Odia News Portal

କୁଆଖାଇ ନଦୀ ପଠାରୁ ଉଦ୍ଧାର ହେଲା ପୋତା ଯାଇଥିବା ମୃତୁଦେହ

ଭୁବନେଶ୍ୱର: ବାଲି ତଳେ ପୁରୁଷଙ୍କ ମୃତଦେହ। ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀ ପଠାରୁ ମୃତଦେହ ଉଦ୍ଧାର ଘଟଣାରେ ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି। ସ୍ୱତନ୍ତ୍ର ସ୍କ୍ଵାଡ ମଧ୍ୟ ତଦନ୍ତ କରୁଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବାଲି

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା, ଜାଣନ୍ତୁ ଓଆଇସି ମମତା ଓ ବିଦ୍ୟାଭାରତୀଙ୍କ ସମ୍ପର୍କ କଣ

ବାଲେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ସସପେନ୍ସ । ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ନେଇ ଉଠିଛି ପ୍ରଶ୍ନବାଚୀ । ତାଙ୍କ ଚରିତ୍ରକୁ ନେଇ ସମ୍ପର୍କ ଉଠାଯାଇଥିବା ବେଳେ ଏହି ଘଟଣା ସହ ଗୁରୁଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ

ସ୍ୱର୍ଣ୍ଣ ମନ୍ଦିରରେ ସିଦ୍ଧୁ

ଅମୃତସର: ପଞ୍ଜାବର କଂଗ୍ରେସ ପିସିସି ସଭାପତି ହେବା ପରେ ଆକ୍ସନ ମୁଡରେ ସିଦ୍ଧୁ । ଦଳକୁ ମଜବୁତ କରିବା ସହ ତୃଣମୂଳ ସ୍ତରର ନେତାଙ୍କ ସହ ମିଶି ସମସ୍ୟା ସମ୍ପର୍କରେ ପଚାରି ବୁଝୁଛନ୍ତି । ତେବେ ପଞ୍ଜାବ ରାଜନୀତିରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓ ନବନିଯୁକ୍ତ କଂଗ୍ରେସ

ଜୋରଦାର ହେବ କଂଗ୍ରେସ-ବିଜେପି ଲଢେଇ, ବିଜେଡି ଖୁସ୍‌

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ନବ ନିଯୁକ୍ତ ଗଣମାଧ୍ୟମ କର୍ମକର୍ତ୍ତାଙ୍କୁ ଯେଉଁ ଗୁରୁମନ୍ତ୍ର ଦେଇଛନ୍ତି ସେଥିରୁ ଆଗାମୀ ଦିନରେ ଦୁଇ ଜାତୀୟଦଳ କଂଗ୍ରେସ-ବିଜେପି ଲଢେଇ ରାଜ୍ୟରେ ଜୋରଦାର ହେବ ବୋଲି ଆଭାସ ମିଳିଛି । କଂଗ୍ରେସ ମୁଖ୍ୟତଃ କେନ୍ଦ୍ରର ବିଜେପି

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ହାର କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୪୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୨୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୮୨୮ ଜଣ ସ୍ଥାନୀୟ ସଂକ୍ରମଣରୁ ବୋଲି ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା

ନଜର ପକାନ୍ତୁ ଦେଶରେ କଣ ରହିଛି କରୋନା ଅପଡେଟ୍‌

ନୂଆଦିଲ୍ଲୀ: ଦୋଳି ଖେଳୁଛି ଦୈନିକ କରୋନା ସଂକ୍ରମଣ ହାର । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୩୮୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୩୮,୬୫୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ବୁଧବାର ସଂଧ୍ୟା ସୁଦ୍ଧା ମୋଟ ୩,୦୪,୨୯,୩୩୯ ଜଣ କରୋନା

କମୁନି କରୋନା ମୃତ୍ୟୁ, ଆଜି ରାଜ୍ୟରେ ୬୭ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ଧରୁନି କରୋନା ଜନ୍ଖଚ୍ଛ ମୃତ୍ୟୁ । ପ୍ରତିଦିନ ୬୦ରୁ ଉର୍ଦ୍ଧ୍ୱ ଲୋକଙ୍କ ପ୍ରାଣ ନେଉଛି ମହାମାରୀ । ରାଜ୍ୟରେ ଗୋଟିଏ ଦିନରେ ୬୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୦ ଜଣ କରୋନା ରୋଗୀ ରହିଥିବା

ଆମ ଜୀବନରେ ସଦଗୁରୁଙ୍କ ଭୂମିକା କଣ?

ଭୁବନେଶ୍ୱର: ଶିରିଡ଼ି ସାଇବାବା ଥିଲେ ସଦଗୁରୁ । ତେବେ ଯାହାକୁ ନେଇ ଅନେକ ଭକ୍ତ ପ୍ରଶ୍ନ ଉଠାଇଥାନ୍ତି କି, ଆମ ଜୀବନରେ ସଦଗୁରୁଙ୍କ ଭୂମିକା କଣ? ତେବେ ଜାଣନ୍ତୁ । ସଦଗୁରୁ ଯୋଗ୍ୟ ଶିଷ୍ୟଙ୍କୁ ଇଶ୍ୱର ଉପଲବ୍ଧିର କ୍ଷମତା ପ୍ରଦାନ କରିଥାନ୍ତି । ଶିଷ୍ୟକୁ ଗୋଟିଏ ସେପାନ ଉଠାର ଶେଷରେ ପରମହଂସ

ଜାଣନ୍ତୁ ମହାପ୍ରଭୁ ବର୍ଷରେ କେତେଥର ସୁନାବେଶରେ ଦର୍ଶନ ଦିଅନ୍ତି

ପୁରୀ: ଶ୍ରୀଜିଉମାନଙ୍କର ବର୍ଷକୁ ୬ ଥର ସୁନାବେଶ ନୀତି ଅନୁଷ୍ଠିତ ହୋଇଥାଏ। ଏଥିରୁ ଗୋଟିଏ ରଥ ଉପରେ ଥରେ ସୁନାବେଶ ହେବାର ପଂରାପରା ରହିଛି। ଏହା ବାହୁଡ଼ା ଯାତ୍ରାର ପରଦିନ ଅର୍ଥାତ ଆଶାଢ଼ ଶୁକ୍ଲ ପକ୍ଷ ଏକାଦଶୀ ତିଥିରେ ଶ୍ରୀଜିଉମାନଙ୍କୁ ରଥ ଉପରେ ସୁନା ବେଶ କରାଯାଇଥାଏ। ଏତଦ୍ ବ୍ୟତୀତ

ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଆଜି ହେଉଛି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ । ମହଣ ମହଣ ସୁନାରେ ଭୁଷିତ ହୋଇଛନ୍ତି ମହାପ୍ରଭୁ । ଭାଇ ଭଉଣୀଙ୍କ ସହ ତିନି ରଥରେ ବିରାଜମାନ କରିଛନ୍ତି କାଳିଆ ସାଆନ୍ତ । ସୁନାବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ । ଗତକାଲି ବାହୁଡ଼ା ଯାତ୍ରା ଥିଲା । ମାଉସିମା ଘରେ ପୋଡ଼ପିଠା ଖାଇବା ପରେ