ଇଶ୍ୱରଙ୍କୁ ଆମେ ମନୁଷ୍ୟର ପ୍ରତିକୃତି ମଧ୍ୟରେ ଦେଖିବାକୁ ଚାହୁଁ କାହିଁକି ?
ଭୁବନେଶ୍ୱର: ଇଶ୍ୱରଙ୍କ ମହାଜାଗତିକ ସ୍ୱରୂପକୁ କଳନା କରିବା ମନୁଷ୍ୟର ସାଧ୍ୟାତୀତ । ସେ ତା’ର ସୀମିତ ଧାରଣାକୁ ନେଇ ଅସୀମ ଇଶ୍ୱରଙ୍କୁ ସେ କିଭଳି ଦର୍ଶନ କରିବ? ତେଣୁ ନିଜର ବ୍ୟକ୍ତିଗତ ଅନୁଭବରୁ ସେ ଇଶ୍ୱରଙ୍କ ରୂପ ସୃଷ୍ଟି କରିଛି ଏବଂ ମୂର୍ତ୍ତି ଓ ଚିତ୍ରରେ ତାହା ପ୍ରତିଫଳିତ କରିଛି ।!-->…
