ଆଜି ଶ୍ରୀମନ୍ଦିରରେ ସହସ୍ରାକୁମ୍ଭାଭିଷେଖ ବେଶ
ଆଜି ଶ୍ରୀମନ୍ଦିରରେ ସହସ୍ରାକୁମ୍ଭାଭିଷେକ ନୀତି ଅନୁଷ୍ଠିତ ହେବ । ୨୯ତାରିଖ ବୁଧବାର ମୂଳାଷ୍ଟମୀ । ଉକ୍ତ ଦିବସରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଷୋଡ଼ଶଦିନାତ୍ମକ ପୂଜାର୍ଚ୍ଚନା ବା ଷୋଳ ପୂଜା । ମା’ ବିମଳାଙ୍କ ପୀଠରେ ଶାରଦୀୟ ପୂଜାର୍ଚ୍ଚନାର ଶୁଭାରମ୍ଭ ହେବ । ଏହି ଅବସରରେ ଦୁର୍ଗାମାଧବ ଉପାସନା!-->…
