Odia News Portal

ଗାଇଡଲାଇନରେ ଯାତ୍ରାକୁ ଅନୁମତି ଦେଲେ ସରକାର

ଅଗଷ୍ଟ ମାସ ପାଇଁ କଟକଣା କୋହଳ କରିଛନ୍ତି ସରକାର  । ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଅନଲକ ପ୍ରକ୍ରିୟା  । ଏଥର ଗାଇଡଲାଇନରେ ଯାତ୍ରା ପାଇଁ ଅନୁମତି ମିଳିଛି  । ପୁଣି ଯାତ୍ରା ପେଣ୍ଡାଲରେ ଜଳିବ ଆଲୁଅ  । କଳାକାରମାନେ ମେକଅପ୍ ନେଇ ପୁଣି ଯାତ୍ରା ପରିବେଷଣ କରିବେ  । କଟକଣା ମଧ୍ୟରେ

ପୁଣି ବଢିଲା ଗ୍ୟାସ ସିଲିଣ୍ଡର ଦାମ୍‌

ପେଟ୍ରୋଲ ଓ ଡିଜେଲ ବଢୁଥିବା ଦାମ ମଧ୍ୟରେ ପୁଣି ତୈଳ କମ୍ପାନୀମାନେ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରିଛନ୍ତି  । ସୂଚନା ମୁତାବକ ବ୍ୟବସାୟୀକ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି ହୋଇଛି । ୧୯ କେଜି ସିଲିଣ୍ଡର ଉପରେ ୭୩.୫୦ ଟଙ୍କା ବୃଦ୍ଧି କରାଯାଇଛି । ଏପଟେ ଘରୋଇ ଗ୍ୟାସ ସିଲିଣ୍ଡରର

କ୍ୱାଟର ଫାଇନାଲରେ ହାରିଗଲେ ସତୀଶ

ଟୋକିଓ ଅଲିମ୍ପିକ୍ସରେ ବକ୍ସିଂ ସୁପର ହେଭି (+୯୧କେଜି) କ୍ୱାର୍ଟର ଫାଇନାଲ୍‌ରେ ହାରିଗଲେ ସତୀଶ କୁମାର। ସେ ଉଜ୍‌ବେକିସ୍ତାନର ବାଖୋଦିର ଜଲୋଲୋଭଙ୍କ ଠାରୁ ପରାସ୍ତ ହୋଇଛନ୍ତି। ତିନୋଟି ଯାକ ରାଉଣ୍ଡରେ ସତୀଶ କୁମାରଙ୍କ ଉପରେ ଭାରି ପଡ଼ିଥିଲେ ବିଶ୍ୱର ଏକ ନମ୍ବର ଖେଳାଳି ବାଖୋଦିର। ସତୀଶଙ୍କୁ

୫ ରୁ ଖୋଲିବ ଭିତର କନିକା

ଅଗଷ୍ଟ ୫ ତାରିଖରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ରାଜନଗର ବନଖଣ୍ଡ ଅଧିକାରୀ ଡ. ଯଜ୍ଞଦତ୍ତ ପତି ଦେଇଛନ୍ତି ଏହି ସୂଚନା।-ADVERTISEMENT- ଅଗଷ୍ଟ ମାସର କରୋନା କଟକଣା ଗାଇଡ୍‌ଲାଇନ୍ ଆସିବା ପରେ ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକାକୁ

ଚକାଡୋଳାକୁ ଦେଖିପାରିବେ ଭକ୍ତ

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ଖୋଲିବାର ରସ୍ତା ଖୋଲିଯାଇଛି । ରାଜ୍ୟ ସରକାର ଅଗଷ୍ଟ ମାସ କୋଭିଡ୍‌ ମାର୍ଗଦର୍ଶିକାରେ ଏଭଳି ସୂଚନା ଦେଇଛନ୍ତି । ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବା ନଖୋଲିବା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଉପରେ ଛାଡ଼ି ଦେଇଛନ୍ତି ରାଜ୍ୟ ସରକାର ।

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି । ତେବେ ବିଭିନ୍ନ କାରଣ ପାଇଁ ଏଥର ୧୧ଶହ ୮୪ ଜଣଙ୍କ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସ୍ଥଗିତ ରଖାଯାଇଛି । ବିଜ୍ଞାନ ବିଭାଗ ରେଗୁଲାରରେ ୯୦, ଏକ୍ସରେଗୁଲାରରେ ୭୧୦ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସ୍ଥଗିତ ରହିଛି ।

ଆଜି ବ୍ରୋଂଜ ପାଇଁ ଖେଳିବେ ସିନ୍ଧୁ

ଆଜି ବ୍ରୋଂଜ ପଦକ ପାଇଁ ଖେଳିବେ ପି.ଭି ସିନ୍ଧୁ । ଆଜି ସିନ୍ଧୁ ଚୀନର ବିଙ୍ଗ ଜିଆଓଙ୍କୁ ଭେଟିବେ । ଏହି ମ୍ୟାଚ୍ ଜିତିଲେ ସିନ୍ଧୁ ବ୍ରୋଞ୍ଜ ପଦକ ହାସଲ କରିବେ ।ଗତକାଲି ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ସିନ୍ଧୁ ଜାଇନିଜ୍ ତାଇପେଇ ତାଇ ଜୁ ୟୁଙ୍ଗଙ୍କଠାରୁ ପରାସ୍ତ ହୋଇଥିଲେ । ଗତ ରିଓ

ସେମିଫାଇନାଲ ପାଇଁ ଓହ୍ଲାଇବ ଭାରତୀୟ ପୁରୁଷ ହକି ଦଳ

ଟୋକିଓ ଅଲିମ୍ପିକ୍ସର ପୁରୁଷ ହକି କ୍ୱାର୍ଟର ଫାଇନାଲରେ ଆଜି ଗ୍ରେଟ୍ ବ୍ରିଟେନକୁ ଭେଟିବ ଭାରତୀୟ ହକି ଦଳ  । ୫ଟା ୩୦ରେ ଏହି ମ୍ୟାଚ୍ ଖେଳାଯିବ  । ୪୧ ବର୍ଷ ପରେ ସେମିଫାଇନାଲ ଟିକେଟ୍ ହାସଲ ପାଇଁ ଲଢିବ ଭାରତୀୟ ଦଳ  । ୮ ଥର ସ୍ୱର୍ଣ୍ଣ ବିଜେତା ଭାରତୀୟ ଦଳ ପାଖରେ ୪୧ ବର୍ଷ ପରେ ସେମିଫାଇନାଲ

ହାପି ବାର୍ଥଡେ କିଆରା ଆଡଭାନୀ

କିଆରା ଆଡଭାନୀ ବଲିଉଡ୍ ଇଣ୍ଡଷ୍ଟ୍ରୀର ଜଣେ ଆଗଧାଡିର ଅଭିନେତ୍ରୀ । ମାତ୍ର କିଛି ବର୍ଷ ମଧ୍ୟରେ ସେ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି । କିଆରା ଜଣେ ଏଭଳି ଅଭିନେତ୍ରୀ ଯିଏକି ଖୁବ୍ କମ୍ ସମୟରେ ନିଜର ଏକ ଖାସ୍ ପରିଚୟ ସୃଷ୍ଟି କରି ପାରିଛନ୍ତି । ତାଙ୍କର ସରଳ ବ୍ୟବହାର ସହ ସୁନ୍ଦର ଅଭିନୟ

ଆଜି ବିଶ୍ୱ ବନ୍ଧୁତା ଦିବସ

ଆଜି ବିଶ୍ୱ ବନ୍ଧୁତା ଦିବସ । ସ୍କୁଲ କଲେଜରୁ ଆରମ୍ଭ କରି ପାର୍କ ମଲ ଆଦିରେ ବନ୍ଧୁମାନଙ୍କ ଭିଡ଼ ଜମିଥାନ୍ତା । କିଏ ଉପହାର ଦେଇ ବନ୍ଧୁତାର ପୁରୁଣା ସ୍ମୃତିକୁ ମନେ ପକାଇଥାନ୍ତା ତ ଆଉ କିଏ ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ ବାନ୍ଧି ଶୁଭେଚ୍ଛା ଜଣାଇଥାନ୍ତା । ପୁଣି କିଏ କେକ୍‌ କାଟି ବନ୍ଧୁତା ଦିବସକୁ