Odia News Portal

କାଲିଠୁ କମିପାରେ ବର୍ଷା

ଭୁବନେଶ୍ୱର: ଲଘୁଚାପ ବି ବିଶେଷ ବର୍ଷା ଆଣିପାରିନାହିଁ ଓଡ଼ିଶାକୁ । ଏବେ ବି ଅଧା ଓଡ଼ିଶାରେ ବର୍ଷା ସଙ୍କଟ ସ୍ଥିତି ବଳବତ୍ତର ରହିଛି । ପାଣିପାଗ ପୂର୍ବାନୁମାନ ହେଲା, ଶୁକ୍ରବାର ରାଜ୍ୟର ଅନେକ ଜାଗାରେ ବର୍ଷା ହେବ । ବିଶେଷ କରି ଉତ୍ତର ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ମାତ୍ର

ଦୂତୀ ହାରିଲେ

ଟୋକିଓ: ଟୋକିଓରେ ନିରାଶ କଲେ ଦୂତୀ । ମହିଳା ଶହେ ମିଟର ଦୌଡ଼ରେ ନିରାଶ କରିଛନ୍ତି ଦୂତୀ ଚାନ୍ଦ । ପ୍ରଥମ ରାଉଣ୍ଡରୁ ହିଁ ସେ ବିଦାୟ ହୋଇଛନ୍ତି । ୫ମ ହିଟରେ ଥିବା ଦୂତୀ ସପ୍ତମ ସ୍ଥାନରେ ରହିଥିଲେ । ତେବେ ନିଜ ରେକର୍ଡ଼ରେ ମଧ୍ୟ ସେ ଉନ୍ନତି ଆଣି ପାରିନାହାନ୍ତି । ୧୧.୫୪ ସେକେଣ୍ଡରେ ଶହେ ମିଟର

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ଲକଡାଉନରେ ବଢ଼ୁଛି ନିଶା କାରବାର । ୧ କେଜି ୪୮ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା । କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ଧରା ପଡିଛନ୍ତି ଅଭିଯୁକ୍ତତ । ତେବେ ୨୦୨୦ରୁ ଆଜି ସୁଦ୍ଧା ଏସଟିଏଫ ୩୫ କେଜି ବ୍ରାଉନସୁଗାର ଜବତ କରିଛି ।

ପଢ଼ନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି

ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ଧରୁନି କରୋନାର ମୃତ୍ୟୁ ତାଣ୍ଡବ । ରାଜ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡରୁ ୧୧ ଜଣ, କଟକରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ଖୋର୍ଦ୍ଧାରୁ ୮ ସଂକ୍ରମିତଙ୍କର ପ୍ରାଣହାନି ଘଟିଛି। ସେହିଭଳି

ଆଜି ଦେଶରେ ୫୫୫ ମୁଣ୍ଡ ନେଲା ମହାମାରୀ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ହାର କମୁଥିବା ବେଳେ ମୃତ୍ୟୁ ସଂଖ୍ୟାର କମିବାର ନାଁ ଧରୁନି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୪ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୬ ଶହରୁ କମ୍ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ

ଆଜି ରାଜ୍ୟରେ୧୫୫୮ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତଳ ଉପର ହେଉଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୫୮ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୫୫୮ ଏବଂ ସ୍ଥାନୀୟ ସଂକ୍ରମିତ ୯୦୪ ଜଣ ରହିଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୮୦, ବାଲେଶ୍ୱର

ବକ୍ସିଂରେ ଭାରତ ଲାଗି ପଦକ ନିଶ୍ଚିତ କଲେ ଲଭ୍‌ଲିନା

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର କମାଲ । ବକ୍ସିରେ ପଦକ ନିଶ୍ଚିତ । ଭାରତକୁ ମିଳିବ ଆଉ ଏକ ପଦକ । ମହିଳା ମୁଷ୍ଟିଯୁଦ୍ଧା ୬୯ କିଲୋ କ୍ବାର୍ଟର ଫାଇନାଲରେ ଚାଇନାର ନିଏନ ଚିନ ଚେନଙ୍କୁ ପରାସ୍ତ କରି ସେମିଫାଇନାଲରେ ଏଣ୍ଟ୍ରି କରିଛନ୍ତି। ଭାରତୀୟ ବକ୍ସର ଲଭଲିନା କ୍ୱାର୍ଟର ଫାଇନାଲରେ ନିଜର

ରେଲୱେ ମନ୍ତ୍ରୀଙ୍କ ନକଲି ପିଏ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରୁ ଗିରଫ ହେଲା ଅଭିଯୁକ୍ତ ଗୋପାଳ ଶତପଥୀ ଗିରଫ ଓ ଗିରଫ କଲା ଚନ୍ଦ୍ରଶେଖର ପୁର ଥାନା ପୋଲିସ । ରେଲୱେ ଅଧିକାରୀଙ୍କ ବଦଳି, ଚାକିରୀ, ମେଡିକାଲ ଇକ୍ୟୁପମେଣ୍ଟ ଇତ୍ୟାଦି ଗୋଟିଏ ଚୁଟକୀରେ କରେଇଦେବାର ଲୋଭ ଦେଖାଇ ଅଫିସରଙ୍କୁ ଚୁନା ଲଗାଉଥିଲା ଏହି ୪୨୦ ଠକ ।ଦିଲ୍ଲୀରେ ରହି

ଆଜି ବାବୁଶାନଙ୍କ ଜନ୍ମଦିନ

ଭୁବନେଶ୍ୱର: ଓଲିଉଡ଼ ଜଗତର ଚକୋଲେଟ ବଏ ବାବୁଶାନଙ୍କ ଆଜି ହେଉଛି ଜନ୍ମଦିନ । ୩୨ ବର୍ଷରେ ପାଦ ଥାପିଛନ୍ତି ସେ । ଓଲିଉଡ଼ ସୁପରଷ୍ଟାର ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ସୁଯୋଗ୍ୟ ସନ୍ତାନ ହେୁଛନ୍ତି ବାବୁଶାନ । ନିଜର ସୁନ୍ଦର ଅଭିନୟ ଏବଂ ଗୀତ ଲାଗି ସାରା ଓଡ଼ିଶାରେ ଦର୍ଶକଙ୍କ ମଧ୍ୟରେ ନିଜର

ଆଜିଠୁ ମେଟ୍ରିକ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଅଫଲାଇନରେ ଆରମ୍ଭ ହୋଇଛି ମେଟ୍ରିକ ପରୀକ୍ଷା । ପ୍ରକାଶିତ ଫଳାଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଆଜି ଦେବେ ପରୀକ୍ଷା । କରୋନା କଟକଣା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ । ମୋଟ୍ ୬ ହଜାର ୫ ଶହ ୯୭ ପରୀକ୍ଷାର୍ଥୀ ଦେବେ ରେଗୁଲାର ପରୀକ୍ଷା । ମଧ୍ୟମା ଏବଂ ଓପନ୍