ମରୁଡ଼ି ସ୍ଥିତି ନେଇ ବସିଲା ଉଚ୍ଚସ୍ତରୀୟ ବୈଠକ, ଜାଣନ୍ତୁ କଣ ହେଲା ଆଲୋଚନା
ଭୁବନେଶ୍ୱର: ରାଜ୍ୟରେ ଚଳିତବର୍ଷ କମ ବର୍ଷା ହୋଇଛି । ଯାହାକି ଚାଷୀକୂଳ ଲାଗି ଅସୁବିଧା ହୋଇଛି । ବର୍ଷା କମ ଯୋଗୁଁ ଜମି ଫାଟି ଅାଁ କରି ରହିଛି । ଚଳିତବର୍ଷ ମରୁଡି ହେବ ବୋଲି ଅନୁମାନ କରାଯାଇଛି । ତେବେ ରାଜ୍ୟରେ ସମ୍ଭାବ୍ୟ ମରୁଡି ସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି ।!-->…
