Odia News Portal

ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲେ ମାହାଙ୍ଗା ବିଜେପି ଯୁବମୋର୍ଚ୍ଚା

କଟକ: ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଆଜି ମାହାଙ୍ଗା ବିଜେପିର ଯୁବମେର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଛତ୍ର ଛାୟାରେ ବିରଞ୍ଚି ସାହୁଙ୍କ ଭଳି ଦୁର୍ନୀତିଖୋର ଅଧିକାରୀ ଓଡ଼ିଶାର ଅନେକ ଯବୁକ

ଜାତିସଂଘକୁ ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପରିଷଦ ବୈଠକକୁ ପ୍ରଧାନମନ୍ତ୍ରୀ ନିଜେ ଅଧ୍ୟକ୍ଷତା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି କି, ସାମୁଦ୍ରିକ ସୁରକ୍ଷା ସମ୍ପର୍କରେ ଖୋଲା ବିତର୍କରେ ମନ୍ତବ୍ୟ ଦେଇଛନ୍ତି । ‘ଆମ

ରାଜ୍ୟରେ ନିର୍ମାଣ ହେବ ୯୮ ଇଣ୍ଡୋର ଷ୍ଟାଡିୟମ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ଆଜି "ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ" ଯୋଜନାରେ ୮୯ ଗୋଟି “ବହୁମୂଖୀ ଇନ୍ଡୋର ଷ୍ଟାଡ଼ିୟମ" ନିର୍ମାଣ ନିମନ୍ତେ ମଞ୍ଜୁରି ପ୍ରଦାନ କରିଛନ୍ତି ଯାହା ନିମନ୍ତେ ଟ.୬୯୩.୩୫ କୋଟି ବ୍ୟୟ ବରାଦ କରାଯାଇଅଛି ଏବଂ ଏହା ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ

ବଦଳିଲେ ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାପାଳ

ଭୁବନେଶ୍ୱର: ପ୍ରଶାସନିକ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର । ବଦଳିଲେ ଭଦ୍ରକ ଓ ଢ଼େଙ୍କାନାଳ ଜିଲ୍ଲାପାଳ । ସରୋଜ କୁମାର ସେଠୀ ହେଲେ ଢ଼େଙ୍କାନାଳ ଜିଲ୍ଲାପାଳ । ତ୍ରିଲୋଚନ ମାଝୀ ହେଲେ ଭଦ୍ରକ ଜିଲ୍ଲାପାଳ । ଜ୍ଞାନରଞ୍ଜନ ଦାଶ ହେଲେ ପଞ୍ଚାୟତିରାଜ ନିର୍ଦ୍ଦେଶକ । ଉମାକାନ୍ତ ତ୍ରିପାଠୀ ହେଲେ

୧୬ଟି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟର ମୋହର

ଭୁବନେଶ୍ୱର: ୧୬ଟି ପ୍ରସ୍ତାବକୁ ମିଳିଛି ରାଜ୍ୟ କ୍ୟାବିନେଟ୍ ମୋହର । କ୍ରୀଡ଼ା ଏବଂ ଯୁବ ସେବା, ଜଳ ସମ୍ପଦ, ଅର୍ଥ, ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଗୃହ, ଶ୍ରମବିଭାଗର ପ୍ରସ୍ତାବକୁ ମଧ୍ୟ ଅନୁମୋଦନ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ

୧୫ରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୫ରୁ ଊର୍ଧ୍ବ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ,

କୋମଳ ଓ ଗୋଲାପୀ ଓଠ ଲାଗି ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର: ଥଣ୍ଡା ସମୟରେ ହେଉ ଅଥବା ଅନେକ ସମୟରେ ବହୁ ଲୋକଙ୍କ ଓଠ ଶୁଷ୍କ ହୋଇଥାଏ। ଏହାସହ ଓଠରେ ଏକ କଳା ରଙ୍ଗର ଆସ୍ତରଣ ରହିବା ଭଳି ମଧ୍ୟ ଅନୁଭବ ହୋଇଥାଏ। ଆପଣ ଯଦି ଏହି ସମସ୍ୟା ପାଇଁ ଚିନ୍ତିତ ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ ବିଷୟରେ – ଅଧ ଚାମଚ କଫି ଗୁଣ୍ଡରେ ଅଳ୍ପ କିଛି ସର ମିଶାଇ

ଗାଁ ଭୋଟର କାହାର?

ଭୁବନେଶ୍ୱର: ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ । ଗାଁ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଲାଗିଲାଣି ଛକାପଞ୍ଝା । ଏବେଠାରୁ ପଞ୍ଚାୟତ ଜଗିଲେଣି ବଡ଼ ବିଧାୟକ ଓ ମନ୍ତ୍ରୀ । ତୃଣମୂଳ ସ୍ତରକୁ ଯାଇ ଘନ ଘନ ବୈଠକ କରିବା ସହ ବୁଥସ୍ତରରୁ ସୁଦୃଢ଼ କରିବା ଲାଗି ଲାଗି ପଡିଛନ୍ତି ରାଜନେତା । ରାଜ୍ୟର

ଆମେରିକାରେ ବଢ଼ୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ଵରେ ତାଣ୍ଡବ ରଚିଥିବାବେଳେ ଗତ କିଛି ଦିନ ହେବ ଶକ୍ତିଶାଳୀ ଆମେରିକାରେ ଏହା ପୁଣିଥରେ ମୁଣ୍ଡ ଟେକିଥିବା ଖବର ଶୁଣିବାକୁ ମିଳୁଛି। ଏହି କାରଣରୁ ଏବେ ଆମେରିକାରେ ଟିକାକରଣକୁ ଜୋରଦାର କରାଯାଇଛି। ରିପୋର୍ଟ ଅନୁଯାୟୀ ଏଯାବତ୍ ଆମେରିକାର ୭୦ ପ୍ରତିଶତ

ଶିକ୍ଷାନୁଷ୍ଠାନ ଓ ଘରୋଇ ବସର ଟିକସ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମୋଟର ଯାନ ଟିକସ ଛାଡ଼ କଲେ ରାଜ୍ୟ ସରକାର। ଘରୋଇ ବସ୍ ଏବଂ ଶିକ୍ଷାନୁଷ୍ଠାନ ବସ୍ ଗୁଡ଼ିକର ଟିକସ ଛାଡ଼ କରାଯାଇଛି। ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ଟିକସ ଦେବେନି ବସ୍ ମାଲିକ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କଲା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ। ଲକ୍ଡାଉନ ପାଇଁ ବସ୍