁକ୍ତିନାମା

ଭୁବନେଶ୍ୱର: ଓଡିଶାର ଅତି ପରିଚିତ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କୁ ନିକଟରେ ଇଣ୍ଟରନ୍ୟାସନାଲ୍ ୟୁନିଅନ୍ ଫର୍ କନଜରଭେସନ୍ ଅଫ୍ ନେଚର (ଆଇୟୁସିଏନ୍) ଦ୍ୱାରା ସମ୍ମାନିତ କରାଯାଇଛି । ଯାହା ପରେ ଇଣ୍ଟରନ୍ୟାସନାଲ୍ ୟୁନିଅନ୍ ଫର୍ କନଜରଭେସନ୍ ଅଫ୍ ନେଚର ସହ ସୁସ୍ମିତାଙ୍କ ଚୁକ୍ତିନାମା…

ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ଅଧିକ ଅନୁସନ୍ଧାନ ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସକୁ ପଠାଯାଇଛି ବୋଲି ସେନାର ଅନୁସନ୍ଧାନ ଏବଂ ରେଫରାଲ ହସ୍ପିଟାଲ ଅ ।ଜି କହିଛି । ଶୁକ୍ରବାର ସକାଳେ ଛାତିରେ ଅସୁବିଧା ହେବା ପରେ ରାଷ୍ଟ୍ରପତି ସାମରିକ…