୭ ବର୍ଷର ନାବାଳିକାକୁ ଛାତ ଉପରକୁ ଡାକି ନେଇ…
ଗଜପତି: ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରେ ମଧ୍ୟ ଥମିବାର ନାଁ ଧରୁନି ଲଜ୍ଜା । ଦେହର ସୁଖ ଲାଗି ବୟସର ତାରତମ୍ୟ ଭୁଲି ଯାଉଛନ୍ତି ନରରାକ୍ଷସ । ତେବେ ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରୁ ଆସିଛି ଏକ ଲଜ୍ଜା ଖବର । ଜଣେ ୭ ବର୍ଷର ନାବାଳିକାଙ୍କୁ ଛାତ ଉପରକୁ ଡାକି!-->…
