ଆଜିଠୁ ସୃଷ୍ଟି ହେବ ଲଘୁଚାପ, ପ୍ରବଳ ବର୍ଷିବ
ଭୁବନେଶ୍ୱର: ବଙ୍ଗୋପସାଗରରେ ଆଜିଠୁ ସୃଷ୍ଟି ହେଉଛି ଲଘୁଚାପ ବଳୟ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତି ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ରହିବ। ଏହା ଅଧିକ ଘନୀଭୂତ ହୋଇ ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ।!-->…
