Odia News Portal

ଚଳିତ ମାସରେ ଆସିପାରେ ତୃତୀୟ ଲହର

ଚଳିତ ମାସ ଆସିପାରେ କରୋନାର ତୃତୀୟ ଲହର । ଦେଶରେ କରୋନାର ତୃତୀୟ ଲହର ଅବସମ୍ଭାବୀ ବୋଲି ବିଶେଷଜ୍ଞମାନେ ମତ ରଖୁଥିବା ବେଳେ, ଏହା କେବେ ଆସିବ ତାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଆସୁଛି । ହେଲେ ଦେଶରେ ଦ୍ୱିତୀୟ ଲହରର ପ୍ରଭାବକୁ ନେଇ ସଠିକ୍ ଆକଳନ କରିଥିବା ଆଇଆଇଟି ଗାଣିତିକ ମଡେଲ,

ଆସନ୍ତା କାଲି ଠାରୁ ଖୋଲିବ ନନ୍ଦନ କାନନ ପ୍ରାଣୀ ଉଦ୍ୟାନ

ଆସନ୍ତକାଲିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ପ୍ରାୟ ତିନି ମାସ ଧରି ବନ୍ଦ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ତେବେ କରୋନା କାଳରେ ପର୍ଯ୍ୟଟକଙ୍କ ପାଇଁ କ’ଣ ରହିବ ଗାଇଡଲାଇନ୍ ତାକୁ ଅପେକ୍ଷା କରାଯାଇଛି । ଏନେଇ

ଚତୁର୍ଥ ସ୍ଥାନରେ ଭାରତୀୟ ମହିଳା ହକି ଟିମ

ଇତିହାସ ରଚିବା ଲକ୍ଷ୍ୟରେ ଭାରତୀୟ ମହିଳା ହକି ଦଳ । ଗ୍ରୁପ୍ ପର୍ଯ୍ୟାୟର ଶେଷ ଦୁଇଟି ମ୍ୟାଚ୍ ଜିତି ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହି ପ୍ରଥମ ଥର ଲାଗି ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଆଜି ଗ୍ରୁପ୍-ବିର ଶୀର୍ଷ ଦଳ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ଭାରତର

ରାଜଧାନୀରେ ଖୋଲିବ ହଲ୍ ଏବଂ ମଲ୍‌

ଅଗଷ୍ଟ ଗାଇଡ୍ ଲାଇନ ଅନୁଯାୟୀ ସୋମବାରଠୁ ରାଜଧାନୀରେ ଖୋଲିଛି ପାର୍କ । ସେହିପରି ମଲ୍ ଏବଂ ସିନେମା ହଲ ଗୁଡିକ ଖୋଲିବା ପୂର୍ବରୁ ସାନିଟାଇଜ୍ କରାଯାଇଛି । ଭିଡ଼ ଏଡ଼ାଇବାକୁ ମଲ ଗୁଡିକରେ ଲଗାଇଯାଇଛ ଫୁଟ୍ କାଉଣ୍ଟ ମେସିନ୍ । ଫଳରେ ମଲକୁ କେତେ ଲୋକ ପଶିଲେ, କେତେ ବାହାରିଲେ ଜଣାପଡ଼ିବ ।

ଆସନ୍ତା ଦୁଇ ଦିନ ରାଜ୍ୟରେ କାଁ ଭାଁ ବର୍ଷା

ଆସନ୍ତା ଦୁଇ ଦିନ ରାଜ୍ୟରେ କାଁ ଭାଁ ବର୍ଷା ହେବାର ସମ୍ଭାବନା ଅଛି । ଦିନବେଳା ପାଗ ଶୁଖିଲା ରହିବ । ସନ୍ଧ୍ୟାରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ

ଆଜିଠୁ ଗଡୁନି ମୋ ବସ୍‌, ଧାରଣାରେ ଡ୍ରାଇଭର

ଧାରଣାରେ ମୋ ବସ୍ ଡ୍ରାଇଭର । ରାଜଧାନୀରେ ଆଜି ଗଡୁନି ମୋ ବସ୍ । ଦରମା ବୃଦ୍ଧି ସମେତ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି ମୋ ବସ୍ କର୍ମଚାରୀ । ବର୍ତ୍ତମାନ ଦିନକୁ ୮ ଘଣ୍ଟା ଡ୍ୟୁଟି ହିସାବରେ ମାସକୁ ଦରମା ମିଳୁଛି ୧୨ ହଜାର ଟଙ୍କା । ଏତିକି ଟଙ୍କାରେ ପରିବାର ପୋଷିବା କଷ୍ଟ ହେଉଛି

ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ

ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ

କଟକଣା ଭିତରେ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଭିଡର ଦ୍ବିତୀୟ ଲହର ପାଇଁ ଅପ୍ରେଲ ମାସ ୧୫ ତାରିଖଠାରୁ ବନ୍ଦ ଥିବା ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି। ଦୀର୍ଘ ଦିନ ଧରି ବନ୍ଦ ଥିବା ସୂର୍ଯ୍ୟ ମନ୍ଦିର ସୋମବାର ସକାଳ ୬ଟାରେ ପ୍ରଥମେ ମୁଖ୍ୟ ଫାଟକ ଖୋଲିବା ପରେ ଦେଖିବାକୁ ମିଳିଥିଲା

ପିଭି ସିନ୍ଧୁ ଜିତିଲେ ବ୍ରୋଞ୍ଜ

ଭାରତକୁ ଆଉ ଏକ ମେଡାଲ । ଟୋକିଓ ଅଲିମ୍ପିକରେ ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ୍‌ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତର ପିଭି ସିନ୍ଧୁ । ଚାଇନାର ହେ ବିଙ୍ଗ୍‌ ଜିଆଓଙ୍କୁ ହରାଇ ଭାରତ ପାଇଁ ଆଉ ଏକ ମେଡାଲ ଆଣିଛନ୍ତି ପିଭି ସିନ୍ଧୁ । ଚାଇନାର ବିଙ୍ଗ୍‌ ଜିଆଓଙ୍କୁ ସିଧାସଳଖ ୨-୦ ରେ ହରାଇଲେ

ଫ୍ରେଣ୍ଡସିପ ଡେ ଭେଟି

ଫ୍ରେଣ୍ଡସିପ ଡେ’ଭେଟି। ସାମ୍ନାକୁ ଆସିଲା ସାଉଥ ସୁପରଷ୍ଟାର ରାମଚରଣ ଓ ଜୁନିଅର ଏନ୍‌ଟିଆର୍‌ଙ୍କ ଜବରଦସ୍ତ ଦୋସ୍ତି। ଫ୍ରେଣ୍ଡସିପ୍ ଡେ’କୁ ଆହୁରି ଅଧିକ ସ୍ୱତନ୍ତ୍ର କରିବା ପାଇଁ ‘ଆର୍‌ଆର୍‌ଆର୍‌’ ଫିଲ୍ମ ନିର୍ମାତା ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବନ୍ଧୁତ୍ୱକୁ ଟ୍ରିବ୍ୟୁଟ୍ ଦେବା ପାଇଁ ରିଲିଜ