କଣ୍ଟାବାଞ୍ଝି ଗସ୍ତରେ ଯିବେ କେନ୍ଦ୍ର ରେଳମନ୍ତ୍ରୀ, ଉନ୍ନତି ଆଶାରେ ଅଞ୍ଚଳବାସୀ
ବଲାଙ୍ଗୀର : ଜିଲ୍ଲା ଗରିବ ଦଳିତ ବହୁଳ ଏବଂ ଶିଳ୍ପବିହୀନ ଜିଲ୍ଲା ହୋଇ ଥିବାରୁ ଏହି ଜିଲ୍ଲାରୁ ଲକ୍ଷ ଲକ୍ଷ ଲୋକ ପ୍ରତିବର୍ଷ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଇଥାନ୍ତି । ଜିଲ୍ଲାର କଣ୍ଟାବାଞ୍ଜି ଅଂଚଳକୁ ଦାଦନ ରାଜଧାନୀ ମଧ୍ୟ ଲୋକେ କହିଥାନ୍ତି । କଣ୍ଟାବାଞ୍ଜି ସହରରେ ବ୍ରିଟିଶ ଅମଳରୁ!-->…
