Odia News Portal

ସେପ୍ଟେମ୍ବର ୧ ଯାଏଁ ଆଶିଂକ ଲକ୍‌ଡାଉନ୍‌

ଆଜିଠୁ ସାମାନ୍ୟ କଟକଣା ସହ ଖୋଲିଲା ଓଡ଼ିଶା । ଦୀର୍ଘ ଦିନର ଲକଡାଉନ୍ କଟକଣା ପରେ ଏବେ ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍ । ସାରା ରାଜ୍ୟରେ ଆଜିଠୁ ସପିଙ୍ଗମଲ, ସିନେମା ହଲ୍ , ପାର୍କ, ସହ ସବୁ ଦୋକାନ ବଜାର ଖୋଲିବାକୁ ଯାଉଛି । କୋଭିଡ୍ କଟକଣା ମଧ୍ୟରେ ଏସବୁ ଖୋଲିବାକୁ ଅନୁମତି ମିଳିଛି ।

ଧୀରେ ଧୀରେ କମୁଛି ସଂକ୍ରମଣ

ଜୁଲାଇ ପରେ ଅଗଷ୍ଟ ବି ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୩୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍

ଜୁଲାଇ ମାସରୁ ଗାଏବ ହୋଇଛି ବର୍ଷା

ଜୁଲାଇ ମାସରେ ରାଜ୍ୟରୁ ବର୍ଷା ଗାଏବ ହୋଇଯାଇଛି । ସ୍ୱାଭାବିକଠାରୁ କମ୍‌ ପରିମାଣରେ ବର୍ଷା ହୋଇଛି । ଏଥିପାଇଁ କିଛି ସ୍ଥାନରେ ଚାଷ କାମ ବାଧାପ୍ରାପ୍ତ ହେଲାଣି । ଜୁନ୍‌ ମାସରେ ୧୫୨ ବ୍ଲକ୍‌ରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଜୁଲାଇରେ ୧୯୧ ବ୍ଲକ୍‌ରେ ନିଅଣ୍ଟିଆ ବର୍ଷା ହୋଇଛି। ତେବେ

ସବୁ ରୁଟ୍‌ରେ ଗଡିବ ମୋ ବସ୍‌

ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ସମସ୍ତ ରୁଟ୍‌ରେ ଗଡ଼ିବ ‘ମୋ ବସ୍‌’। ସକାଳ ୭ଟାରୁ ସନ୍ଧା ୭ଟା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ସପ୍ତାହାନ୍ତ ସଟ୍‌ଡାଉନ୍‌ରେ କେବଳ ରେଳ ଷ୍ଟେସନ୍‌ ଓ ବିମାନ ବନ୍ଦରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ରୁଟ୍‌ରେ ମୋ ବସ୍‌ ସେବା ବନ୍ଦ ରହିବ । ବସ୍‌ରେ ଯାତ୍ରା

ରାଜନୀତିରୁ ସନ୍ୟାସ ନେଲେ ବାବୁଲ ସୁପ୍ରିୟୋ

ଜାତୀୟ ରାଜନୀତିରେ ଏକ ବଡ ଘଟଣା ଘଟିଛି । ପଶ୍ଚିମବଙ୍ଗରୁ ବିଜେପି ସାଂସଦ ଓ ପୂର୍ବ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ୟାସ ନେଉଥିବା ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି କି ସାମଜ ସେବା କରିବାକୁ ସେ ରାଜନୀତିରେ

ସେମିଫାଇନାଲରେ ହାରିଗଲେ ସିନ୍ଧୁ

ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆସିଛି ନିରାଶାର ଖବର । ଆଜି ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମିଫାଇନାଲରେ ପରାଜିତ ହୋଇଛନ୍ତି ପିଭି ସିନ୍ଧୁ । ବିଶ୍ୱର ୧ ନମ୍ବର ବ୍ୟାଡମିଣ୍ଟନ ତାରକା ଚୀନର ତାଇ ଜୁ-ୟିଙ୍ଗଙ୍କ ଠାରୁ ପରାସ୍ତ ହୋଇଛନ୍ତି ସିନ୍ଧୁ । ଆଜି ଖେଳାଯାଇଥିବା

ରାଜ୍ୟରେ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଖୋଲିବ ଆଂଶିକ ସଟ୍‌ଡାଉନ

ଅଗଷ୍ଟ ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍‌ ଜାରି କରାଯାଇଛି । ଅଗଷ୍ଟ ଗାଇଡଲାଇନ୍‌ ନେଇ ସୂଚନା ଜାରି କରିଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । କଟକ ଏବଂ ଭୁବନେଶ୍ବରରେ ସ୍ଥିତି ଏତେଟା ଉଦବେଗଜନକ ନୁହେଁ । ରାଜ୍ୟର ୨୭ ଜିଲ୍ଲାରେ ସଂକ୍ରମଣ ନଗଣ୍ୟ ରହିଛି । ସେପ୍ଟେମ୍ବର ୧

ରାଜ୍ୟରେ ଖୋଲିବ ସିନେମା ହଲ୍‌, ପାର୍କ, ପର୍ଯ୍ୟଟନସ୍ଥଳୀ

ରାଜ୍ୟରେ କରୋନା ସ୍ଥିତିକୁ ନଜରରେ ରଖି ଅଗଷ୍ଟ ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍‌ ଜାରି କରିଛନ୍ତି ସରକାର । ଏସ୍‌ଆରସି ପ୍ରଦୀପ ଜେନା ଅଗଷ୍ଟ ଗାଇଡଲାଇନ୍‌ ନେଇ ସୂଚନା ଜାରି କରିଛନ୍ତି । କଟକ, ଭୁବନେଶ୍ବରରେ ଏବଂ ପୁରୀରେ ସପ୍ତାହନ୍ତ ସଟ୍‌ଡାଉନ୍‌ ଜାରି ରହିବ । ରାଜ୍ୟର ୨୭

କ୍ୱାଟର ଫାଇନାଲରେ ହାରିଲେ ପୂଜା ରାଣୀ

ଭାରତ ପାଇଁ ପ୍ରଥମ ପଦକ ମୀରାବାଈ ଚାନୁ ଜିତିଥିଲେ। ଏହା ପରଠୁ ଭାରତ ଗୋଟିଏ ହେଲେ ପଦକ ଜିତି ପାରିନାହିଁ। ଗତକାଲି ପଦକର ସବୁଠୁ ବଡ ଆଶା ଦୀପିକା କୁମାରୀ ହାରିଥିଲେ। ଶନିବାର ଭାରତର ପଦକ ଆଶାରେ ଆଉ ଏକ ଝଟକା ଲାଗିଛି। କ୍ଵାର୍ଟର ଫାଇନାଲରେ ବକ୍ସର ପୂଜା ରାଣୀ ପରାଜିତ

ବନ୍ଦନା କଟାରିୟାଙ୍କ ହାଟ୍ରିକ ଗୋଲ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସରୁ ଭାରତ ପାଇଁ ଆସିଛି ଖୁସି ଖବର। ଭାରତୀୟ ମହିଳା ହକି ଦଳ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି। ଭାରତ ପାଇଁ ବନ୍ଦନା କଟାରିୟା ତିନୋଟି ଗୋଲ୍‌ ଦେଇଥିବା ବେଳେ ନେହା ଗୋୟଲ ଗୋଟିଏ ଗୋଲ ସ୍କୋର କରିଥିଲେ। ତେବେ ଅଲିମ୍ପିକ୍ସ ମ୍ୟାଚ୍‌ରେ