Odia News Portal

ସୋଆ ଏନ୍‌ଏସ୍‌ଏସ୍‌ର ମୁଖ କର୍କଟ ସଚେତନତା ୱେବିନାର ଅନୁଷ୍ଠିତ

ଭୁବନେଶ୍ୱର: ମୁଖ ଗହ୍ୱର କର୍କଟ ରୋଗ ସଚେତନତା ପାଇଁ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ବୁଧବାର ଏକ ୱେବିନାର୍ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍‌ସାଇନ୍‌ସେସ୍ ର ପ୍ରଫେସର ସତ୍ୟରଞ୍ଜନ ମିଶ୍ର “ତମାଖୁ, ପାଟିର ଖଳନାୟକ”ଶୀର୍ଷକ ଆଲୋଚନା

ଉପରାଷ୍ଟ୍ରପତିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର: ଭାରତର ଉପରାଷ୍ଟ୍ରପତି ଭେଙ୍କେୟା ନାଉଡୁଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ଟ୍ୱିଟର ହ୍ୟାଣ୍ଡେଲ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି । ତେବେ ଉପରାଷ୍ଟ୍ରପତି ୭୨ ବର୍ଷରେ ପାଦ

ବିଶ୍ୱ ଡାକ୍ତର ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଶ୍ୱ ଡାକ୍ତର ଦିବସ । ଏହି ଅବସରରେ ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜ ଟ୍ୱଟର ପେଜରେ ଶୁଭେଚ୍ଛା ଜଣାଇବା ସହ ଲେଖିଛନ୍ତି କି, ଲୋକଙ୍କ ବହୁମୂଲ୍ୟ ଜୀବନ ସୁରକ୍ଷିତ କରିବା ଦିଗରେ ବିଶେଷ କରି କୋଭିଡ ମହାମାରୀ ସମୟରେ

ତିନିଦିନିଆ ପୁରୀ ଗସ୍ତରେ ରାଜ୍ୟପାଳ

ପୁରୀ: ତିନି ଦିନିଆ ପୁରୀ ଗସ୍ତରେ ଯାଇଛନ୍ତି ଓଡ଼ିଶାର ମହମହିମ ରାଜ୍ୟପାଳ ଗଣେଷୀ ଲାଲ । ରାଜଭବନର ନବୀକରଣ ଭବନକୁ ରାଜ୍ୟପାଳ ଉଦଘାଟନ କରିଛନ୍ତି ରାଜ୍ୟପାଳ । ଗତ ଫନି ବାତ୍ୟାରେ ରାଜଭବନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଅବସରରେ ରାଜ୍ୟପାଳ ରାଜଭଵନ ପରିସରରେ ଥିବା ଶୀଲା ଉପବନରେ

ଝାରସୁଗୁଡ଼ାରେ ସେକ୍ସ ରାକେଟ୍ ଠାବ

ଝାରସୁଗୁଡ଼ା: ଲକଡାଉନରେ ସକ୍ରିୟ ଅଛନ୍ତି ଦେହ ବ୍ୟବସାୟୀ । ବାହାରେ ହୋଟେଲ ଓ ଲଜ ଲେଖାଯାଇଥିବା ବେଳେ ଭିତରେ ଚାଲିଥିଲା ସେକ୍ସ ରାକେଟ୍ । ପୋଲିସ ଖବର ପାଇବା ପରେ ଚଢ଼ାଉ କରିଥିଲା । ଝାରସୁଗୁଡ଼ା ସଦର ଥାନା ପଞ୍ଚପଡ଼ା ବାଇପାସରେ ଶିବଶକ୍ତି ଲଜରେ ସେକ୍ସ ରାକେଟ ଚାଲିଥିଲା । ପୋଲିସ ଚଢ଼ାଉ କରି

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ସଫା

ଶ୍ରୀନଗର: ବିଗତ କିଛି ଦିନ ହେବ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଗତିବିଧି ବଢ଼ିଥିବା ଦେଖାଯାଇଛି। କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ସହିତ ଆତଙ୍କବାଦୀମାନେ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାବାହିନୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ସଫା ହୋଇଯାଇଛନ୍ତି। ଜଣେ ପୁଲିସ ଅଧିକାରୀ ଜାତୀୟ ଗଣମାଧ୍ୟମକୁ

ଜୀବିକା ଉଜାଡ଼ି ଦେଇଛି କରୋନା

ନୂଆପଡ଼ା: ଦୁର୍ଦ୍ଦିନରେ କୁମ୍ଭାର ପରିବାର । ଯିଏ ଦିନେ ମାଟିକୁ ଜୀବନ ଦେଉଥିଲା ଆଜି ତାରି ଜୀବନ ଦୁର୍ଦ୍ଦଶା ଭିତରକୁ ଠେଲି ହୋଇ ଯାଇଛି । ତାଲାବନ୍ଦର ପ୍ରଭାବରେ ଜୀବନ ଜିବିକା ଲକ୍ ହୋଇ ଯାଇଥିବା ବେଳେ ବେଶୀ ପ୍ରଭାବିତ ହୋଇଛି କୁମ୍ଭାର ଶିଳ୍ପ । ହାଟ ବଜାର ସବୁଆଡ ବନ୍ଦ ଥିବାରୁ ମାଟି ତିଆରି

ସିସିଟିଭିରେ କଏଦ ହେଲା ପୋଲିସ ବାବୁଙ୍କ ଦବଙ୍ଗଗିରି

ଭୁବନେଶ୍ୱର: ମାନବିକତା ଭୁଲିଗଲେ ପୋଲିସ ବାବୁ । ନାବାଳକ ଚାଦୋକାନୀଙ୍କୁ ଗୋଇଠା ପରେ ଗୋଇଠା ଥୋଇ ପକାଇଲେ । ଏତିକିରେ ମନ ବୁଝିଲାନି ଯେ ଓମଫେଡ ଦୋକାନରୁ ବ୍ୟାଗରେ ସାମଗ୍ରୀ ବୋହିନେଲ । ଯାହାର ଭିଡ଼ିଓ ସିସିଟିଭିରେ କଏଦ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହା କୌଣସି ଉପାନ୍ତ ଅଞ୍ଚଳର ଖବର

ବିଶାଲ ସୋରୁମ୍ ସିଲ୍ କଲା ବିଏମସି

ଭୁବନେଶ୍ୱର: ଆକ୍ସନ ମୁଡରେ ରହିଛି ବିଏମସି । ଭୁବନେଶ୍ୱରରେ କୋଭିଡ ନିୟମକୁ ଉଲଙ୍ଘନ କରୁଥିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ କରୁଛି ଚଢ଼ାଉ । ଆଜନ୍ରାଜଧାନୀର ବଡ଼ ବଡ଼ ସୋରୁମ୍ ସିଲ୍ କରିଛି ବିଏମସି । ଇନ୍ଦ୍ରଧନୁ ମାକେର୍ଟରେ ଥିବା ବିଶାଲ ମେଗାମାର୍ଟକୁ ସିଲ୍ କରିଛି ବିଏମସି । ଏହାସହ ରାଜଧାନୀର

ବସ୍ ଚଳାଚଳ ଲାଗି ଆସିବ ଗାଇଡ୍‌ଲାଇନ୍‌: ପଦ୍ମନାଭ ବେହେରା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ କୋହଳ ହୋଇଛି କରୋନା କଟକଣା । କାଟାଗୋରୀ ଏରେ ଥିବା ୨୦ଟି ଜିଲ୍ଲାରେ ବସ୍ ଚଳାଚଳ ଲାଗି ଅନୁମତି ମିଳିଛି । ତେବେ ଏହି ବସ୍ ଚଳାଚଳ ଲାଗି ଗାଇଡ ଲାଇନ ଆବିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ପରିବହନ ବିଭାଗ ପକ୍ଷରୁ ଆରଟିଓ ଓ ବସ୍