Odia News Portal

ବକ୍ସରଙ୍କୁ ବାଲୁକା ମାଧ୍ୟମରେ ଶୁଭେଚ୍ଛା

ବକ୍ସରଙ୍କୁ ବାଲୁକାକଳା ମାଧ୍ୟମରେ ଶୁଭେଛା । ଭାରତୀୟ ବକ୍ସର ଲଭଲିନାଙ୍କୁ ବାଲୁକାକଳା ମାଧ୍ୟମରେ ଶୁଭେଛା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଲଭଲିନାଙ୍କୁ ଶୁଭେଛା ଜଣାଇ ସଫଳତା କାମନା କରିଛନ୍ତି । ଟୋକିଓ

ଜୁଲାଇ ମାସରେ ସୁଧୁରିଛି ଅର୍ଥ ବ୍ୟବସ୍ଥା

ଦେଶରେ ଦ୍ରବ୍ୟ ଏବଂ ସେବା କର (GST) ଆଦାୟ ପରିମାଣ ବୃଦ୍ଧି​ ପାଉଛି । ଜୁଲାଇ ମାସରେ ୩୩ ପ୍ରତିଶତ ବୃଦ୍ଧି ପାଇଛି ଜିଏସ୍‌ଟି ଆଦାୟ । ଚଳିତ ମାସରେ ମୋଟ ୧.୧୬ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି । ଜୁଲାଇ ମାସରେ ଆଦାୟ ହୋଇଥିବା ଜିଏସ୍‌ଟି ପରିମାଣରୁ ଜଣାପଡୁଛି ଯେ, ଦେଶର

ପୁଣି ଚର୍ଚ୍ଚାରେ ବାବୁଲ ସୁପ୍ରିୟୋ

ଗୋଟିଏ ଦିନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଇଥିବା ବାବୁଲ ସୁପ୍ରିୟୋ ପୁଣି ଏକ ଫେସ୍‌ବୁକ୍‌ ପୋଷ୍ଟ ଲେଖିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବେଙ୍ଗଲ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଏବଂ ଟିଏମସିର କୃଣାଲ ଘୋଷଙ୍କୁ ଟାର୍ଗେଟ କରିଛନ୍ତି । ବେଙ୍ଗଲୀରେ ଲେଖିଥିବା

ଜାପାନରେ ବଢୁଛି କରୋନା ସଂକ୍ରମଣ

ଜାପାନରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ହଠାତ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ସରକାର । ଟୋକିଓ, ସୈତାମା, ଚିବା, କାନାଗାମା, ଓସାକା ଏବଂ ଓକିନାୱାରାରେ ଜରୁରୀ ପରିସ୍ଥିତି ଘୋଷଣା ହୋଇଛି । ଟୋକିଓରେ ଅଲମ୍ପିକ୍

ହାପି ବାର୍ଥ ଡେ ତାପସି ପନ୍ନୁ

ବଲିଉଡ ଅଭିନେତ୍ରୀ ତାପସି ପନ୍ନୁଙ୍କ ଆଜି ଜନ୍ମଦିନ । ୧ ଅଗଷ୍ଟ ୧୯୮୭ରେ ଦିଲ୍ଲୀରେ ଏକ ସିଖ୍ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ପିତା ଜଣେ ବ୍ୟବସାୟୀ ହୋଇଥିବା ବେଳେ, ମା’ ଗୃହିଣୀ । ବଲିଉଡର ସେହି ଅଭିନେତ୍ରଙ୍କ ମଧ୍ୟରୁ

ବଢୁଛି ତୃତୀୟ ଲହରର ଆଶା

ଆସୁଛି କି ତୃତୀୟ ଲହର । ପୁଣି ସତର୍କ କରାଇଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ଗତ କିଛି ଦିନ ହେଲା ସଂକ୍ରମଣ ଅପେକ୍ଷା ସୁସ୍ଥ ରୋଗୀଙ୍କ ସଂଖ୍ୟା କମିବା ଚିନ୍ତା ଜନକ ବିଷୟ । ସେହିପରି କେରଳ , କର୍ଣ୍ଣାଟକ ଭଳି ରାଜ୍ୟରେ ପୁଣି ସଂକ୍ରମଣ ବଢ଼ିଲାଣି । ଏହା ରାଜ୍ୟ

ଦେଶ ବିରୋଧୀ ଏବଂ ପଥର ଫିଙ୍ଗାଳୀଙ୍କୁ ମିଳିବନି ସରକାରୀ ଚାକିରୀ

ଜାମ୍ମୁକାଶ୍ମୀରରେ ଦେଶଦ୍ରୋହୀ ଏବଂ ପଥର ଫିଙ୍ଗାଳିଙ୍କୁ ସାବାଡ କରିବାକୁ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ପଥର ଫିଙ୍ଗାଳି ଏବଂ ଦେଶଦ୍ରୋହ କାର୍ଯ୍ୟରେ ଲିପ୍ତ ଲୋକମାନଙ୍କ ପାଇଁ ଜାମ୍ମୁକାଶ୍ମୀର ପ୍ରଶାସନ ଏକ ନୂଆ ଆଦେଶ ଜାରି କରିଛି। ଏହା ଦ୍ବାରା ଏବେ ସେହିଭଳି ଲୋକମାନେ ନା

ପୋଲିସ ନିକଟରେ ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ

ପୋଲିସ ପାଖରେ କେକେବିଏନ ଡିଭିଜନ ହାର୍ଡକୋର ମାଓବାଦୀ କଲା ଆତ୍ମସମର୍ପଣ । ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଲେ ଉତ୍ତରାଞ୍ଚଳ ଡ଼ିଆଇଜି। ବଲାଙ୍ଗୀର ସୀମାବର୍ତୀ ବୌଦ୍ଧ-କନ୍ଧମାଳ ସୀମାରୁ ଗତ ୧୬ତାରିଖରେ ଜଣେ ସନ୍ଦିଗ୍ଧ ହାର୍ଡକୋର ମାଓବାଦୀ ଗିରଫ ଘଟଣାର ଆଜି ସାମ୍ବାଦିକ ସମ୍ମିଳନୀରେ

ରସାବଳୀକୁ ମିଳୁ ଜି ଆଇ. ଟ୍ୟାଗ

ପାର୍ଲିଆମେଣ୍ଟରେ କେନ୍ଦ୍ରାପଡ଼ାର ରସାବଳୀ । କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ଜି ଆଇ. ଟ୍ୟାଗ କରିବା ପାଇଁ ସାଂସଦ ସୁବାଷ ସିଂହଙ୍କ ନେତୃତ୍ୱରେ ସାଂସଦ ମୁନା ଖାନ ଓ ସାଂସଦ ମମତା ମହନ୍ତ ପ୍ରମୁଖ ଆଜି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭୋଟିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ

ଢାବାରେ ଗୁଳିକାଣ୍ଡ ଜଣେ ମୃତ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗାଁର ବାସନ୍ତୀ ଢାବାରେ ଗୁଳିକାଣ୍ଡ । ଗୁଳିକାଣ୍ଡରେ ଢ଼ାବା ମାଲିକାଣି ବାସନ୍ତୀ ମେହେର ମୃତ । ଦୁଇଜଣ ଯୁବକ ଏକ ମୋଟର ସାଇକେଲରେ ଆସି ବାସନ୍ତୀଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଗୁଳିମାଡ଼ରେ ବାସନ୍ତୀ ଗୁରୁତର ହୋଇ ପଡ଼ିଥିଲେ ।