Odia News Portal

ପିୟୁସ ଗୋଏଲଙ୍କୁ ଭେଟି ସ୍ମାରକପତ୍ର ଦେଲେ ବିଜେପି ସାଂସଦ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଗୁରୁବାର ରାଜ୍ୟ ବିଜେପି ସାଂସଦମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ

ଟୁଇନସିଟିରେ ୨ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଭୁବନେଶ୍ୱର: କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ଟ୍ୱିନ ସିଟିର କିଛି ଅଂଚଳରେ ୭ରୁ ୧୧ ସେମି ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଦୁଇ ଦିନ ଧରି ଆକାଶ ମେଘାଚ୍ଛନ୍ନ ସହ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି । ତଳିଆ ଅଂଚଳ ଓ

ବଙ୍ଗୋପସାଗରରେ ଲଘୁଚାପ, ବଡ଼ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱ ର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଓଡ଼ିଶା ଉପକୂଳରେ ଗୁରୁବାର ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ବଡ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦି ଆଯାଇଛି । ଶୁକ୍ରବାର ଓଡ଼ିଶା

ଭାରତକୁ ଫେରିପାରେ ଟିକଟକ୍‌

ନୂଆଦିଲ୍ଲୀ: ଟିକ୍‌ଟକ୍ ଭିଡ଼ିଓ ସମସ୍ତଙ୍କ ପ୍ରିୟଥିଲା । ଏହି ଆପ ଜରିଆରେ ଅନେକ ଲୁଚି ରହିଥିବା ପ୍ରତିଭା ଦେଖାଯାଉଥିଲେ । ତେବେ ଏଭଳି ଅନେକ ଚାଇନିଜ ଆପକୁ ଭାରତ ସରକାର ବ୍ୟାନ କରି ଦେଇଥିଲେ । ସର୍ଟ ଭିଡିଓ ପାଇଁ ସାରା ଦୁନିଆରେ ନିଜର ଭିନ୍ନ ପରିଚୟ କରିଥିବା ଆପ୍ ଟିକଟକ ପୁଣି ଥରେ ଭାରତକୁ

ଅଶ୍ଲୀଳ ଭିଡିଓ ଦେଖେଇଲେ, ଟଙ୍କା ଲୁଟିନେଲେ

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଠକେଇ । ଅନଲାଇନରେ ଯୁବତୀଙ୍କ ସହ ଚାଟିଂ କରିବା ପଡ଼ିଛି ମହଙ୍ଗା । ଯୁବତୀଙ୍କ ସହ ଅଶ୍ଳୀଳ ଭିଡିଓ ଚାଟିଂ କରି ଜଣେ ଯୁବକ ୨୫ ହଜାର ଟଙ୍କା ହରାଇଥିବା ଖବର ନଜରକୁ ଆସିଛି । ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଜଣେ ଯୁବକ ଏଭଳି

ଏଫଏମ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହେଲେ ପ୍ରଫେସର ସନ୍ତୋଷ ତ୍ରିପାଠୀ

ଭୁବନେଶ୍ୱର: ଫକୀର ମୋହନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ। ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗଣେଶୀଲାଲ ଗୁରୁବାର ୪ ବର୍ଷ ପାଇଁ ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି। ପ୍ରଫେସର ତ୍ରିପାଠୀ ଉତ୍କଳ

ପ୍ରେମିକା ବଦଳରେ ଆସିଲେ ମା, ଛେଚା ଖାଇଲେ ଯୁବକ

କେନ୍ଦ୍ରାପଡ଼ା: ସାଙ୍ଗ ସହ ମିଶି ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ । ହେଲେ ପ୍ରେମିକା ବଦଳରେ ତା ମା ଆସିଥିଲେ । ଆଉ ଏହା ଦେଖିବା ପରେ ପ୍ରେମିକ ଫେରାର ହୋଇଯାଇଥିଲା । ସାଥିରେ ଯାଇଥିବା ସାଙ୍ଗ ଫସିଯାଇଛି । ମହିଳା ଜଣକ ଯୁବକଙ୍କୁ ଧରି ନିର୍ଦ୍ଧୁମ ଛେଚିଥିବା ଦେଖିବାକୁ ମିଳିଛି । ଯାହାର

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା, ସମସ୍ତଙ୍କୁ ଜେରା କରାଯିବ: ଡିଆଜି

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ଉପରୁ ହଟୁନି ପରଦା । ମୃତ୍ୟୁ ନାଁ ହତ୍ୟା? ତେବେ ତାଙ୍କ ମୃତ୍ୟୁ ପଛରେ ଅନେକଙ୍କ ହାତ ରହିଥିବା ନେଇ ଅଭିଯୋଗ ହେଉଛି । ତେବେ ଯେଉଁମାନଙ୍କ ନାମରେ ଅଭିଯୋଗ ହେଉଛି ସେମାନଙ୍କୁ ଜେରା କରାଯିବ ବୋଲି ଆଜି ଡିଜି କହିଛନ୍ତି । ବିଭିନ୍ନ

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସଦ୍ୟ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ଓଡ଼ିଶାର ମୟୂରଭଞ୍ଜ ସାଂସଦ ବିଶ୍ୱେଶର ଟୁଡୁ କେରାନାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ତେବେ ସେ ସାମାନ୍ୟ କରୋନା ସଂକ୍ରମଣ ହୋଇଛନ୍ତି । କରୋନାର ସାମାନ୍ୟ

ପ୍ରକାଶ ପାଇଲା ଆଇସିସି ଦିନିକିଆ ମାନ୍ୟତା, ଜାଣନ୍ତୁ ଭାରତୀୟ ଖେଳାଳୀଙ୍କ କେଉଁ ସ୍ଥାନରେ ଅଛନ୍ତି

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତା ତାଲିକାରେ ଭାରତର ଶିଖର ଧାୱନ ଓ ୟୁଝବେନ୍ଦ୍ର ଚହଲଙ୍କ ଉନ୍ନତି ଘଟିଛି । ବ୍ୟାଟିଂ ମାନ୍ୟତା ତାଲିକାରେ ଧାୱନ ୧୬ତମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ବିରାଟ କୋହଲି ଓ ରୋହିତ ଶର୍ମା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ବଜାୟ