Odia News Portal

ପାକିସ୍ତାନରେ ଆତଙ୍କୀ ହମଲା, ୧୦ ମୃତ

ଲାହୋର: ଉତ୍ତର ପାକିସ୍ତାନରେ ଏକ ବସ୍ରେ ବୋମା ବିସ୍ଫୋରଣ ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଚୀନ୍ର ୬ ଜଣ ନାଗରିକ ମଧ୍ୟ ଅଛନ୍ତି। ଏହାଛଡ଼ା ଜଣେ ପାକିସ୍ତାନୀ ସୈନିକ ମଧ୍ୟ ଏହି ଘଟଣାରେ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ବୁଧବାର ଆତଙ୍କବାଦୀମାନେ ଏକ ବସ୍କୁ ଟାର୍ଗେଟ

ମୁଖ୍ୟମନ୍ତ୍ରୀ ଫିଟନେସ ମନ୍ତ୍ର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନେତା ଓ ମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ କଥା ହେବାବେଳେ ଫିଟନେଓ ମନ୍ତ୍ର ଦେଇଥିବା ଦେଖିବାକୁ ମିଳିଛି । ଗତକାଲି ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବୀନ ବେଶ ଫିଟ୍ ଥିବା ନଜର ଆସିଥିଲେ । ସେ ଏକ କଳା ରଙ୍ଗର ଟିସାର୍ଟ

ଫ୍ୟାମିଲକୋର୍ଟରେ ବର୍ଷା-ଅନୁଭବ

କଟକ: ଫ୍ୟାମିଲକୋର୍ଟରେ ପହଞ୍ଚିଛନ୍ତି ଷ୍ଟାରକପୁଲ ବର୍ଷା ଏବଂ ଅନୁଭବ । ଉଭୟଙ୍କ ମଧ୍ୟରେ ବୁଝାବଣା ହେବ । ଆଜି ପ୍ରଥମେ ବର୍ଷା ଫ୍ୟାମିଲ କୋର୍ଟରେ ହାଜର ହୋଇଥିବା ବେଳେ ପରେ ଅନୁଭବ ଆସିଥିବା ଦେଖିବାକୁ ମିଳିଛି । ସେପଟେ ଉଭୟଙ୍କ ମଧ୍ୟରେ କଣ ବୁଝାବଣା ହେବ ତାଉପରେ ରହିଛି ସମସ୍ତଙ୍କ ନଜର ।

୫୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ନଗଦ ୩୩ ଲକ୍ଷ ୮୦ ହଜାର ଜବତ

ଭୁବନେଶ୍ୱର: ଲକଡାଉନ ଏବଂ ସଟଡାଉନରେ ମାତିଛନ୍ତି ନିଶାଡି । ବଢ଼ୁଛି ନିଶାକାରବାର । ତେବେ କମିଶନରେଟ ପୋଲିସ ପଞ୍ଝାରେ ପଡିଛି ଏକ ବଡ଼ ବ୍ୟବସାୟୀ । ସହୀଦନଗର ଥାନା କେସୁରା ଅଞ୍ଚଳରୁ ଜଣଙ୍କ ଘରୁ ୫୫0 ଗ୍ରାମ ବ୍ରାଉନସୁଗାର ସହ ନଗର ୩୩ ଲକ୍ଷ ୮୦ ହଜାର ଟଙ୍କା ମିଳିଛି । ପୋଲିସ ଏସବୁ ଜବତ

ଆଜି ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ପୂର୍ବାହ୍ନ ୧୧ଟାରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ । ସମ୍ପୃକ୍ତ ରାଜ୍ୟରେ କୋଭିଡ-୧୯ ପରିସ୍ଥିତି ଓ ଟିକାକରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସମୀକ୍ଷା

ମେଟ୍ରିକ ଅନଲାଇନ୍ ଫର୍ମଫିଲପର ଆଜି ଶେଷଦିନ, ଜାଣନ୍ତୁ କେତେଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି

ଭୁବନେଶ୍ୱର: ମାଟ୍ରିକ୍ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ପାଇଁ ବୁଧବାର ଶେଷ ଦିବସ । ବିକଳ୍ପ ମୂଳ୍ୟାୟନ ପଦ୍ଧତିରେ ଦିଆଯାଇଥିବା ମାର୍କରେ ଅସନ୍ତୁଷ୍ଟ ପିଲାଙ୍କ ଅଫଲାଇନ୍ ପରୀକ୍ଷା କରାଯିବ । ତେବେ ଚଳିତ ମାସ ୫ରୁ ଫର୍ମ ପୂରଣ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ

ବିଜେପିର ବିଜୁଳି ରାଜନୀତିକୁ ନେଇ ଚର୍ଚ୍ଚା, ଆପ୍ ଭୟ ନୁହେଁ ତ ?

ଭୁବନେଶ୍ୱର : ରାଜ୍ୟ ବିଜେପିର ବିଜୁଳି ରାଜନୀତି ଏବେ ଚର୍ଚ୍ଚାରେ । ବିଜୁଳି ଦର ବଢିବା ପରେ ଖାଉଟିମାନେ ଦୁଇ ଦୁଇ ଥର ବର୍ଦ୍ଧିତ ଦର ଦେଇ ସାରିଲେଣି । ତେବେ ଦର ବଢିବା ଠାରୁ ସେଭଳି ଶାଣିତ ସ୍ୱର ଉଠାଇନଥିବା ବିଜେପି ଏବେ ହଠାତ୍ ପ୍ରତିକ୍ରିୟାଶୀଳ ହେବାକୁ ଅନେକ ହଜମ କରିପାରୁ ନାହାନ୍ତି ।

ଫ୍ୟାମିଲ କୋର୍ଟରେ ବର୍ଷା

କଟକ: ଫ୍ୟାମିଲ କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଅନୁଭବ ମହାନ୍ତି ଏବଂ ବର୍ଷାଙ୍କ ମଧ୍ୟରେ ଦୀର୍ଘଦିନ ହେବ ଲାଗି ରହିଥିବା ବିବାଦ ସମ୍ପର୍କରେ ଆଜି ହେବ ଆଲୋଚନା । ପୂର୍ବରୁ ଉଭୟଙ୍କୁ ନେଇ ଅନେକ ଥର ଆଲୋଚନା କରାଯାଇଥିଲେ ସୁଦ୍ଧା ସବୁକିଛି ବିଫଳ ହୋଇଛି । ପୂର୍ବରୁ ୯

ରାଜ୍ୟରେ ୬୫ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁସଂଖ୍ୟା ୪୭୯୫କୁ ବୃଦ୍ଧିପାଇଛି। ଏହି ସମୟ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ବରଗଡ ଜିଲାରୁ ୧୦ ଜଣ

ଆଜି ଦେଶରେ ୬୨୪ ଜଣଙ୍କ ମୁଣ୍ଡନେଲା ମହାମାରୀ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୮୭୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦେଶର କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୬୨୪କୁ ହ୍ରାସ ପାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ( ବୁଧବାର ଦିନ ୮ଟା ସୁଦ୍ଧା) ଦେଶରେ ୩୮,୭୯୨ ନୂଆ କରୋନା