Odia News Portal

ଶ୍ରାବଣ ମାସର ପ୍ରଥମ ସୋମବାରରେ ଖାଁ ଖାଁ ଶିବ ମନ୍ଦିର

ଭୁବନେଶ୍ୱର: ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ଶିବ ଭକ୍ତଙ୍କ ଲାଗି ଏହି ମାସ । କାଉଡିଆମାନେ ଜଳାଭିଶେକ କରିବା ଲାଗି ପାଣି ଢ଼ାଳିଥାନ୍ତି । କାହିଁ କେତେଦୂରରୁ କାଉଡ଼ି ଭାର ଧରି ଆସିଥାନ୍ତି ଶିବ ମନ୍ଦିରକୁ । ଲିଙ୍ଗରେ ପାଣି ଢ଼ାଳିବା ସହ ଅନେକ ବ୍ରତ ମନାସିଥାନ୍ତି । ତେବେ ଚଳିତବର୍ଷ

ଆଜି ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ସନ୍ଧ୍ୟା ଦର୍ଶନ

ପୁରୀ: ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଶେଷ ଦର୍ଶନ। ଜନ୍ମବେଦିରେ ଏ ବର୍ଷର ଶେଷ ଦର୍ଶନ ଦେଇମହାପ୍ରଭୁ ବାହୁଡ଼ା ଯାତ୍ରାରେ ବାହାରିବେ। ପ୍ରତିବର୍ଷ ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ

ଏସିଏଫ ସୌମ୍ୟ ବାପାଙ୍କ ଅଭିଯୋଗ, ମୃତ୍ୟୁ ପଛରେ ରହିଛି ମହିଳା ଆଇଆଇସିଙ୍କ ସମ୍ପୃକ୍ତି

କଟକ: ପାରଳାଖେମୁଣ୍ଡ ଏସିଏଫ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟୁନି ପରାଦା । ମୃତ୍ୟୁକୁ ୬ଦିନ ହୋଇଥିବାବେଳେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମନାକୁ ଆସୁଛି । ଏହାରି ଭିତରେ ସୌମ୍ୟଙ୍କ ବାପା ଆଜି ଡିଜପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଏହି ଦାବିପତ୍ରରେ ଉଲ୍ଲେ୍‌ଖ କରିଛନ୍ତି

ଡିଜିପିଙ୍କୁ ଦାବିପତ୍ର ଦାବିପତ୍ର ଦେଲେ ସୌମ୍ୟଙ୍କ ବାପା

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାକୁ ଲାଗିଛି । ତେବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଲାଗି ଡିଜିପିଙ୍କୁ ଦାବିପତ୍ର ଦେଇଛନ୍ତି ସୌମ୍ୟଙ୍କ ବାପା । କଟକ ପୋଲିସ ଡିଜି ଅଫିସରେ ସେ ଦାବିପତ୍ର ଦେଇଥିବା ଦେଖିବାକୁ ମିଳିଛି ।

ସଚିବାଳୟ ସେବା କ୍ୟାଡର ଦାୟିତ୍ୱରୁ ଅଧିକାରୀଙ୍କୁ ହଟାଇବାକୁ ଦାବି, ପ୍ରଶାସନିକ ଇତିହାସରେ ପ୍ରଥମ

ଭୁବନେଶ୍ୱର : ଲୋକସେବାଭବନ ପ୍ରଶାସନିକ ବ୍ୟବସ୍ଥାରେ ଦେଖା ଦେଇଛି ନୂଆ ଅଭିଯୋଗ । ଜଣେ କର୍ମଚାରୀଙ୍କୁ ସଚିବାଳୟସେବା କ୍ୟାଡରରୁ ହଟାଇବାପାଇଁ କର୍ମଚାରୀମାନେ ଏକାଠିହେବା ସହିତ ଆନ୍ଦୋଳନ ଧମଦେଇଛନ୍ତି । ଏ ସଂକ୍ରାନ୍ତରେ ଖୋଦ୍ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଫେରାଦ ବି ହୋଇଛନ୍ତି, ଯାହା

ଏସିଏଫ୍ ସୌମ୍ୟ ମା’ଙ୍କ ଚାଞ୍ଚଲ୍ୟକର ବୟାନ

ବାଲେଶ୍ୱର: ଏସିଏଫ ସୌମ୍ୟଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ ଆସୁଛି ନୂଆ ନୂଆ ତଥ୍ୟ । ଖୋଲୁଛି ଗୋଟିଏ ପରେ ପରେ ଗୋଟିଏ ଗୁମର । ଏହାରି ଭିତରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୌମ୍ୟଙ୍କ ମା କହିଛନ୍ତି କି, ବୋହୂର ଡିଏଫଓଙ୍କ ସହ ସମ୍ପର୍କ ଥିଲା । ସେ ମୋ ପୁଅ ସହ ଏଗ୍ରିମେଣ୍ଟ କରିଥିଲା । ବର୍ଷେ

ବିଜେପିର ‘ମୋ ସାଇକେଲ’ କୋକେଇ ରାଲି

ଭୁବନେଶ୍ୱର: କୋକେଇରେ ବୁହାହେଲା ମୋ ସାଇକେଲ । ବିଜେପି କର୍ମୀଙ୍କ ନିଆରା ପ୍ରତିବାଦ । ସ୍ମାର୍ଟସିଟିରେ କରାଯାଇଥିବା ମୋ ସାଇକେଲ ଯୋଜନାରେ ହରିଲୁଟ୍ ହୋଇଥିବା ଅଭିଯୋଗରେ ବିଜେପି ଶିଶୁ ଭବନ ଛକରୁ ରାଜମହଲ ପର୍ଯ୍ୟନ୍ତ ସାଇକେଲ ରାଲି କରିଥିବା ଦେଖିବାକୁ ମିଳିଛି । ତେବେ ରାଜ୍ୟ ସରକାରଙ୍କୁ

ଆଜିଠୁ ଗଡିବ ମୋ ବସ୍‌

ଭୁବନେଶ୍ୱର: କରୋନା ସଂକ୍ରମଣ ହ୍ରାସ ହେବା ପରେ ଏବେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି । ଗଡିବା ଆରମ୍ଭ ହୋଇଛି ବସ୍, ଟ୍ୟାକ୍ସି । ସେହିଅନୁଯାୟୀ ଦୀର୍ଘ ଦିନ ପରେ ଆଜିଠୁ ଗଡିଛି ମୋ ବସ । ଭୁବନେଶ୍ୱର ଓ କଟକର ବିଭିନ୍ନ ରୁଟ ରେ ମୋ ବସ ଗଡିବା ଆରମ୍ଭ କରିଛି । ଏହି ବସ୍ ସକାଳ ୭ ଟାରୁ

ଆଜିଠୁ ସଂସଦରେ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏହି ଅଧିବେଶନ ଚଳିତ ମାସ ୧୯ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ପର‌୍ୟ୍ୟନ୍ତ ଚାଲିବ ଓ ଏଥିରେ ମୋଟ ୧୯ଟି କାର୍ଯ୍ୟଦିବସ ରହିବ । ମୌସୁମୀ ଅଧିବେଶନ ସମୟରେ କୋଭିଡର ସମସ୍ତ ନିୟମ କଡ଼ାକଡ଼ି ପାଳନ ହେବ । ତେବେ

କ୍ୟାଡର ମାଓବାଦୀ ଅଟକ

ଭୁବନେଶ୍ୱର: ବଲାଙ୍ଗୀର ପୋଲିସ ହେପାଜତରେ କ୍ୟାଡର ମାଓବାଦୀ । କ୍ୟାଡର ମାଓବାଦୀ ସହ ତାର ଜଣେ ସହଯୋଗୀଙ୍କୁ ମଧ୍ୟ ଧରାଯାଇଛି । କୌଦ୍ଧ-କନ୍ଧମାଳ ସୀମାନ୍ତ ଗୁଡ଼ଭେଲାରୁ ଏହି ଦୁଇଜଣଙ୍କୁ ଧରି ଅଟକ ରଖାଯାଇଛି । ଅଟକ କ୍ୟାଡର ମାଓବାଦୀ ଦୁଇଜଣ କେକେବିଏନ କ୍ୟାରର ବୋଲି ଜଣାପଡ଼ିଛି । ସେମାନଙ୍କୁ