Odia News Portal

ରଙ୍ଗ ନମ୍ବର ପ୍ରେମିକକୁ ଘରକୁ ଡକାଇ ବୋହେ ଛେଚିଲେ ମହିଳା

ଭୁବନେଶ୍ୱର: ରଙ୍ଗ ନମ୍ବରରେ ଆରମ୍ଭ ହୋଇଥିଲା ପ୍ରେମ । ଅଜଣା ପ୍ରେମିକାଙ୍କ ପ୍ରେମରେ ପାଗଳ ହୋଇଥିଲେ ଯୁବକ । ବାରମ୍ବାର ଫୋନ କରି ହଇରାଣ କରାଉଥିବାରୁ ଶେଷରେ ଘରକୁ ଡକାଇ ନିର୍ଦ୍ଧୁମ ଛେଚିଛନ୍ତି ମହିଳା । ତେବେ ଏହା କୌଣସି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ । ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ

ଶ୍ରୀଜିଉଙ୍କ ଅଳଙ୍କାର ହେବ ମରାମତି

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା । ତେବେ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ଅନୁଷ୍ଠିତ ହେବ ରଥଯାତ୍ରା । ସୁନାବେଶ ଅନୁଷ୍ଠିତ ହେବା ପୂର୍ବରୁ ମହାପ୍ରଭୁଙ୍କ ଅଳଙ୍କାର ମରାମତି ହେବ ବୋଲି ସୂଚନା ମିଳିଛି । ମରାମତି ହେବ ମହାପ୍ରଭୁଙ୍କ ସୁବର୍ଣ୍ଣ କୁଣ୍ଡଳ ଓ

ଟିଏମସିରେ ଯୋଗ ଦେଲେ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ

କୋଲକାତା: ଟିଏମସିରେ ଯୋଗ ଦେଇଛନ୍ତି ପଶ୍ଚିମବଙ୍ଗର ବରିଷ୍ଟ କଂଗ୍ରେସ ନେତା ଅଭିଜିତ । ଆଜି ସେ ଟିଏସି ନେତା ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ଯୋଗ ଦେଇଛନ୍ତି । କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ମମତା

ରବି ଶାସ୍ତ୍ରୀଙ୍କ ଲାଗି ଯୁକ୍ତି ବାଢ଼ିଲେ କପିଲ ଦେବ

ନୂଆଦିଲ୍ଲୀ: ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ଶେଷ ହେବାକୁ ଯାଉଛି । ଏଣୁ ତାଙ୍କ ସ୍ଥାନରେ ବିିସିସିଆଇ କାହାକୁ କୋଚ କରିବ ଏବଂ କିଏ କିଏ ଏହି ପୋଷ୍ଟ ଲାଗି ଆପ୍ଲାଇ କରିବେ ତାକୁ ନେଇ ଏବେଠାରୁ ଆରମ୍ଭ ହୋଇଛି

କରୋନା ଛଡ଼ାଇ ନେଲା ଜୀବିକା, ଦେହ ବେପାରରେ ଲିପ୍ତଥିବା ମା ଝିଅଙ୍କୁ ଗିରଫ କଲା ପୋଲିସ

ଅମୃତସର: କରୋନା ମହାମାରୀ ଅନେକଙ୍କ ଜୀକିକା ଛଡ଼ାଇ ନେଇଛି । ଲୋକେ କାମ ଧନ୍ଦା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ କାମ ଧନ୍ଦା ନପାଇ ଶେଷରେ ଦେହ ବ୍ୟବସାୟ ଭଳି ଘୃଣ୍ୟ କାର୍ଯ୍ୟ ଆପଣାଇଥିଲେ ମା ଝିଅ । ପୋଲିସ ଖବର ପାଇବା ପରେ ଚଢ଼ାଉ କରି ସେମାନଙ୍କୁ କୋର୍ଟ ଚାଲାଣ

ମହିଳାଙ୍କୁ ସାହାର୍ଯ୍ୟ କରିବା ବାହାନାରେ ୧୯ଦିନ ଧରି ଦୁଷ୍କର୍ମ କଲେ ପୋଲିସ ବାବୁ

ଜୟପୁର: ଦେଶରେ ଥମିବାର ନାଁ ଧରୁନି ଲଜ୍ଜା । ଆଇନ ରକ୍ଷକ ସାଜିଛି ଭକ୍ଷକ । ସାଧାରଣ ଜନତାଙ୍କ ଧନ ଜୀବନକୁ ରକ୍ଷା କରିବାକୁ ରହିଥିବା ପୋଲିସବାବୁ ସାହାର୍ଯ୍ୟ କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି । ରାଜସ୍ଥାନ ପାଲି ଅଞ୍ଚଳରୁ ଆସିଛି ଏଭଳି ଖବର । ଅଭିଯୁକ୍ତ ଅଜୟପାଲ ଭାକାଲକୁ

ଭୁବନେଶ୍ୱରରେ ୬ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ୬ ଜଣ ଡେଙ୍ଗ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟର ଅନ୍ୟ କେଉଁଠି ଚିହ୍ନଟ ହୋଇନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ କରୋନାର କାୟା କମି ନଥିବା ବେଳେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ରାଜଧାନୀ ବାସୀଙ୍କ ଚିନ୍ତା ବଢ଼ିଯାଇଛି । ତେବେ

ଏଣିକି କଲେଜ ଆସିବେ ସବୁ କର୍ମଚାରୀ

ଭୁବନେଶ୍ୱର: କରୋନା କଟକଣା ଲାଗି ସ୍କୁଲ କଲେଜ ସବୁ ବନ୍ଦ ରହିଛି । କର୍ମଚାରୀମାନେ କଲେଜ ଆସୁ ନାହାଁନ୍ତି । ତେବେ ଏଥରକ କଲେଜ ଆସିବେ ବୋଲି ସୂଚନା ମିଳିଛି । ଉଚ୍ଚ ଶିକ୍ଷାନୁଷ୍ଠାନର ସମସ୍ତ ଟିଚିଂ ଓ ନନଟିଚିଂ ଷ୍ଟାଫ କଲେଜ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଜୁଲାଇ ୭ ତାରିଖରୁ

‘ଜରୁରୀ କାଳୀନ ଡାଟା ଋଣ’ ସୁବିଧାର ଶୁଭରାମ୍ଭ କଲା ଜିଓ

ମୁମ୍ବାଇ: ସବୁବେଳେ ଭିନ୍ନ ଭିନ୍ନ ରିଚାର୍ଜ ପ୍ଲାନ ଲାଗି ଟେଲିକମ ଜଗତରେ ଚର୍ଚ୍ଚାରେ ରହିଥାଏ ଜିଓ କମ୍ପାନୀ । ତେବେ ଏବେ ପୁଣି ଏକ ପ୍ଲାନ ଲାଗି ଚର୍ଚ୍ଚାର ପରିସର ଭିତରକୁ ଆସିଛି ଜିଓ । ହାଇସ୍ପିଡ୍ ଡାଟା ବ୍ୟବହାର ଜାରି ରହିଥିବା ସମୟରେ ହଠାତ୍ ଦିନର ଧାର‌୍ୟ୍ୟ ହାଇସ୍ପିଡ୍ ଡାଟା ଶେଷ

ଆଜି ଟିଏମସିରେ ଯୋଗ ଦେଇପାରନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍‌

କୋଲକାତା: ପଶ୍ଚିମବଙ୍ଗରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦିଦିଙ୍କ କ୍ରେଜ୍ । ନିକଟରେ ଯାଇଥିବା ସାଧାରଣ ନିର୍ବାଚନରେ ବିଜେପିକୁ ବିପୁଳ ସଂଖ୍ୟାରେ ହରାଇଥିବା ଟିଏମସି ଧିରେ ଧିରେ ଅଧିକ ଶକ୍ତିଶାଳୀ ହେବାକୁ ବସିଲାଣି । ବିରୋଧୀ ଶିବିର ଛାଡ଼ି ଟିଏମସିକୁ ବହୁ ନେତା ପ୍ରତ୍ୟାବର୍ତ୍ତନ କରୁଥିବା