Odia News Portal

ଦୁନିଆରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ କାମ କରେନି କୌଣସି ବୈଦୁତିକ ଉପକରଣ

ଭୁବନେଶ୍ୱର: ଦୁନିଆରେ ଏପରି ବହୁ ସ୍ଥାନ ରହିଛି , ଯାହା ନିଜର ବିଶେଷତ୍ୱ କାରଣରୁ ଖୁବ ପ୍ରସିଦ୍ଧ। ସେଭଳି ହିଁ ଏକ ସ୍ଥାନ ମେକ୍ସିକୋ ସହରରେ ରହିଛି। ଯାହାକୁ ‘ଜୋନ ଅଫ ସାଇଲେନ୍ସ’ (ନୀରବତାଅଞ୍ଚଳ) ନାମରେ ଜଣା ଶୁଣା। ଏହି ସ୍ଥାନ ସ୍ୱତନ୍ତ୍ର। ଯାହା ବିଷୟରେ ଜାଣି ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ

ସାମ୍ବିଧାନିକ ଅନୁଷ୍ଠାନକୁ ବିଜେପିର ଅପମାନ ଦୁର୍ଭାଗ୍ୟଜନକ:ବିଜେଡି

ଭୁବନେଶ୍ୱର: ବିଜେପିକୁ ଟାର୍ଗେଟ କଲା ବିଜେଡି । ରାଜ୍ୟ ନିର୍ବାଚନ କମିଶନ ଭଳି ଏକ ସାମ୍ବିଧାନିକ ପଦ ମର୍ଯ୍ୟାଦା ଥିବା ଅନୁଷ୍ଠାନକୁ ଓଡିଶା ବିଜେପି ଅସମ୍ମାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ବିଜେପିର ଏଭଳି ମନ୍ତବ୍ୟ ଯୋଗୁଁ ଆଜି ଆଉଥରେ ଓଡିଶାବାସୀଙ୍କ ସମ୍ମୁଖରେ ଲୋକହସା

ଲ୍ୟାଣ୍ଡମାର୍କ ଫେଜ୍‌-୨ ଫ୍ଲାଟ ମାଲିକ ସଂଘ ପକ୍ଷରୁ ‘ସବୁଜ ଦିବସ’ ପାଳିତ

ଭୁବନେଶ୍ୱର: ବୃକ୍ଷ ହିଁ ଜୀବନ । ସୁସ୍ଥ ପରିବେଶ ମଣିଷକୁ ସୁସ୍ଥ ରହିଥାଏ । ଯାହାକୁ ଆଧାର କରି ରାଜଧାନୀସ୍ଥିତ ଲ୍ୟାଣ୍ଡମାର୍କ ଫେଜ୍‌-୨ ଫ୍ଲାଟ ମାଲିକ ସଂଘ ପକ୍ଷରୁ ପାଳିତ ହୋଇଛି ସବୁଜ ଦିବସ । ପରିବେଶକୁ ସବୁଜ ସୁନ୍ଦର ଓ ପରିଷ୍କାର ରଖିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ । କରୋନା କାଳରେ ଲୋକେ

ବରିଷ୍ଟ ବିଜେଡ଼ି ନେତା କଳ୍ପତରୁ ଦାସଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକରେ ରକ୍ତଦାନ ଶିବିର

ଯାଜପୁର: ବରିଷ୍ଟ ବିଜେଡି ନେତା ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ପଦ ତୁଲାଇଥିବା ଜନନାୟକ କଳ୍ପତରୁ ଦାସଙ୍କ ଆଜି ହେଉଛି ଷଷ୍ଠ ଶ୍ରାଦ୍ଧ ବାର୍ଷିକ । ଏହି ଅବସରରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୬ଟି ସ୍ଥାନରେ ଆୟୋଜନ କରାଯାଇଛି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର । ଓଡ଼ିଶା ମୋ ପରିବାର ଓ

ଟୋକିଓ ଅଲିମ୍ପିକ୍ସ, ସେମିଫାଇନାଲରେ ଅର୍ଜୁନ ଓ ଅରବିନ୍ଦ

ନୂଆଦିଲ୍ଳୀ : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ଏହାର ଚମକ୍ରାର ପ୍ରଦର୍ଶନ ଜାରି ରଖିଛି । ଭାରତୀୟ ନୌଚାଳକ ଅର୍ଜୁନ ଜାଟ ଓ ଅରବିନ୍ଦ ସିଂ ସେମି ଫାଇନାଲରେ ପ୍ରବେଶ କରିବା ସହିତ ଇତିହାସ ରଚିଛନ୍ତି । ଏହା ପୂର୍ବରୁ କୌଣସି ବି ଭାରତୀୟ ନୌଚାଳକ ସେମିରେ ପ୍ରବେଶ କରି ପାରିନଥିଲେ । ଏହା

ଟୋକିଓ ଅଲିମ୍ପିକ୍ସ, ତୃତୀୟ ରାଉଣ୍ଡରେ ଭାରତୀୟ ଟେବୁଲ ଟେନିସ ଖେଳାଳୀ ମନିକା ବାତ୍ରା

ହଙ୍ଗେରୀ: ଟୋକିଓ ଅଲମ୍ପିକରେ ଭାରତୀୟ ଖୋଳୀଙ୍କ ପ୍ରଭାବ ଧିରେ ଧିରେ ବିସ୍ତାର ହେବାରେ ଲାଗିଛି । ଏକମାତ୍ର ଟେବୁଲ ଟେନିସ ଖେଳାଳି ଭାବରେ ଟୋକିଓରେ ଭାରତର ଆଶା ରହିଥିବା ମନିକା ବାତ୍ରା ରବିବାର କଡା ସଂଘର୍ଷପୂର୍ଣ୍ଣ ବିଜୟ ସହିତ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ୭ ସେଟ ବିଶିଷ୍ଟ

୨୮ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଆସନ୍ତା ୨୮ ତାରିଖ ମଧ୍ୟରେ ଉତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଡାର ପ୍ରଭାବରେ ରାଜ୍ୟରେ ଆଗାମୀ ୫ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଂଟା ମଧ୍ୟରେ

ଓଡ଼ିଆ ୟୁଟ୍ୟୁବର ଇଶାକ ମୁଣ୍ଡାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଂଶସା

ନୂଆଦିଲ୍ଲୀ: ସମ୍ବଲପୁରର ଇସାକ ମୁଣ୍ଡାଙ୍କୁ ମନ୍ କି ବାତରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କହିଛନ୍ତି ଦିନେ ଦିନ ମଜୁରିଆ ଥିବା ଇସାକ ମୁଣ୍ଡା ଆଜି ୟୁଟ୍ୟୁବ୍ ସେନସେସନ୍ ପାଲଟି ଯାଇଛନ୍ତି। ନିଜ ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ଅର୍ଥ ରୋଜଗାର କରୁଛନ୍ତି।

ପରିବାରକୁ ହସ୍ତାନ୍ତର ହେଲା ହାଇଦରର ମୃତଦେହ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ହାଇଦରର ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି । ପୋଷ୍ଟମଟମ ପରେ ବୋହୂ ଓ ତାଙ୍କ ପତ୍ନୀଙ୍କୁ ଶବ ହସ୍ତାନ୍ତର କରାଯାଇଛି । ତେବେ ହାଇଦର ଦେହରେ ୪ଟି ଗୁଳି ବାଜିଥିବା ସୂଚନା ଦେଇଛନ୍ତି ବାଲେଶ୍ୱର ଏଡିଏମଓ ସୁଶାନ୍ତ ନାୟକ । ଜଙ୍ଘରେ ୨ଟି ଓ ଅଣ୍ଟାରେ ୨ଟି ଗୁଳି

ବିଦ୍ୟାଙ୍କ ଚରିତ୍ରକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ ସୌମ୍ୟଙ୍କ ପରିବାର, ଅକ୍ଷୟଙ୍କ ସହ ରହିଛି ସମ୍ପର୍କ

ବାଲେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଉପରୁ ଏଯାବତ ଉଠିନାହିଁ ପରଦା । ତେବେ ମୃତ୍ୟୁ ପଛରେ ସ୍ତ୍ରୀ ବିଦ୍ୟାଭାରତୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ଆସୁଛନ୍ତି ସୌମ୍ୟଙ୍କ ପରିବାର । ଏହାରି ଭିତରେ ପୁଣିଥରେ ବୋହୂର ଚରିତ୍ରକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛନ୍ତି