ଝିଆରୀକୁ ଦୁଷ୍କର୍ମ କରି ବନ୍ଧାହେଲା ଦାଦା
କେନ୍ଦୁଝର: ଲଜ୍ଜା । ପୁଣି ଲଜ୍ଜା । ସାମାନ୍ୟ ଦେହର ସୁଖ ଲାଗି ମଣିଷ ପାଲଟି ଯାଇଛି ପଶୁ । କିଛି କ୍ଷଣର ସୁଖ ଲାଗି ସମ୍ପର୍କକୁ ଭୁଲିଯାଇଛି ନରରାକ୍ଷସ । ଝିଆରୀକୁ ଦୁଷ୍କର୍ମ କରି ବନ୍ଧା ହୋଇଛି ଅଭିଯୁକ୍ତ ଦାଦା । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର!-->…
