ଶରଧାବାଲିରେ ଲାଗିଲା ତିନିି ରଥ
ପୁରୀ: ସରିଲା ରଥଟଣା । ଶରଧା ବାଲିରେ ଲାଗିଲା ତିନି ରଥ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ କାଳିଅ ଠାକୁରଙ୍କ ନନ୍ଦିଘୋଷ ରଥ ଲାଗିଛି । ସେବାୟତମାନେ ରଥକୁ ଟାଣି ମାଉସିମା ମନ୍ଦିର ନିକଟରେ ପହଞ୍ଚାଇଥିବା ଦେଖିବାକୁ ମିଳିଛି । ବିନା ଭକ୍ତରେ ଚଳିତ ବର୍ଷ!-->…
