Odia News Portal

ଶ୍ମଶାନ ଧୂଆଁରେ ଆକ୍ତାମାକ୍ତା ଭୁବନେଶ୍ୱର ସତ୍ୟନଗର

ଭୁବନେଶ୍ୱର: ଲିଭୁନି ଯୁଈ, ବୁଝୁନି ମନ । ଶ୍ମଶାନ ଧୂଆଁରେ ଆକ୍ତାମାକ୍ତା ଭୁବନେଶ୍ୱର ସତ୍ୟନଗର । କୋଭିଡ ହେଉ କି ଅଣକୋଭିଡ, ଦିନ ସାରା ମଶାଣୀରେ ଶବପୋଡା ବନ୍ଦ ହେଉନି । ଯାହାକୁ ନେଇ ସତ୍ୟନଗର ଶ୍ମସାନ ସ୍ଥାନାନ୍ତର ନେଇ ଦାବି ଉଠିଛି । ଆଜି ସତ୍ୟନଗର ଲେଡିଜ ଫୋରମ ସହ ସହୀଦନଗର ବାସିନ୍ଦା

ଆଇସ୍‌କ୍ରିମରେ ଶ୍ରୀଜିଉ

ପୁରୀ: କରୋନା ମହାମାରୀ କାରଣରୁ ଫିକା ପଡିଛି ପୁରୀ ସ୍ନାନ ଯାତ୍ରା । ଏହି ସମୟରେ ଜଣେ ଭକ୍ତ ଆଇସକ୍ରିମ କାଠରେ ମହାପ୍ରଭୁଙ୍କ ଗଜାନନ ବେଶ କରିଛନ୍ତି । ଏହି ଭକ୍ତ ଜଣକ ହେଉଛନ୍ତି ପୁରୀର ଜଣେ ଇଞ୍ଜିନିୟର ଛାତ୍ର ବିଶ୍ୱଜିତ୍‌ ନାୟକ । ସେ ଦୀର୍ଘ ୧୫ ଦିନରେ ମୋଟ ୧୪୭୫ଟି ଆଇସ୍‌କ୍ରିମ କାଠିରେ

ନବମ ଓ ଦଶମ ଶ୍ରେଣୀର ଶତକଡ଼ା ୩୦ ପ୍ରତିଶତ ସିଲାବସ ହ୍ରାସ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ସ୍କୁଲ ଖୋଲୁନାହିଁ । ଅନଲାଇନରେ ଛାତ୍ର ଛାତ୍ରୀମାନେ ପାଠ ପଢ଼ୁଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମଧ୍ୟ ନବମ ଓ ଦଶମ ଶ୍ରେଣୀର ଶତକଡ଼ା ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯାଇଛି । ଆଜି ଏନେଇ ସୂଚନା ଦେଇଛନ୍ତି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ

ଦେଶରେ ୩କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୫୦ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୧.୩ ହଜାରରୁ ସାମାନ୍ୟ ଅଧିକ ଥିବା ରେକର୍ଡ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର

ରାଜ୍ୟରେ କମୁନି କରୋନା ଜନିତ ମୃତ୍ୟୁ ସଂଖ୍ୟା, ଆଜି ୪୬ ମୁଣ୍ଡନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ଯଦିଓ କରୋନାର ପ୍ରକୋପ କମିବାରେ ଲାଗିଛି ତଥାପି ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ପ୍ରତିଦିନ ସେହି ୪୦ରୁ ଉପରକୁ ରହୁଛି ମୃତକଙ୍କ ସଂଖ୍ୟା । ଆଜି ୪୬ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ରାଜ୍ୟରେ ମୃତ ୪୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭

ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କଲା ସ୍ତ୍ରୀ

ଗଞ୍ଜାମ: ସ୍ୱାମୀର ମୁଣ୍ଡ ଗଣ୍ଡି ଅଲଗା କଲା ସ୍ତ୍ରୀ । ସ୍ୱାମୀକୁ ଅତି ନିର୍ମମଭାବେ ହତ୍ୟା କରିଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ନୂଆଗଡ଼ ଗାଁରେ ଘଟିଛି ଏଭଳି ଅମାନୁଷିକ ହତ୍ୟାକାଣ୍ଡ । ଅଭିଯୁକ୍ତ ମହିଳା ଝିଲ୍ଲୀ ନାୟକକୁ ପୋଲିସ ଗିରଫ କରିଛି । ସେପଟେ ମୃତ ଭଗିଆଙ୍କ ମୃତଦେହକୁ

ଟିକାକରଣରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ଟୀକାକରଣ ଜାରି ରହିଥିବା ବେଳେ ଏବେ ଧୀରେ ଧୀରେ ସଫଳ ହେଉଛି ଟୀକାକରଣ । ଆଜ୍ଞା ହଁ ରାଜ୍ୟରେ ଗୋଟେଦିନରେ ୩ ଲକ୍ଷ ୩୨ ହଜାରରୁ ଅଧିକ ଟୀକାକରଣ କରାଯାଇଛି । ସେଥିପାଇଁ ଏହି ଉତ୍ସର୍ଗୀକୃ କାର୍ଯ୍ୟ ଯୋଗୁଁ ଟୀକାକରଣରେ ନିୟୋଜିତ ଥିବା ସମସ୍ତ ଡାକ୍ତର, ନର୍ସ ଏବଂ

କ୍ଳିନିକ ଭିତରେ ପଶି ଯୁବତୀଙ୍କୁ ପିଟିଲା ଯୁବକ

ଭୁବନେଶ୍ୱର: କ୍ଲିନିକ ଭିତରେ ପଶିଲା । ନିର୍ଦ୍ଧୁମ ଛେଚିଲା । ସମସ୍ତଙ୍କ ସାମନାରେ ଯୁବତୀଙ୍କୁ ମାଡ଼ ମାରିଲା ଯୁବକ । ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପୋଲିସ ଅଭିଯୁକ୍ତ ମାନସ କୁମାର ସାହୁକୁ ଅଟକ ରଖି ପଚରା ଉଚରା କରୁଛି । ତେବେ ମାଡ଼ ମାରିଥିବା ଘଟଣା

ଦୀପଗ୍ରେସ ଏକ୍କା ଓ ବିରେନ୍ଦ୍ର ଲାକ୍ରାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲମ୍ପିକରେ ଭାରତୀୟ ହକି ଦଳରେ ତିନିଜଣ ଓଡ଼ିଆଙ୍କୁ ସ୍ଥାନ ମିଳିଛି । ପୁରୁଷ ଦଳରେ ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାଶଙ୍କୁ ସ୍ଥାନ ମିଳିଥିବା ବେଳେ ମହିଳା ଦଳରେ ଜଣେ ମାତ୍ର ଓଡ଼ିଆ ଖେଳାଳୀ ଦୀପଗ୍ରେସ୍ ଏକ୍କାଙ୍କୁ ସ୍ଥାନ ମଳିଛି । ତେବେ ସବୁଠାରୁ ବଡ଼ କଥା ହେଉଛି

ଅଧିକ ପିଲାଥିଲେ ମିଳିବ ଲକ୍ଷେ ଟଙ୍କା

ନୂଆଦିଲ୍ଲୀ: ମିଜୋରାମ କ୍ରୀଡାମନ୍ତ୍ରୀ ରବର୍ଟ ରୋମାୱି ନିଆରା ଭାବରେ ପୁରସ୍କାର ଘୋଷଣା କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ପିଲା ଥିବା ଅଭିଭାବକଙ୍କୁ ଦେବେ ଲକ୍ଷେ । ସର୍ବାଧିକ ପିଲା ଥିବା ଅଭିଭାବକଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ଦେବାକୁ ଘୋଷଣା ହୋଇଛି । ମିଜୋ ସଂପ୍ରଦାୟର