ନଜର ପକାନ୍ତୁ ରାଜ୍ୟ କରୋନା ଅପଡେଟ୍ ଉପରେ
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ଆଉ ୧୫୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୯୧୫ ଓ ସ୍ଥାନୀୟ ସଂକ୍ରମିତ ୬୬୩ ଜଣ ରହିଛନ୍ତି। ସେହିଭଳି ଅନୁଗୁଳରୁ ୪୭, ବାଲେଶ୍ୱର ୭୮, ବରଗଡ ୯, ଭଦ୍ରକ ୫୨, ବଲାଙ୍ଗିର ୮, ବଉଦ ୪, କଟକ ୨୧୨, ଦେବଗଡରୁ ୮ ଚିହ୍ନଟ!-->…
