ଜିଲ୍ଲାପାଳଙ୍କୁ ଭେଟିଲେ ଢ଼େଙ୍କାନାଳ ଏନଏସି ୩ ନମ୍ବର ୱାର୍ଡର ଲୋକେ
ଢେଙ୍କାନାଳ :ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଲୋକେ । ଢ଼େଙ୍କନାଳ ୱାର୍ଡ ନମ୍ବର ୩ର ଲୋକେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ପ୍ରାଇମେରୀ ହେଲଥ ସେଣ୍ଟର ଖୋଲିବା ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି । ୯୦ଦଶକରେ ଏଠାରେ ଏକ ହେଲଥ ସେଣ୍ଟର ଖୋଲିଥିଲା ଯାହାକି ସ୍ଥାନୀୟ!-->…
