Odia News Portal

ନାରଦା ଦୁର୍ନୀତି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ଆପିଡେଭିଟ୍ ଗ୍ରହଣ କଲେ କୋଲକାତା ହାଇକୋର୍ଟ

କୋଲକାତା: ନାରଦା ଦୁର୍ନୀତି ମାମଲାରେ ବୁଧବାର କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଆଇନ ମନ୍ତ୍ରୀ ମଲୋଇ ଘାଟକଙ୍କ ଆଫିଡେଭିଟକୁ ଅନୁମତି ଦେଇଛନ୍ତି। ଜୁଲାଇ ୧୫ରେ ପରବର୍ତ୍ତୀ ଶୁଣାଣି ସ୍ଥିର କରି କୋର୍ଟ ମୁଣ୍ଡ ପିଛା ୫୦୦୦ ଟଙ୍କା ଦାଖଲ କରିବାକୁ ଅନୁମତି

ପ୍ରକାଶ ପାଇଲା ଆଇସିସି ବ୍ୟାଟିଂ ର।ଙ୍କିଙ୍ଗ, ଜାଣନ୍ତୁ ବିରାଟ କୋହଲି କେତେ ନମ୍ବର ସ୍ଥାନରେ ଅଛନ୍ତି

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶ ପାଇଛି ଆଇସିସିର ବ୍ୟାଟିଂ ର।ଙ୍କିଙ୍ଗ । ପୁଣିଥରେ ସ୍ମିଥଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଲୋସ୍କୋରିଂ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ୱିଲିୟମସନ ୯୦୧ ପଏଣ୍ଟ ପାଇ ୧

ଜୟସୁରିୟାଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ବ୍ୟବକ୍ତିଗତ ଜୀବନର କିଛି ବିବାଦୀୟ କଥା

ନୂଆଦିଲ୍ଲୀ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସନଥ ଜୟସୁରିୟାଙ୍କ ଆଜି ହେଉଛି ଜନ୍ମଦିନ । ୫୨ ବର୍ଷ ବୟସରେ ପାଦ ଥାପିଛନ୍ତି ଏହି କିମ୍ବଦନ୍ତୀ କ୍ରିକେଟର । ଖେଳ ଜୀବନରେ ବେଶ ରେକର୍ଡ କରିଥିବା ଜୟସୁରିୟା କିନ୍ତୁ ବ୍ୟକ୍ତିଗତ ଜୀବନରେ ଥିଲେ ବେଶ ବିବାଦୀୟ । ସେ ତିନିଜଣଙ୍କ ବିବାହ କରିଥିଲେ ।

ରାଜ୍ୟରେ ପହଞ୍ଚିବ କୋଭିସିଲ୍ଡ ଟିକାର ଆଉ ଏକ ଲକ୍ଷ ଡୋଜ୍‌

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଟିକାକରଣ । ପ୍ରଥମେ ପ୍ରଥମେ ଲୋକେ ଟିକା ନେବାଲାଗି ଡରୁଥିବା ଏବେ ଆଗ୍ରହର ସହ ଟିକା ନେଉଥିବା ଦେଖିବାକୁ ମିଳୁଛି । ବୁଧବାର ରାଜ୍ୟରେ ପହଞ୍ଚିବ କୋଭିସିଲ୍ଡ ଟିକାର ଆଉ ୧ ଲକ୍ଷ ଡୋଜ । ଜୁନ ମାସରେ ୧୯ ଲକ୍ଷ୫୮ହଜାର ୩୭୦ ଟିକା ରାଜ୍ୟକୁ କେନ୍ଦ୍ର ସରକାର

ମେଡିକାଲରେ ଭର୍ତ୍ତିହେଲେ ନାସିରୁଦ୍ଧିନ ଶାହା

ମୁମ୍ବାଇ: ବଲିଉଡ ଅଭିନେତା ନାସିରୁଦ୍ଧିନ ଶାହା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ନିମୋନିଆରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୨ ଦିନ ହେବ ତାଙ୍କ ଚିକିତ୍ସା ଚାଲିଛି ଓ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଏହି ଖବର

ଆସନ୍ତା ୩ଘଣ୍ଟାରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୩ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଥିବା ଆଂଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହି ସବୁ ଜିଲ୍ଲାଗୁଡିକ ମଧ୍ୟରେ କଟକ, ଯାଜପୁର, ଗଂଜାମ, ଗଜପତି, ରାୟଗଡା, କଳାହାଣ୍ଡି, କେନ୍ଧମାଳ, ବଲାଙ୍ଗୀର, ଖୋର୍ଦ୍ଧା,

ଜାଣନ୍ତୁ କାଟାଗୋରୀ-ଏ ଜିଲ୍ଲାରେ କଣ ରହିଛି ଗାଇଡ୍ ଲାଇନ

ଭୁବନେଶ୍ୱର: ଜୁଲାଇ ମାସ ଲାଗି ଆସିଛି ଗାଇଡ ଲାଇନ୍ । ୨ଟି କାଟାଗୋରୀରେ ବିଭକ୍ତ କରାଯାଇ ବିଭିନ୍ନ କଟକଣା ଲଗାଯାଇଛି । କାଟାଗଗୋରୀ-ଏରେ ୨୦ଟି ଜିଲ୍ଲା ଥିବାବେଳେ କାଟାଗୋରୀ-ବିରେ ୧୦ଟି ଜିଲ୍ଲା ରହିଛନ୍ତି । ତେବେ ଏ କାଟାଗୋରୀ ଜିଲ୍ଲାରେ କଟକଣା ଟିକେ କୋହଳ କରାଯାଇଛି । ଏହି ୨୦ଟି ଜିଲ୍ଲା

ଖେଳରତ୍ନ ଲାଗି ଅଶ୍ୱିନୀ ଓ ମିତାଲିଙ୍କ ନାମ ସୁପାରିସ୍‌

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ବିସିସିଆଇ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ମହିଳା ଦିନିକିଆ ଦଳର କ୍ୟାପଟେନ ମିତାଲି ରାଜଙ୍କ ନାମ ସୁପାରିସ କରିଛି । ଅନ୍ୟପକ୍ଷେ କେଏଲ ରାହୁଲ, ଯଶପ୍ରୀତ ବୁମରା ଓ ଶିଖର ଧାୱନଙ୍କ ନାମ ଅର୍ଜୁନ

ନୟାଗଡ଼ରେ ୧୦୦ ଛୁଇଁଲା ପେଟ୍ରୋଲ ଦର

ନୟାଗଡ଼: ରାଜ୍ୟରେ ବଢ଼ିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଦେଶର ଅନେକ ରାଜ୍ୟରେ ୧୧୦ ପାର କଲାଣି ପେଟ୍ରୋଲ ଦର । ତେବେ ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଦର ୧୦୦ ଉପରେ ଅତିକ୍ରମ କରିସାରିଲାଣି । ଆଜି ନୟାଗଡ଼ରେ ୧୦୦ ଛୁଇଁଛି ପେଟ୍ରୋଲ ଦର । ସେପଟେ ଡିଜେଲ ଦର ୯୭ ଟଙ୍କା ୫୮ ପଇସା ରହିଛି । ବାଲେଶ୍ୱର

ଆରମ୍ଭ ହେଲା ଅନଲକ୍ : ଖୋଲିବ ସବୁ ଦୋକାନ, ବନ୍ଦ ରହିବ ମଲ୍‌, ସ୍ପା, ବିଉଟି ପାର୍ଲର

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍ ପ୍ରକ୍ରିୟା । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସମଗ୍ର ରାଜ୍ୟର ସଂକ୍ରମଣ ହାରକୁ ୨ଟି ଭାଗରେ ବିଭକ୍ତ କରି ରାଜ୍ୟ ସରକାର ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହଥିବା ୨୦ଟି