Odia News Portal

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ପୂରା ରାଜ୍ୟରୁ ୨୮୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ରହିଥିବାବେଳେ ପଛକୁ ରହିଛି କଟକ । ଉଭୟ ଜିଲ୍ଲାରେ ୪୦୦ ଉପରେ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ନୂତନ ସଂକ୍ରମିତଙ୍କ ମଧ୍ୟରେ

୨୪ ଘଣ୍ଟାରେ ଦେଶରେ ୩୯ ହଜାର ୭୯୬ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ମାରାତ୍ମକ କରୋନା ମହାମାରୀର ପ୍ରକୋପ ଧିରେ ଧିରେ କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ହଜାର ୭୯୬ ଟି ନୂଆ କରୋନା ମାମଲା ରୁଜୁ ହୋଇଛି। ଏହି ସମୟରେ ୭୨୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଭାରତରେ କ୍ରମାଗତ ସପ୍ତମ ଦିନ ପାଇଁ ୫୦ ହଜାରରୁ କମ୍ କରୋନା ମାମଲା

ଆଜି ୫୦ ପାର କଲା କରୋନା ଜନିତ ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର କମୁଥିବା ବେଳେ ମୃତ୍ୟୁରେ ଲାଗୁନି ବ୍ରେକ । ପ୍ରତିଦିନ ୪୦ ଉପରେ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବା ବେଳେ ଆଜି ୫୨ ଜଣ ଆକ୍ରାନ୍ତଙ୍କ ପ୍ରଣ ନେଇଛି ମହାମାରୀ । ଯାହା ଏପର‌୍ୟ୍ୟନ୍ତ ଗୋଟିଏ ଦିନରେ ପ୍ରାଣ ହରାଇଥିବା କରୋନା ଆକ୍ରାନଙ୍କ ମଧ୍ୟରେ

ତ୍ତଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂ ଧାମି

ଡେରାଡୁନ୍‌: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଯୁବ ନେତା ପୁଷ୍କର ସିଂ ଧାମି । ଉତ୍ତରାଖଣ୍ଡର ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ମନ୍ତ୍ରୀ ମଣ୍ଡଳର ଦୁଇଜଣ ନେତା ସତପାଲ ମହାମାଜ ଓ ହରକ ସିଂ ଶପଥ ଗ୍ରହଣ କରିଛନ୍ତି । ଏହି

ଆସନ୍ତା ୨୪ ଘଣ୍ଟାରେ ୧୮ ଜିଲ୍ଲାରେ ଘଡ଼ଘଡ଼ି ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଘଡ଼ଘଡି ସହ ବର୍ଷା ସମ୍ଭାବନା । କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ଝରସୁଗୁଡ଼ା, ବରଗଡ଼,ସମ୍ବଲପୁର, ଦେଓଗଡ଼, ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ,ବାଲେଶ୍ବର, ଭଦ୍ରକ , ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ

ଭାଇବୋହୂର ମାଡ଼ରେ ଦେଢ଼ଶୁର ମୃତ

ଗଞ୍ଜାମ: ଓଡ଼ିଆ ଘରର ପରମ୍ପରାରେ ରହିଛିକି ଦେଢ଼ଶୁରର ଛାଇ ଭାଇ ଉପରେ ପଡ଼ିଲେ ପାପ । ଏପରିକି ମୁହଁକୁ ମଧ୍ୟ ଚାହାଁନ୍ତି ନାହିଁ । କିନ୍ତୁ ଆଜି ଏଭଳି ଏକ ଏପରି ଘଟଣା ଆସିଛି ଯାହାକି ସମସ୍ତଙ୍କ ସ୍ତବ୍ଧ କରିଦେବ । ଦେଢ଼ଶୁରକୁ ମାରିଦେଇଛି ଭାଇବୋହୂ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା

ମୁଣ୍ଡ ବିହିନ ଶବ ଉଦ୍ଧାର

ମୟୂରଭଞ୍ଜ: ମୟୁଭଞ୍ଜ କରଞ୍ଜିଆ ଥାନା ଅନ୍ତର୍ଗତ ବାଲିଭୋଳ ଗ୍ରାମରେ ଘଟିଯାଇଛି ଏକ ବିଭସ୍ୟ ହତ୍ୟାକାଣ୍ଡ। ବାଲିଭୋଳ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ସୂଚନାଯୋଗ୍ୟ ଯେ, କରଞ୍ଜିଆ ଥାନା ବାଲିଭୋଳ ଗାଁରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି।

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ମେଡିକାଲରେ ଭର୍ତ୍ତି

ୟୁପି: ବରିଷ୍ଠ ବିଜେପି ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶରୀର ଅଚାନକ ଭାବେ ଫୁଲିବାରୁ ତାଙ୍କୁ ଶନିବାର ରାତିରେ ଲକ୍ଷ୍ନୌ ସ୍ଥିତ ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଲ୍ୟାଣ ସିଂହଙ୍କ ଡାକ୍ତରଖାନାରେ ଭର୍ତ୍ତି

ଦିଲ୍ଲୀରେ ଜାରି ହେଲା ଅନଲକ ୬

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲା ହ୍ରାସ ପାଇବା ମଧ୍ୟରେ ସରକାର ଅନଲକ– ୬ ପାଇଁ ନିର୍ଦ୍ଦେଶନାମା ଜାରି କରି ଅନଲକ୍ ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି। ଦୀର୍ଘଦିନ ଧରି ଅପେକ୍ଷା କରିଥିବା ସିନେମା ହଲ୍ ଏବଂ ମଲ୍ଟିପ୍ଲେ ଗୁଡ଼ିକ ମଧ୍ୟ ଏଥର ଖୋଲିବ ନାହିଁ । ସରକାର ସିନେମା ହଲ୍, ପ୍ରେକ୍ଷାଳୟ,

କରୋନା ଆକ୍ରାନ୍ତ ହେଲେ ବିଜେପି ନେତା ବିଷ୍ଣୁ ସେଠୀ

ଭୁବନେଶ୍ୱର: ବିବାଦୀୟ ମନ୍ତବ୍ୟ ଲାଗି ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ନେତା ବିଷ୍ଣୁ ସେଠୀରେ ଆକ୍ରାନ୍ତ । ଆଜି ତାଙ୍କୁ ଭୁବେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମ୍ସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ଯେ ତାଙ୍କୁ ଏକ ପ୍ରାଇଭେଟ୍ କ୍ୟାବିନ୍ରେ