Odia News Portal

ଦେଖନ୍ତୁ ସୋସିଆଲ ଭାଇରାଲ ହେଉଥିବା ରାକ୍ଷୀଙ୍କ ଏହି ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ସବୁବେଳେ ରହିଥାନ୍ତି ହେଡଲାଇନରେ । ନିଜର ବେଶଭୁଷା ହେଉ ବା ବିବାଦୀୟ ମନ୍ତବ୍ୟ, ସବୁବେଳେ ରାକ୍ଷୀଙ୍କୁ ନେଇ ହୋଇଥାଏ ଚର୍ଚ୍ଚା । ତେବେ ରାକ୍ଷୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଟିଭି ଅଭିନେତ୍ରୀ ସୁରବୀଙ୍କ ସଡ ଡ୍ୟାନ୍ସ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ୟୁଜର୍ସମାନେ ବେଶ ପ୍ରଂଶସା କରୁଛନ୍ତି । ଏହି ଭିଡିଓକୁ ମଧ୍ୟ ଲାଇକ, କମେଣ୍ଟ ଓ ସେୟାର କରୁଛନ୍ତି ।

https://www.instagram.com/filmygyanvideos/?utm_source=ig_embed&ig_rid=fad9d8fb-ca90-4df7-bbe7-07d024c31400