ପାଣି ପାଣି ମୁମ୍ବାଇ
ମୁମ୍ବାଇ: ପ୍ରବଳ ବର୍ଷାରେ ବେହାଲ ହୋଇଛି ମୁମ୍ବାଇ ସହର । ସବୁଆଡେ ଖାଲି ପାଣି । ବର୍ଷା ଲାଗି ଯାତାୟତରେ ବ୍ୟାହତ ହୋଇଛି । ଟ୍ରେନ, ବସ ଏବଂ ଅନ୍ୟ ସେବା ମଧ୍ୟ ବନ୍ଦ ରହିଛି । ଟ୍ରେନ ଟ୍ରାକରେ ପାଣି ଜମି ରହିଥିବା କାରଣ ଚଳାଚଳରେ ଅସୁବିଧା ଉପୁଜିଛିମ୍ବୁଧବାରଠାରୁ ଲଗାଣ ବର୍ଷା ଲାଗି ସହରରେ!-->…
