ଆପଣ ଜାଣନ୍ତି କି ଭାରତର ଏହି ମନ୍ଦିର ନିର୍ମାଣ କରିବାକୁ ଲାଗିଥିଲା ଶହେ ବର୍ଷ
ମୁମ୍ବାଇ: ଭାରତ ହେଉଛି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଏଠାରେ ସବୁ ଧର୍ମର ଲୋକେ ରହୁନ୍ତି । ତେବେ ଭାରତ ବର୍ଷରେ ଅନେକ ମନ୍ଦିର ରହିଛି । ଯାହାର ଅନେକ ବିଶେଷତ୍ୱ ରହିଛି । ଭଗବାନ ଓ ମନ୍ଦିରର ସଭିଁଙ୍କ ପାଇଁ ଖୁବ ମହତ୍ତ୍ୱ ରହିଛି। ଭଗବାନଙ୍କୁ ହିଁ ସୃଷ୍ଟିର ସଞ୍ଚାରକ ବୋଲି କୁହାଯାଏ।!-->…
