Odia News Portal

ମାଓ ଡମ୍ପ ଉଦ୍ଧାର, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ ଜଂଗଲରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଓ ଡମ୍ପକୁ ଉଦ୍ଧାର କରିଛନ୍ତି। ଏହି ମାଓ ଡମ୍ପରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, ଔଷଧ ସମେତ ନକ୍ସଲ ସାମଗ୍ରୀ ଜବତ କରାଯାଇଛି। ନକ୍ସଲ ସୁରକ୍ଷାକର୍ମୀଙ୍କୁ…

ନାତୁଣୀକୁ ବିକିଦେଲେ ପୁଅ ବହୁ ଓ ସମୁଦୁଣୀ

ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବୟାଁବନାପୁର ପଞ୍ଚାୟତ ବୟାଁ ଗ୍ରାମର ପୁଅ,ବହୁ ଓ ସମୁଦୁଣୀ ମିଶି ଏକ ମାସ ପାଞ୍ଚ ଦିନର ଶିଶୁ କନ୍ୟାକୁ ବିକ୍ରି କରିଥିବା ଜେଜେମାର ଥାନାରେ ଲିଖିତ ଅଭିଯୋଗ। ଅଭିଯୋଗ ପାଇ ଭଣ୍ଡାରିପୋଖରୀ ଥାନା ଅଧିକାରିଣୀ ଗାଁକୁ ତଦନ୍ତ ପାଇଁ ସଦଳବଳେ ଯାଇଥିବା ବେଳେ ସାବିତ୍ରୀ…

ବାଲି ବୋଝେଇ ଗାଡ଼ିକୁ ଘୋଡ଼ାଇବା ବାଧ୍ୟତାମୂଳକ, ନିୟମ ଉଲଂଘନ କଲେ ରଦ୍ଦ ହେବ ବାଲି ଖାଦାନର ଲିଜ୍

ବାଲି ବୋଝେଇ ଗାଡ଼ିରେ ବାଲିକୁ ଘୋଡ଼ାଇ ରଖିବା ବାଧ୍ୟତାମୂଳକ । ରାସ୍ତାରେ ବାଲି ଖସି ଦୁର୍ଘଟଣା ଘଟୁଥିବାରୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର । ବାଲି ଘାଟରୁ ଗାଡ଼ି ବାହାରିବା ପୂର୍ବରୁ ବାଲି କଭର କରିବା ବାଧ୍ୟତାମୂଳକ । ଯଦି କଭର ହୋଇ ନଥିବ ତେବେ ତାକୁ ଅନୁମତି ମିଳିବ ନାହିଁ ।…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ, ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ହେବ ଅନୁଷ୍ଠିତ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ । ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହେବ । ଏହାସହ ଧନୁ ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ପହିଲି ଭୋଗର ଅନ୍ତିମ ଦିବସ । ଆଜି ସନ୍ଧ୍ୟା ଆଳତି ବେଶରେ ମାଳଚୂଳ ମାନ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ ଠାକୁରଙ୍କୁ…

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା: ଯେକୌଣସିି ସମୟରେ ଆକ୍ରମଣ କରିପାରେ ଆମେରିକା

ଇରାନ ଆମେରିକା ସହ ଏହାର ଆଣବିକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବାକୁ ଇଚ୍ଛୁକ ବୋଲି ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି କହିଛନ୍ତି। କିନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ସେ କୌଣସି ମନ୍ତବ୍ୟ ଦେଇନାହାନ୍ତି, ଯିଏ କହିଛନ୍ତି ଇରାନ ଆମେରିକା ସହ ଏକ ବୈଠକ କରିବାକୁ ତାଙ୍କୁ…

ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟ ନେଇ ଛତିଶଗଡ଼ରେ ହଙ୍ଗାମା: ତଦନ୍ତ ନିର୍ଦ୍ଦେଶ ଦେଲେ ଗରିଆବନ୍ଧ ଜିଲ୍ଲାପାଳ

ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଉରମାଲଠାରେ ଚାଲିଥିବା ଓଡ଼ିଆ ଅପେରାରେ ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟକୁ ନେଇ ଜୋରଦାର ହଙ୍ଗାମା ହୋଇଛି। ଏହି ଅଶ୍ଳୀଳ ନୃତ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଗରିଆବନ୍ଧ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେବା ସହିତ ମୈନପୁର…

ଚିଲିକାର ସୁରକ୍ଷା ପାଇଁ ସମନ୍ୱିତ ଯୋଜନା

ଚିଲିକା ହ୍ରଦର ବିକାଶ ପାଇଁ ରାଜ୍ୟ ସରକାର ଏକ ସମନ୍ୱିତ ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନା ମୁତାବକ ଚିଲିକାର ପୁନରୁଦ୍ଧାର କରାଯିବ। ଏହାର ମୁହାଣ ଖୋଳାଯିବା ସହ ହ୍ରଦକୁ ସଂଯୋଗ କରୁଥିବା ପାଣି ଚ୍ୟାନେଲ୍‌ଗୁଡ଼ିକର ଖନନ ହେବ। ଚିଲିକାର ମୁଖ୍ୟ ପାଣି ଚ୍ୟାନେଲ ସହିତ ବାଲୁଗାଁ ଚ୍ୟାନେଲ,…

ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀର ଛାତ୍ରକୁ ଛୁରି ଭୁସିଦେଲା ସପ୍ତମ ଶ୍ରେଣୀର ଛାତ୍ର, ଥାନାରେ ଅଭିଯୋଗ

କାମାକ୍ଷାନଗର ଥାନା ସମାଟାଙ୍ଗି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି ଗତ ୯ ତାରିଖ ଶୁକ୍ରବାର ଦିନ l ସ୍କୁଲରେ ଖେଳୁଥିଲା ବେଳେ ଷଷ୍ଠଶ୍ରେଣୀର ଛାତ୍ରକୁ ଛୁରି ଭୁସିଦେଲା ସପ୍ତମ ଶ୍ରେଣୀର ଛାତ୍ର l ଗୁରୁତର ଛାତ୍ର ଜଣକ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସତ…

ଗୋଟିଏ କ୍ୟାମ୍ପସ୍‌ରେ ନୂଆ ଲୋକସେବା ଭବନ, ବିଧାନସଭା: ଖର୍ଚ୍ଚ ଅଟକଳ ୩୬୨୩ କୋଟି

ଆଗାମୀ ଡିଲିମିଟେସନ୍ (ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ) ବେଳେ ଓଡ଼ିଶାରେ ବିଧାନସଭା ଆସନ ସଂଖ୍ୟା ଆହୁରି ୫୦ଟି ବଢ଼ିପାରେ। ଏ‌ବେ ଥିବା ୭୦ ବର୍ଷ ତଳର ବିଧାନସଭା କୋଠାରେ ସମ୍ପ୍ରସାରଣ ସୁଯୋଗ ନାହିଁ। ତେଣୁ ଆଗାମୀ ୭୦ରୁ ୧୦୦ ବର୍ଷକୁ ନଜରରେ ରଖି ରାଜ୍ୟ ସରକାର ନୂଆ ବିଧାନସଭା…

ମକର ସଂକ୍ରାନ୍ତିରେ ନୂଆ ଅଫିସ୍‌ ଯିବେ ପ୍ରଧାନମନ୍ତ୍ରୀ ମୋଦୀ !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ସପ୍ତାହ ଜାନୁଆରି ୧୪ ତାରିଖ ମକର ସଂକ୍ରାନ୍ତି ଦିନ ତାଙ୍କ ନୂଆ ଅଫିସ୍‌କୁ ସ୍ଥାନାନ୍ତର ହେବେ। ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌ (ପିଏମ୍‌ଓ)ର ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଶେଷ ହୋଇସାରିଛି। ମୋଦୀଙ୍କ ନୂଆ ଅଫିସ୍‌ର ଠିକଣା ହେଉଛି ‘ସେବା ତୀର୍ଥ’…