Odia News Portal

ଛାଡ଼ ହୋଇପାରେ ବସ ମାଲିକଙ୍କ ଟିକସ

ଭୁବନେଶ୍ୱର: ଲାଗି ରହିଛି ଲକଡାଉନ ଏବଂ ସଟଡାଉନ । କରୋନା କଟକଣାକୁ ଦୃଷ୍ଟିରେ ରଖି ବସ ଚଳାଚଳ ଉପରେ କଟକଣା ଲଗାଯାଇଛି । ଯଦିଓ କିଛି ଜିଲ୍ଲାରେ ବସ ଚଳାଚଳ କରୁଛି ତେବେ କଟକଣା ମଧ୍ୟରେ ସ୍ୱଳ୍ପ ସଂଖ୍ୟକ ଯାତ୍ରୀଙ୍କୁ ନେଇ ବସ ଯାଉଛି । ଯେଉଁ କାରଣରୁ ବସ ମାଲିକ ମାନେ ବହୁ ଅସୁବିଧାର ସମ୍ମୁଖୀନ

ଜବତ ହେଲା ୫୦ ଲକ୍ଷ ଟଙ୍କାର ମଦ

ନୂଆଦିଲ୍ଲୀ: ବୁଧୁବାର ସକାଳେ ମୋହାନିଆ ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟରେ ଗାଡ଼ି ଯାଞ୍ଚ ସମୟରେ ଏକ୍ସାଇଜ୍ ବିଭାଗ ଏବଂ ପୋଲିସ୍ ଟିମ୍ ଏକ ଟ୍ରକ୍ରୁ ବହୁଳ ମାତ୍ରାରେ ମଦ ଜବତ କରିଛି । ବିହାରର ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏହାକୁ ବ୍ୟବହାର କରିବାକୁ ପ୍ରସ୍ତୁତି କରାଯାଉଥିଲା ବୋଲି ଜଣାପଡ଼ିଛି ।

ଅଗଷ୍ଟ ୯ରୁ ଯୁକ୍ତ ୩ ଶେଷ ସେମିଷ୍ଟାର

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଲେଜଗୁଡ଼ିକର ଯୁକ୍ତ ତିନି ଶେଷ (ଷଷ୍ଠ) ସେମିଷ୍ଟର୍ ରେଗୁଲାର୍ ଓ ବ୍ୟାକ୍ ପରୀକ୍ଷା ଆସନ୍ତା ଅଗଷ୍ଟ ୯ ତାରିଖରୁ ଆରମ୍ଭ ହେବ । ଯାହା ୧୨ ତାରିଖରେ ସରିବ । ଯୁକ୍ତ ତିନି କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଅନଲାଇନ୍

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ୱର: ଲମତାପୁଟରୁ ରାଜସ୍ଥାନ ଗଞ୍ଜେଇ ଚୋରା ଚାଲଣ ବେଳେ ମାଡ଼ିବସିଲା ପାଡ଼ୁଆ ପୋଲିସ । କାର ଏବଂ ଟ୍ରକରୁ ପ୍ରାୟ ଅଢେଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଯାହାର ଗଞ୍ଜେଇର ମୁଲ୍ୟ ୩୦ ଲକ୍ଷ ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି । ଖବର ଅନୁଯାୟୀ, କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ

କାଉଡ଼ି ଯାତ୍ରାକୁ ନେଇ ୟୁପି ସରକାରଙ୍କ ନିଷ୍ପତି ଉପରେ ସୁପ୍ରିମକୋର୍ଟ ରାୟ

ନୂଆଦିଲ୍ଲୀ: କରୋନାର ୩ୟ ତରଙ୍ଗର ଆଶଙ୍କାକୁ ନଜରରେ ରଖି କିଛି ରାଜ୍ୟରେ ,ରାଜ୍ୟସରକାର କାଉଡି ଯାତ୍ରା ଉପରେ ପ୍ରତିବନ୍ଧକ ଜାରି କରି ଥିବା ବେଳେ କିଛି ରାଜ୍ୟ କାଉଡି ଯାତ୍ରା ପାଇଁ ଅନୁମତି ଦେଇଛନ୍ତି। ଉତ୍ତରପ୍ରଦେଶରେ ଏହି ଯାତ୍ରା ପାଇଁ ଅନମୁତି ପ୍ରଦାନ କରାଇଥିବା ବେଳେ ଏହାକୁ ନେଇ

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା । ୧୧% ମହଙ୍ଗ ଭତ୍ତା ବଢ଼ିଛି । ଆଜି କେନ୍ଦ୍ର କ୍ୟାବିନେଟରେ ଏହା ମଞ୍ଜୁର ହୋଇଥିବା ସୂଚନା ମିଳିଛି । ତେବେ ଏହି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭%ରୁ ବଢ଼ି ୨୮ % ହୋଇଛି । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା

ସଂସଦୀୟ ଦଳ ନେତା ହେଲେ ପିୟୁସ ଗୋଏଲ

ନୂଆଦିଲ୍ଲୀ: ପୂର୍ବତନ ରେଳମନ୍ତ୍ରୀ ତଥା ବିଜେପିର ବରିଷ୍ଟ ନେତା ପିୟୁସ ଗୋଏଲ ହେଲେ ସଂସଦୀୟ ଦଳ ନେତା । ରାଜ୍ୟସଭା ସଂସଦୀୟ ଦଳ ନେତା ଭାବେ ବଛାଯାଇଛି । ଥାଓରଚାନ୍ଦ ଗେହଲେଟ କର୍ଣ୍ଣାଟକ ରାଜ୍ୟପାଳ ହେବା ପରେ ତାଙ୍କ ସ୍ଥାନରେ ଏହି ସ୍ଥାନରେ ପିୟୁସ ରହିଛନ୍ତି । ବିଜେପି କର୍ମୀଙ୍କ ପକ୍ଷରୁ

୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀର ପୁଲଓ୍ବାମାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ । ପୁଲୱାମା ସହରରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀଙ୍କୁ ସୂଚନା ମିଳିଥିଲା । ଏହା ପରେ ଆଜି ଭୋରରୁ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ୍ । ଆତଙ୍କବାଦୀଙ୍କ ସହ

ପୁରୀରେ ବୈଷୟିକ କମିଟିର ସ୍ୱତନ୍ତ୍ର ଟିମ୍‌

ପୁରୀ: ଶ୍ରୀମମନ୍ଦିର ଯାଞ୍ଚ କରିବା ପାଇଁ ବୈଷୟିକ କମିଟିର ସ୍ୱତନ୍ତ୍ର ଟିମ ପୁରୀରେ ଆଜି ପହଞ୍ଚି ସାରିଛନ୍ତି। ଏହି ଟିମ ଗର୍ଭ ଗୃହ, ନାଟ ମଣ୍ଡପ ସ୍ଥିତି ତଦାରଖ କରିବା ସହ ଶ୍ରୀମନ୍ଦିରର ଭିତର ସ୍ଥିତି ମଧ୍ୟ ଯାଞ୍ଚ କରାଯିବ। ବେହରଣ ଦ୍ୱାର ଖୋଲା ଯାଇଥିବା ବେଳେ ଏହାର ନିର୍ମାଣ କାର‌୍ୟ୍ୟର

ଆଜିଠୁ ଆଡପ ଅବଢ଼ା

ପୁରୀ: ଆଡପ ମଣ୍ଡପରେ ଚତୁର୍ଦ୍ଧାମୁରତୀ । ଜନ୍ମବେଦୀରେ ଶ୍ରୀଜିଉ ବିଜେ କରିବା ପରେ ଚଳଚଞ୍ଚଳ ହୋଇଉଠିଛି ଗୁଣ୍ଡିଚା ମନ୍ଦିର । କୋଭିଡ କଟକଣା କାରଣରୁ ଚଳିତ ବର୍ଷ ବି ଆଡପ ଦର୍ଶନ ବନ୍ଦ ରହିଛି । ଏଥିପାଇଁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । ଆଜିଠାରୁ ଗୁଣ୍ଡିଚା ମନ୍ଦିରରୁ