Odia News Portal

ଗୋଟିଏ କ୍ଲିକରେ ପଢନ୍ତୁ ୨୦ଟି ବଡ ଖବର

୧- ଆଜି ଦୀପା ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ। ଓଡ଼ିଆ ଅଭିନେତ୍ରୀ ଦୀପାଙ୍କ କ୍ଯାନସରରେ ଦେହାନ୍ତ ହୋଇଥିଲା। ୨- ଟ୍ୟାପରୁ ସର୍ବୋତ୍ତମ ଗୁଣମାନର ପାଣି ପାଇବାରେ ପୁରୀ ଭାରତର ପ୍ରଥମ ସହର, ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ। ୩-ମହାରାଷ୍ଟ୍ର ବର୍ଷା ଓ

୮ ବର୍ଷ ପରେ ଧରାପଡ଼ିଲା ଅଭିଯୁକ୍ତ

ବ୍ରହ୍ମପୁର: ବହୁଚର୍ଚ୍ଚିତ ଶାନ୍ତିମିଶ୍ର ହାତ୍ୟାକାଣ୍ଡର ଆଉ ଏକ ଅଭିଯୁକ୍ତ କଣା ସତ୍ୟ ଗିରଫ ହୋଇଥିବା ଘଟଣା । ଦୀର୍ଘ 8 ବର୍ଷ ପରେ ପୋଲିସକୁ ମିଳିଛି ବଡ ସଫଳତା ।ଲାଞ୍ଜିପଲୀ ଅଞ୍ଚଳର କୁଖ୍ୟାତ ଅପରାଧୀ ଶାନ୍ତିମିଶ୍ର ହତ୍ୟା ଘଟଣା ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚଲଣା ଗୋଶାଣୀନୁଆଗାଁ

ଜାଣନ୍ତୁ ବାବାଙ୍କ ଅବୟନକୁ କିଭଳି କଳ୍ପନା କରିବେ

ଭୁବନେଶ୍ୱର: ପ୍ରଥମେ ତୁମେ ବାବାଙ୍କର ଫଟୋ, ବିଗ୍ରହ ଏବଂ ଚିତ୍ରଗୁଡିକରୁ ବାବାଙ୍କର ଶରୀରକୁ ସୂକ୍ଷ୍ମଭାବେ ନିରିକ୍ଷଣ କର । କ୍ରମଶଃ ତମେ ମାନଓ ସ୍ତରରେ ତାଙ୍କ ସ୍ୱରୂପ ସନ୍ଦର୍ଶନ କରିପାରିବ । ନିରବଚ୍‌ଛିନ୍ନ ଭାବେ ବାବାଙ୍କୁ ଧ୍ୟାନ କର । ସେ ତୁମକୁ ତାଙ୍କର ପ୍ରକୃତ ରୂପ ଦେଖାଇ ଦେବେ ।

ଆସାମ ପୋଲିସ ଓ ମିଜୋରାମ୍ ପୋଲିସ ମଧ୍ୟରେ ଗୁଳିବିନିମୟ, ୬ ପୋଲିସ ମୃତ !

ପୋଲିସ ବନାମ ପୋଲିସ। ଆସାମ ପୋଲିସ ଓ ମିଜୋରାମ୍ ପୋଲିସ ମଧ୍ୟରେ ଗୁଳିବିନିମୟ। ୬ଜଣ ପୋଲିସଙ୍କ ମୃତୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ ମେଡିକାଲକୁ ନିଆଯାଇଛି। ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ପ୍ରଚାର ହେଉଛି। ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଏହି

ଯାତ୍ରାକୁ କେବେ ମିଳିବ ଅନୁମତି

ଭୁବନେଶ୍ୱର: କରୋନା କଟକଣା ଲାଗି ବନ୍ଦ ହୋଇପଡିଛି ଯାତ୍ରା ଶିଳ୍ପ। କାମ ନପାଇ କଳାକାରମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଏ ପରିବା ବେପାର କଲାଣି ତ ଆଉ କିଏ ଲେବର କାମ କଲାଣି। ବହୁବିଘ୍ନ ଦେଇ ଗତି କରୁଛନ୍ତି। କଳାକୁ ନିଜର ପେଷା କରିଥିବା ଅନେକ କଳାକାର ଘରେ ହାତ ବାନ୍ଧି

ବିବାହ ବନ୍ଧନରେ ବାନ୍ଧିହେଲେ ଗୁଡ଼ୁ

ଭୁବନେଶ୍ୱର: ଓଲିଉଡ଼ ହାସ୍ୟ ଅଭିନେତା ଗୁଡୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନିଜର ବାନ୍ଧବୀ ମାମାଙ୍କୁ ବିବାହ କରିଛନ୍ତି ଗୁଡୁ । ଆମ୍ଫୋଇରେ ଗୁଡୁଙ୍କ ବିବାହ ହୋଇଛି । ସେ ମାମାଙ୍କ ମଥାରେ ସିନ୍ଦୁର ଦେଇ ପତ୍ନୀ ଭାବରେ ଗ୍ରହଣ କରିଛନ୍ତି । କହି ରଖୁଛୁ କି, ଅନେକ ଗୁଡ଼ିଏ ଓଡ଼ିଆ ଫିଲ୍ମ,

ଭକ୍ତଙ୍କୁ ମିଳିପାରେ ଶ୍ରୀମନ୍ଦିର ପ୍ରବେଶକୁ ଅନୁମତି

ପୁରୀ: କାଳିଆ ସାଆନ୍ତଙ୍କ ଚକା ନୟନ ଦେଖିବାକୁ ବ୍ୟାକୁଳ ହୋଇ ରହିଛନ୍ତି ଭକ୍ତ । କେବେ ଶ୍ରୀମନ୍ଦିର ଖୋଲିବ ହଟିଆ ଠାକୁରଙ୍କୁ ଦେଖିବ ଚମଚକ୍ଷୁ । ଏଭଳି ଅନେକ କଥା ଭାଳି ହେଉଛି ଭକ୍ତ । ତେବେ ଶ୍ରୀମନ୍ଦିରକୁ ଯାଇ ଭଗବାନଙ୍କ ଦର୍ଶନ କରିବାର ସୌଭାଗ୍ୟ ଭକ୍ତଙ୍କୁ ମିଳିପାରେ । ଶ୍ରୀମନ୍ଦିରକୁ

ଜାଣନ୍ତୁ ଶ୍ରାବଣ ମାସରେ କାହିଁକି ଜଳାଭିଶେକ କରନ୍ତି ଭକ୍ତ

ଭୁବନେଶ୍ୱର: ଭଗବାନ ଶିବଙ୍କର ପ୍ରିୟ ମାସ ହେଉଛି ଶ୍ରାବଣ । ଏହି ମାସରେ ଭଗବାନ ଆଶୁତୋଷଙ୍କୁ ଗଙ୍ଗାଜଳ ଏବଂ ପଞ୍ଚାମୃତରେ କରିବା ଦ୍ୱାରା ଶୀଥିଳତା ମିଳିଥାଏ । କୁହାଯାଏ କି ଭଗବାନ ପର୍ଶୁର୍ରାମଙ୍କ ଯୋଗୁଁ ଶ୍ରାବଣ ମାସରେ ଶିବଙ୍କ ବ୍ରତ ଏବଂ ପୂଜାର ପ୍ରାରମ୍ଭ ହୋଇଥିଲା । ଶ୍ରାବଣ ମାସରେ

ତୁଳସୀକ୍ଷେତ୍ରରେ ଦୁର୍ଲଭ ପାରିଜାତ ଫୁଲ

କେନ୍ଦ୍ରାପଡ଼ା: ପାରିଜାତ ଫୁଲ , ଯାହାକି ସ୍ୱର୍ଗରେ ଦେବତାଙ୍କ ବାଟିକାରେ ଫୁଟିଥାଏ । ଏହାର ବାସ ଓ ସୌନ୍ଦର୍ଯ୍ୟ ସମସ୍ତଙ୍କ ମନମୋହିଥାଏ । ତେବେ ଏହି ଦୁର୍ଲଭ ପାରିଜାତ ଫୁଲ ତୁଳସୀକ୍ଷେତ୍ରରେ ଫୁଟିଥିବା ଦେଖିବାକୁ ମିଳିଛି । ଶ୍ରୀ ବଳଦେବଜୀଉ ମନ୍ଦିର ସେବାୟତ ତଥା ଟ୍ରଷ୍ଟି ବଳରାମ ସୁଆରଙ୍କ

ମାଷ୍ଟର କ୍ୟାଣ୍ଟିନରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ରାଜଧାନୀରେ ବୁଲିଲା ଖଣ୍ଡା । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ । ଭୁବନେଶ୍ୱର ଷ୍ଟେସନ ମାଷ୍ଟର କ୍ୟାଣ୍ଟିନ ନିକଟରେ ଘଟିଛି ଏଭଳି ଜଘନ୍ୟ ଅପରାଧ । ପୋଲିସ ଆଉଟ ପୋଷ୍ଟ ରହିଥିବା ବେଳେ କଡା ସୁରକ୍ଷା ବଳୟ ମଧ୍ୟରେ ରହିଥିବା ମାଷ୍ଟର କ୍ୟାଣ୍ଟିନ