ପୁରୀ ଜିଲ୍ଲାରେ ହଜାରେ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବା ସହ BSKY ସ୍ମାର୍ଟକାର୍ଡ ବାଣ୍ଟିଲେ…
ଭୁବନେଶ୍ୱର: ପୁରୀ ବ୍ରହ୍ମଗିରି କେରାଣ୍ଡିଆରେ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଜିଲ୍ଲା ପାଇଁ ବିଏସକେଓାଇ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାର ଆଉ କେତେକ ଉନ୍ନୟନ ପ୍ରକ୍ଳଫର ଶିଳାନ୍ୟାସ ମଧ୍ୟ କରିଛନ୍ତି । ପ୍ରଥମେ ମାଲାକାନାଗିରି, ଦ୍ୱିତୀୟରେ ସୁନ୍ଦରଗଡ଼ ।!-->…
