Odia News Portal

ଲାଲକିଲ୍ଲାରେ ସ୍ୱାଧିନତା ଦିବସରେ କବୟିତ୍ରୀ ଗାୟତ୍ରୀବାଳାଙ୍କ ସହ ଯୋଗ ଦେଇଥିଲେ ୧୦ ଓଡ଼ିଆ ଅତିଥି

ନୂଆଦିଲ୍ଲୀ: ୭୫ତମ ସ୍ୱାଧିନତା ଦିବସରେ ନୂଆଦିଲ୍ଲୀର ଲାଲକିଲ୍ଲାରେ ମହାଆଡ଼ମ୍ବରରେ ପାଳନ କରାଯାଇଛି ସ୍ୱାଧିନତା ଦିବସ । ଏହି ଅବସରରେ ଯୋଗଦେଇଛନ୍ତି ଓଡ଼ିଆ ଅତିଥି । ଯାହାକି ଓଡ଼ିଶା ଲାଗି ଗର୍ବ ଓ ଗୌରବର ବିଷୟ । ଏହି ଅବସରରେ ୧୦ଜଣ ଓଡ଼ିଆ ଅତିଥି ନିମନ୍ତ୍ରିତ ହୋଇ ଯୋଗଦେଇଥିଲେ । ଭାରତ

ନ୍ୟୁଜିଲାଣ୍ଡରେ ପୁଣି ଫେରିଲା ଲକଡାଉନ

ନୂଆଦିଲ୍ଲୀ: ତିନି ଦିନ ପାଇଁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ନ୍ୟୁଜିଲାଣ୍ଡ। ଫେବୃଆରୀ ପରଠାରୁ ପ୍ରଥମ ଥର ପାଇଁ କରୋନା ମାମଲା ଚିହ୍ନଟ ହେବା ପରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ତିନି ଦିନିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି।ମଙ୍ଗଳବାର ୱେଲିଙ୍ଗଟନ୍ରେ ଏକ ସାମ୍ବାଦିକ ସମ୍ମିଳନୀରେ

ଭାରତୀୟ ହକି ଖେଳାଳୀଙ୍କ ସହ ଫଟୋ ଉଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଓ ମହିଳା ଦଳର ପ୍ରଦର୍ଶନକୁ ସାରା ଦେଶ ପ୍ରଂଶସା କରିଛି । ତେବେ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରିବା ଲାଗି ମୁଖ୍ୟମନ୍ତ୍ରୀ ଭୁବେଶ୍ୱରକୁ ସ୍ୱାଗତ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଉଭୟ ଦଳକୁ ସମ୍ବର୍ଦ୍ଧନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ

୬୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କଲେ ୫ ଦୁର୍ବୁତ୍ତ

ଲକ୍ଷ୍ନୌ: ଲଜ୍ଜା । ପୁଣି ଲଜ୍ଜା । ସମ।।ନ୍ୟ ଦେହର ସୁଖ ଆଗରେ ସବୁକିଛି ତୁଚ୍ଛ । କିଛି କ୍ଷଣର ସୁଖ ଲାଗି ମଣିଷ ପାଲଟି ଯାଉଛି ପଶୁ । ବୟସର ତାରତମ୍ୟ ନଦେଖି କରି ବସୁଛନ୍ତି ଅମାନୁଷିକ କାଣ୍ଡ । ଜଣେ ୬୫ ବର୍ଷୀୟା ବୃଦ୍ଧାଙ୍କୁ ୫ଜଣ ମିଶି ଦୁଷ୍କର୍ମ କରିଛନ୍ତିି । ମଧ୍ୟପ୍ରଦେଶରୁ ଆସିଛି ଏଭଳି

ବ୍ଲାକଫଙ୍ଗସକୁ ଡରି ଆତ୍ମହତ୍ୟ କଲେ ଦମ୍ପତୀ

ବାଙ୍ଗାଲୋର: ଘାରିଲା ମହାମାରୀର ଭୟ । କର୍ନାଟକର ମାଙ୍ଗାଲୁରୁରେ ଏକ ଦମ୍ପତି ବ୍ଲାକ ଫଙ୍ଗସକୁ ଡରି ଆତ୍ମହତ୍ୟା କରିଥିବାର ଜଣାପଡିଛି । ଉଭୟ ସ୍ୱାମୀ ଓ ସ୍ତ୍ରୀ କରୋନାରେ ସଂକ୍ରମିତ ହୋଇଥିଲେ । ପୁଲିସକୁ ଫୋନ କରି ଜୀବନ ହାରିଦେଲେ ଦମ୍ପତି । ପୋଲିସକୁ ସୂଚନା ଦେଇ କହିଛନ୍ତି ମୋ ସ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କଲେ ହକି ଖେଳାଳୀ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି ଭାରତୀୟ ହକି ଖେଳାଳୀ । ଭାରତୀୟ ମହିଳା ହକି ଦଳର ଅଧିନାୟିକା ରୀନା ରାମପଲ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରି କହିଛନ୍ତି କି, ଓଡ଼ିଶାର ହୃଦୟରେ ହକି ରହିଛି । ଓଡ଼ିଶା ସରକାର ହକିକୁ ଅଗ୍ରାଧିକାର ଦେଇଛନ୍ତି ।

କମିବନି ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ:  ଗତ କିଛିଦିନ ହେବ ଦେଶରେ ତେଲ ଦର ଶହେ ଉପରେ ରହିଛି । ହେଲେ କେନ୍ଦ୍ର ଏ ପ୍ରସଙ୍ଗରେ ଉତ୍ତର ଦେଇ କହିଛି ଏବେ ତେଲ ଦର କମିବ ନାହିଁ। ବର୍ତ୍ତମାନ ପାଇଁ ତେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବାର କୌଣସି ଯୋଜନା ନାହିଁ । କାରଣ ପୂର୍ବରୁ ୟୁପିଏ ସରକାର ଜାରି କରିଥିବା ଅଏଲ ବଣ୍ଡ

ଭିଜିଲାନ୍ସ ପଞ୍ଝାରେ ବନପାଳ

ବରଗଡ଼: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜ ଝାରବନ୍ଧ ବନପାଳ ସୁଶାନ୍ତ ଦାଶଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଏକକାଳୀନ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ବରଗଡ଼ ଡିଲ୍ଲାର ଦୁଇଟି ସ୍ଥାନରେ ଦୁଇଟି ଟିମ୍ ଚଢ଼ାଉ କରି

ଗାଈଚରାଳିରୁ କଲମ୍ବିଆର ରାଷ୍ଟ୍ରପତି ହେଲେ ହାଚିଣ୍ଡା ହିଚିଲିମା, ଜାଣନ୍ତୁ ତାଙ୍କ ସଂଘର୍ଷମୟ କାହାଣୀ

ନୂଆଦିଲ୍ଲୀ: ଇତିହାସ ସାକ୍ଷୀ ରହିଛି ଦୃଢ଼ ଇଚ୍ଛାଶକ୍ତି ହିଁ ସଫଳତାର ଚାବିକାଠି । ଦୃଢ଼ ଇଚ୍ଛା ଶକ୍ତି ଆଉ କିଛି କରିବା ମନବୃତି ଥିଲେ ମଣିଷ ଦିନେ ନା ଦିନେ ସଫଳତାର ସିଡି ଚଢ଼ିଥାଏ । ଯାହାର ଅନେକ ମୁକସାକ୍ଷୀ ମଧ୍ୟ ରହିଛି । ତେବେ ପୁଣି ଏଭଳି ଘଟଣାର ହୋଇଛି ପୁନରାବୃତି । ଦୃଢ଼ ଇଚ୍ଛାଶକ୍ତି

ପେଗାସସ୍ ମାମଲା: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ: ପେଗାସସ୍ କେଳେଙ୍କେରୀ ମାମଲାରେ ସ୍ୱତନ୍ତ୍ର ତଦନ୍ତ ଦାବି କରି ଆଗତ ପିଟିସନ ଉପରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଇସ୍ରାଏଲ ଗୁଇନ୍ଦା ସଫ୍ଟୱେର ‘ପେଗାସସ୍‌’ର ବ୍ୟବହାର ସରକାର ନିଜ ନାଗରିକଙ୍କ ଉପରେ କରିଛନ୍ତି କି ନାହିଁ ତାହାର ଜବାବ ଦାଖଲ