Odia News Portal

ବାବାଙ୍କ ମୂର୍ତ୍ତି କେଉଁ ଦିଗରେ ସ୍ଥାପନ କରାଯାଏ

ଭୁବନେଶ୍ୱର: ଯେକୌଣସି ଦିଗକୁ ସାମନା କରି ବାବାଙ୍କ ମୂର୍ତ୍ତିକୁ ସ୍ଥାପନ କରାଯାଇପାରେ । ଦ୍ୱାରକାମାୟୀ ମସଜିଦରେ ବାବା ପୂର୍ବ ଦିଗକୁ ମୁହଁ କରି ବସୁଥିଲେ । ଗୁରୁସ୍ଥାନରେ ସେ ପଶ୍ଚିମ ଦିଗକୁ ମୁହଁ କରି ବସୁଥିଲେ । ସମାଧି ମନ୍ଦିରରେ ତାଙ୍କର ମସ୍ତକ ଉତ୍ତର ପାଶ୍ୱର୍କୁ ଅଛି । ତେବେ ଏଠାରେ

ଗୋପୀନାଥପୁର- ବୈଦେଶ୍ୱର ସେତୁର ସମୀକ୍ଷା କଲେ କ୍ରିଷନ୍ କୁମାର

ବଡମ୍ବା: ବଡମ୍ବା ବିଧାୟକ ଦେବୀ ମିଶ୍ର ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ ମହାନଦୀରେ ନିର୍ମାଣାଧୀନ ଗୋପୀନାଥପୁର – ବୈଦେଶ୍ୱର ସେତୁର ଚୂଡାନ୍ତ ରୂପରେଖ ସମ୍ପର୍କରେ ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର ଓ ଉଚ୍ଚ ସ୍ତରୀୟ ବୈଷୟିକ ଟିମ ସହ ପରିଦର୍ଶନ ଓ ଆଲୋଚନା

ସିରିଜ୍ ହାରିଲା ଭାରତ

କଲମ୍ବୋ: ଶେଷ ଟି-୨୦ ହାରିଲା ଭାରତ। ଏହା ସହ ସିରିଜ୍ ହାରିଲା ଦଳ। ପ୍ରଥମ ମାଚ ଜିତିଥିବା ବେଳେ ଶେଷ ୨ଟି ହାରିଛି ଭାରତ। ଆଜି ଭାରତ ପ୍ରଥମ ବାଟି କରି ମାତ୍ର ୮୧ ରନ କରିଥିଲା ଦଳ। ୮ ୱିକେଟ ହରାଇ ଭାରତ ୮୧ ରନ କରିଥିଲା। ଦଳ ପକ୍ଷରୁ କୁଲଦୀପ ଯାଦବ ଅଧିକ ରନ୍ କରିଛନ୍ତି। ଶ୍ରୀଲଙ୍କା ୧୪ ଓଭର

ସ୍ପିନ ବଲରେ ଘାଇଲା ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ

କଲମ୍ବୋ: ଭାରତର ବ୍ୟାଟିଂ ବିପର୍ଯ୍ୟୟ । ସ୍ପିନରଙ୍କ ବଲରେ ଘାଇଲା ଖେଳାଳୀ । ୩୦ ରନରେ ୪ଟି ୱିକେଟ ହରାଇଛି ଟିମ୍ ଇଣ୍ଡିଆ । ହସରଙ୍ଗା ୨ଟି ୱିକେଟ ଅକ୍ତିଆର କରିଛନ୍ତି । ଭୁବନେଶ୍ୱର କୁମାର ଏବଂ ନିତିଶ ରାଣା ଏବେ ଭାରତ ଲାଗି ବ୍ୟାଟିଂ ଜାରି ରଖିଛନ୍ତିି । ଶିଖର ଧାୱନ, ଋତୁରାଜ ଗାଇକୱାଡ,

ମ୍ୟାଚ ଆରମ୍ଭରୁ ଭାରତକୁ ଝଟକା

କଲମ୍ବୋ: ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଜାରି ରହିଛି ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ । ଶେଷ ଟି-୨୦ରେ ପ୍ରଥମ ଓଭରରୁ ଭାରତକୁ ଲାଗିଛି ପ୍ରଥମ ଝଟକା । ଅଧିନାୟକ ଧାୱନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଛନ୍ତି । କ୍ୟାଚ ଆଉଟ ହୋଇ ଧାୱନ ପାଭିଲିୟନ ଫେରିଯାଇଛନ୍ତି । ଏବେ ଋତୁରାଜ

ଶାଳୀକୁ ବିବାହ ପ୍ରତିଶ୍ରୃତି ଦେଇ ସାଙ୍ଗ ସହ ମିଶି ଦୁଷ୍କର୍ମ କଲା ଭିଣୋଇ

ବାଲେଶ୍ୱର: ବିଶ୍ୱାସରେ ବିଷ ଦେଲା ପ୍ରେମିକ । ସମ୍ପର୍କୀୟ ଶାଳୀକୁ ବିବାହ କରିବାର ପ୍ରତିଶ୍ରୃତି ଦେଇ ନାବାଳିକା ଶାଳୀକୁ ଦୁଷ୍କର୍ମ କରିଛି ଭିଣୋଇ । ନିଜେ ଦୁଷ୍କର୍ମ କରିବା ସହ ସାଙ୍ଗ ସହ ମିଶି ଗଣଦୁଷ୍କର୍ମ କରିଛି । ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଭିଣୋଇ ଓ ସାଙ୍ଗକୁ ଗିରଫ କରିଛି ।

‘ଗୋଟିଏ ଦେଶ, ଗୋଟିଏ ରେସନ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଜିଠାରୁ ଓଡିଶାର ସବୁ ଜିଲ୍ଲାରେ ଗୋଟିଏ ଦେଶ, ଗୋଟିଏ ରେସନ କାର୍ଯ୍ୟକ୍ରମ ଆରମ୍ଭ ହେଲା । ଏହାଦ୍ବାରା ରାଜ୍ୟ

ବିଶ୍ୱରେ ୪୦ କୋଟି ଲୋକ ହେପାଟାଇଟିସ୍-ବି ସଂକ୍ରମିତ

ଭୁବନେଶ୍ୱର: ହେପାଟାଇଟିସ୍-ବି ଏଚ୍ଆଇଭି ଠାରୁ ଶତ ପ୍ରତିଶତ ସଂକ୍ରାମକ ଏବଂ ବିଶ୍ୱର ସବୁଠାରୁ ବଡ ଘାତକ ରୋଗ ଭାବେ ପରିଗଣିତ ହୋଇଛି । ଏହି ରୋଗ ଦ୍ୱାରା ପ୍ରତ୍ୟେକ ବର୍ଷ ପୃଥିବୀରେ ୧୧ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ତେବେ ଏହି ରୋଗର ଏକ ଭୟଙ୍କର ଦିଗ ହେଉଛି ବିଶ୍ୱରେ ୪୦ କୋଟି ଲୋକ

ଶିଶୁ କନ୍ୟାକୁ ଦୁଷ୍କର୍ମ କରି ନାବାଳକ ଗିରଫ

ଯାଜପୁର: ଖିର ଛାଡ଼ି ନଥିବା ଶିଶୁ ସହ କୁକର୍ମ କରି ୧୫ ବର୍ଷର ନାବାଳକ ଗିରଫ । ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ଘରେ ଶିଶୁଟିର ମା ନଥିବା ବେଳେ ନାବାଳକ ଜଣକ ଘରେ ପଶି ଛୋଟ ଛୁଆ ସହ ଖରାପ କାମ କରୁଥିଲା । ଝିଅଟି କାନ୍ଦିବାକୁ ମା ଦୌଡ଼ି ଆସି ଦେଖିଥିଲେ ।

ସତ୍ୟ ନାରାୟଣ ପ୍ରଧାନ ହେଲେ ଏନସିବି ଡିଜି

ଭୁବନେଶ୍ୱର: ଓଡ଼ିଆ ଆଇପିଏସ ସତ୍ୟ ନାରାୟଣ ପ୍ରଧାନଙ୍କୁ ବଡ଼ ଦାୟିତ୍ୱ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ଏହି ବରିଷ୍ଟ ଅଧିକାରୀ । ରାକେଶ ଆସ୍ଥାନାଙ୍କଠାରୁ ଦାୟିତ୍ୱ ଗ୍ରହଣ କଲେ ସତ୍ୟ ପ୍ରଧାନ । ଏବେ ସେ ଏନଡିଆରଏଫ ଡିଜି ଅଛନ୍ତି । ୧୯୮୮